Flipkart ର ବମ୍ପର ଅଫର, ଅଧାରୁ କମ୍ ମୂଲ୍ୟରେ କିଣନ୍ତୁ ଏହି ଚମତ୍କାର ଡିସପ୍ଲେ ବାଲା ସ୍ମାର୍ଟ ଟିଭି

0

Get real time updates directly on you device, subscribe now.

Coocaa HD Ready LED Smart TV :-

32-ଇଞ୍ଚ ଡିସପ୍ଲେ ବାଲା ଏହି ସ୍ମାର୍ଟ ଟିଭିର ମୂଲ୍ୟ 36,990 ଟଙ୍କା, କିନ୍ତୁ ଫ୍ଲିପକାର୍ଟରେ ଏହାକୁ 71% ଡିସକାଉଣ୍ଟ ପରେ 10,499 ଟଙ୍କାରେ ବିକ୍ରି କରାଯାଉଛି । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କଲେ ଏହାର ମୂଲ୍ୟ 9,974 ଟଙ୍କା ହୋଇଯିବ ଏବଂ ଏକ୍ସଚେଞ୍ଜ ଅଫରର ସମ୍ପୂର୍ଣ୍ଣ ଲାଭ ପାଇବା ପରେ ଆପଣଙ୍କୁ 9 ହଜାର ଟଙ୍କା ଡିସକାଉଣ୍ଟ ମିଳିବ । ଏହି ପରି ଆପଣ ଏହି ସ୍ମାର୍ଟ ଟିଭିକୁ 974 ଟଙ୍କାରେ କିଣିପାରିବେ ।

Kodak 7XPRO Series HD Ready LED Smart TV :-

18,499 ଟଙ୍କାର ଏହି ଟିଭିକୁ ମାତ୍ର 11,499 ଟଙ୍କାରେ ବିକ୍ରି କରାଯାଉଛି । 32- ଇଞ୍ଚର ଡିସପ୍ଲେ ବାଲା ଏହି ଟିଭି କିଣିବା ସମୟରେ ଏକ୍ସଚେଞ୍ଜ ଅଫର ଦ୍ଵାରା 10,975 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ । ଏହାପରେ ଆପଣ ଏହାକୁ ମାତ୍ର 524 ଟଙ୍କାରେ ପାଇପାରିବେ |

Adsun HD Ready LED Smart TV :-

32-ଇଞ୍ଚର ଡିସପ୍ଲେ ବାଲା ଏହି ସ୍ମାର୍ଟ ଟିଭିକୁ 21,999 ଟଙ୍କା ବଦଳରେ 8,799 ଟଙ୍କାରେ ବିକ୍ରି କରାଯାଉଛି । ବ୍ୟାଙ୍କ ଅଫରର ଲାଭ ଉଠାଇ ଆପଣ ଏହାକୁ ମାତ୍ର 8,359 ଟଙ୍କାରେ ଆପଣଙ୍କ ଘରକୁ ନେଇ ଯାଇପାରିବେ |

Croma HD Ready LED Smart Android TV :-

କ୍ରୋମାର 32-ଇଞ୍ଚର ଦମଦାର ଡିସପ୍ଲେ ବାଲା ସ୍ମାର୍ଟ ଟିଭିକୁ 52% ଡିସକାଉଣ୍ଟ ପରେ 11,990 ଟଙ୍କାରେ ବିକ୍ରି କରାଯାଉଛି ଏବଂ ଏହାର ପ୍ରକୃତ ମୂଲ୍ୟ 25 ହଜାର ଟଙ୍କା ଅଟେ । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଦ୍ଵାରା ଏହାର ପେମେଣ୍ଟ କଲେ ଆପଣଙ୍କୁ ଏହି ଟିଭି 11,390 ଟଙ୍କାରେ ମିଳିଯିବ ।

Infinix X3 HD Ready LED Smart Android TV :-

17,999 ଟଙ୍କାର ଏହି ସ୍ମାର୍ଟ ଟିଭି ମଧ୍ୟ 32 ଇଞ୍ଚର ଡିସପ୍ଲେ ସହିତ ଆସିଥାଏ । ଫ୍ଲିପକାର୍ଟରେ ଆପଣଙ୍କୁ ଏହି ଟିଭି 33% ଡିସକାଉଣ୍ଟ ପରେ 11,990 ଟଙ୍କାରେ ପାଇପାରିବେ । ବ୍ୟାଙ୍କ ଅଫରର ଲାଭ ପାଇବା ପରେ ଏହି ଟିଭିର ମୂଲ୍ୟ 11,390 ଟଙ୍କା ହୋଇଯିବ ।

Leave A Reply

Your email address will not be published.