AC କିଣିବାକୁ ଟଙ୍କା ନଥିଲେ କିଣନ୍ତୁ ଏହି Water Sprinkler Fan, ପାଣି ଚିଞ୍ଚିବା ସହିତ ଦେଇଥାଏ AC ପରି ଥଣ୍ଡା ପବନ !

0

Get real time updates directly on you device, subscribe now.

Water Sprinkler Fan : ଗରମରୁ ବଞ୍ଚିବା ପାଇଁ ଏସି ବହୁତ୍ ଜରୁରୀ, କିନ୍ତୁ ସବୁ ବ୍ୟକ୍ତି ପାଖରେ ଏତେ ପଇସା ନଥାଏ ଯେ ସେ ଏୟାର କଣ୍ଡିଶନର କିଣିପାରିବ । ଆଜିକାଲି ଟେକ୍ନୋଲୋଜି ବହୁତ୍ ବଢ଼ିଯାଇଛି, ଯେଉଁ କାରଣରୁ ମାର୍କେଟରେ ଏପରି ଜିନିଷ ମଧ୍ୟ ମିଳୁଛି ଯାହା ବହୁତ କମ ପଇସାରେ ଏସି ଠାରୁ ଅଧିକ ଥଣ୍ଡା ପବନ ଦେଇଥାଏ ।

ଫ୍ୟାନ ତ ସମସ୍ତଙ୍କ ଘରେ ଥାଏ, କିନ୍ତୁ କଣ୍ ଆପଣ ଏପରି ଫ୍ୟାନ ଦେଖିଛନ୍ତି ଯାହା ପାଣି ଛିଞ୍ଚି ଥଣ୍ଡା ପବନ ଦେଇଥାଏ । ଯଦି ଆପଣ ଆଜି ପର୍ଯ୍ୟନ୍ତ ଏପରି ଫ୍ୟାନ ଦେଖିନାହାନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ହିଁ ଅଟେ । କାରଣ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଫ୍ୟାନ ବିଷୟରେ କହିବାକୁ ଯାଉଛୁ ।

ଯାହା ଏୟାର କଣ୍ଡିଶନର ଠାରୁ ଅଧିକ ଥଣ୍ଡା ପବନ ଫିଙ୍ଗିଥାଏ । ଯଦି ଏହି ଫ୍ୟାନ ବିଷୟରେ କହିବା ତେବେ ଏହାର ମୂଲ୍ୟ ଏତେ କମ ଯେ ଯେ କେହି ଏହାକୁ ସହଜରେ କିଣି ପାରିବ । ଏହି ଫ୍ୟାନ ଟେବୁଲ୍ ଫ୍ୟାନ ଏବଂ ସିଲିଙ୍ଗ ଫ୍ୟାନ ଠାରୁ ବିଲକୁଲ ଅଲଗା ଅଟେ, ଯାହା ଆପଣଙ୍କୁ କେବଳ ପାଣି ଛିଟା ସହିତ ଥଣ୍ଡା ପବନ ଦେଇଥାଏ ।

Water Sprinkler Fan ଦେଇଥାଏ ବହୁତ୍ ଥଣ୍ଡା ପବନ :-

ଆମେ ଯେଉଁ ଫ୍ୟାନ ବିଷୟରେ କହୁଛୁ, ତାର ନାମ Water Sprinkler Fan ଅଟେ । ଏହି ଫ୍ୟାନ ଅନ୍ୟ ଫ୍ୟାନ ଠାରୁ ବିଲକୁଲ ଅଲଗା ଅଟେ, ଯାହାକୁ ଆପଣ ବହୁତ୍ କମ ମୂଲ୍ୟରେ କିଣି ପାରିବେ । Water Sprinkler Fan ଏପରି ଗୋଟିଏ ଫ୍ୟାନ ଅଟେ, ଯାହା ଥଣ୍ଡା ପବନ ପ୍ରଦାନ କରିବାପାଇଁ ପବନ ଏବଂ ପାଣିକୁ ମିଶାଇଥାଏ ।

ଏହିପରି ଫ୍ୟାନକୁ ଆପଣ ପ୍ରାୟତଃ ବିବାହ ଏବଂ ବଡ ପାର୍ଟିରେ ଦେଖିଥିବେ । ଏହି ଫ୍ୟାନ ଶକ୍ତିଶାଳୀ ଶୀତଳ ପବନ ଦେଇଥାଏ । ଏହା ପାଣି ଛିଞ୍ଚିବା ଦ୍ଵାରା ଗରମ ପବନକୁ ଥଣ୍ଡା ପବନରେ ବଦଳାଇ ଦେଇଥାଏ । ଏହାକୁ ଘର ଭିତରେ ଏବଂ ବାହାରେ ଉଭୟ ସ୍ଥାନରେ ଲଗାଯାଇପାରେ । ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବି ଫ୍ୟାନ ଦେଖିଥିବେ, ସେ ସବୁ ଫ୍ୟାନ ଠାରୁ ଏହା ସବୁଠାରୁ ଚମତ୍କାର ଅଟେ । ଗରମରୁ ବଞ୍ଚିବାପାଇଁ ଆପଣ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ ।

Leave A Reply

Your email address will not be published.