ମାତ୍ର ୩୩୦ ଟଙ୍କା ନିବେଶ କରି ୨ଲକ୍ଷ ଟଙ୍କା ପାଇବେ, ଜାଣନ୍ତୁ ସମ୍ପୂର୍ଣ ରୂପରେ ଏହି ଖବର ମାଧ୍ୟମରେ

0

Get real time updates directly on you device, subscribe now.

ଯଦି ଆପଣ କୌଣସି ସ୍ଥାନରେ ନିବେଶ କରି ଭଲ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି ତାହେଲେ ଏହି ଖବର ଆପଣଙ୍କ କାମରେ ଆସିବ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମାତ୍ର ୩୩୦ ଟଙ୍କାରୁ ଆପଣ ନିବେଶ ଆରମ୍ଭ କରିପାରିବେ ଓ ବହୁତ କମ ସମୟରେ ମୋଟା ଅଙ୍କର ଫଣ୍ଡ ବନାଇ ପାରିବେ। ଏହି ସ୍କିମରେ ଆପଣ ଜଏନ ହେବାପରେ ଆପଣଙ୍କୁ 2 ଲକ୍ଷ ଟଙ୍କାର ବୀମା କଭର ମଧ୍ୟ ଦିଆଯାଇଥାଏ। ଚାଲନ୍ତୁ ଏବେ ଏହି ଯୋଜନା ବିଷୟରେ ଜାଣିବା।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା:-

– ଏହି ଯୋଜନାର ଆରମ୍ଭ ସରକାର 2015 ମସିହାରେ ଆରମ୍ଭ କରିଥିଲେ।

– ଏହି ସ୍କିମ ଅନ୍ତର୍ଗତ ଯଦି ବୀମା ଧାରକଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଯାଉଛି ତାହେଲେ ପରିବାରର ନୋମିନିଙ୍କୁ 2 ଲକ୍ଷ ଟଙ୍କାର ଧନରାଶି ମିଳିଥାଏ।

– ଭାରତର କୌଣସିବି ନାଗରିକ ଯାହାର ବୟସ 18 ରୁ 50 ବର୍ଷ ମଧ୍ୟରେ ସେମାନେ ଏଥିରେ ନିବେଶ କରିପାରିବେ।

-ଏହି ପଲିସି ଜୁନ 1 ତାରିଖରୁ ଆରମ୍ଭ ହେଉଛି ଓ ଏହାର ଶେଷ ସମୟ ସୀମା ମେ 31,2023 ପର୍ଯ୍ୟନ୍ତ ରହିଛି।

– ବୀମାଧାରକଙ୍କ ପ୍ରିମିୟମ ରାଶି ତାଙ୍କ ଆକାଉଣ୍ଟରୁ ଏକ ତୟ ତାରିଖରେ ଆପେ ଆପେ କଟିଯାଇଥାଏ।

ଜଣାଇଦେଉଛୁ କି, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ଆବେଦନ କରିବାପାଇଁ ଆପଣଙ୍କୁ କୌଣସି ମେଡ଼ିକାଲ ଯାଞ୍ଚ କରାଇବା ଆବଶ୍ୟକ ପଡିନଥାଏ।

ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ କେମିତି ଆବେଦନ କରିବା:-

– ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣଙ୍କ କୌଣସି ବ୍ୟାଙ୍କରେ ଆକାଉଣ୍ଟ ରହିବା ଜରୁରୀ ଅଟେ।

-ଆଧାରକାର୍ଡ

– ପ୍ରମାଣପତ୍ର

– ବ୍ୟାଙ୍କ ପାସବୁକ

– ମୋବାଇଲ ନମ୍ବର

– ପାସପୋର୍ଟ ସାଇଜ ଫୋଟ

– ଏହି ସ୍କିମର ଆୟୁ 55 ବର୍ଷସ ଅଟେ।

Leave A Reply

Your email address will not be published.