ମୁକେଶ ଅମ୍ବାନୀ ଦେଉଛନ୍ତି ପେଟ୍ରୋଲ ପମ୍ପ ଖୋଲିବାର ସୁଯୋଗ, ସଂପୂର୍ଣ୍ଣ ସୂଚନା ପାଇଁ ଚେକ୍ କରନ୍ତୁ ଏବଂ ଜାଣନ୍ତୁ ଆବେଦନ କରିବାର ପ୍ରୋସେସ

0

Get real time updates directly on you device, subscribe now.

ଦେଶର ସବୁଠାରୁ ବଡ଼ ବିଜନେସମ୍ୟାନଙ୍କ ଲିଷ୍ଟରେ ଆସୁଥିବା ଏବଂ Jio ର ଆରମ୍ଭ କରିଥିବା ମୁକେଶ ଅମ୍ବାନୀ ଆପଣଙ୍କୁ ଗୋଟିଏ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି । ଯେଉଁଥିରେ ଆପଣ ପେଟ୍ରୋଲ ପମ୍ପ ଖୋଲି ସହଜରେ ଭଲ ରୋଜଗାର କରିପାରିବେ । ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ, ଆପଣ ମଧ୍ୟ ପେଟ୍ରୋଲ ପମ୍ପର ଡିଲର ହୋଇ ସହଜରେ ଅଧିକ ରୋଜଗାର କରିପାରିବେ ।

ଆସନ୍ତୁ ଜାଣିବା ଗ୍ରାହକଙ୍କୁ କେଉଁ ସୁବିଧା ମିଳିବ :-

ଆପଣଙ୍କୁ କହିରଖୁଛୁ ଯେ (Jio-BP) ନିଜର ପ୍ରଥମ ମୋଭିଲିଟି ଷ୍ଟେସନ ଅକ୍ଟୋବର 2021 ରେ ଆରମ୍ଭ କରିଥିଲା । ବର୍ତ୍ତମାନ ଏଠାରେ ଗ୍ରାହକଙ୍କୁ ସ୍ପେସାଲ ଟେକ୍ନୋଲୋଜି ସହିତ fuel, EV charging, CNG, Battery swap solution ସହିତ ଅନେକ ସୁବିଧା ମିଳୁଛି ।

ଜାଣନ୍ତୁ ପେଟ୍ରୋଲ ପମ୍ପକୁ ଷ୍ଟାର୍ଟ କରିବାପାଇଁ କେତେ ନିବେଶ କରିବାକୁ ପଡ଼ିବ :-

– ଯଦି ଆପଣ ନିଜର ପେଟ୍ରୋଲ ପମ୍ପ ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ପାଖ ସହରରେ ନିଜର ଜମି ଥିବା ଆବଶ୍ୟକ ।

– ସେହିପରି ଆପଣଙ୍କ ପାଖରେ ଅତି କମରେ 1200 ବର୍ଗ ମିଟର National/State Highway 3000 ବର୍ଗ ମିଟର ଏବଂ ଅନ୍ୟ ରୋଡ ଆଖପାଖରେ 2000 ବର୍ଗ ମିଟରର ଜମି ଥିବା ଆବଶ୍ୟକ ।

– ପେଟ୍ରୋଲ ପମ୍ପ ଖୋଲିବାରେ ପ୍ରାୟ ଦୁଇ କୋଟି ଟଙ୍କାର ନିବେଶ କରିବାକୁ ପଡ଼ିବ । ଏହାସହିତ ଜମିର Long lease of Land ହେବା ଉଚିତ୍ ।

ସେହିପରି ଲୋକେସନ୍ ବିଷୟରେ କହିବାକୁ ଗଲେ ତେବେ ଏହି ପେଟ୍ରୋଲ ପମ୍ପ ଖୋଲିବାର ସୁଯୋଗ ଆପଣଙ୍କୁ ଦିଲ୍ଲୀରେ ଦିଆଯାଉଛି । ଯଦି ଆପଣ ପେଟ୍ରୋଲ ପମ୍ପ ଖୋଲିବାପାଇଁ ଚାହୁଁଛନ୍ତି, ତେବେ ଦିଲ୍ଲୀର Bhalswa jahangirpur, Karwal Nagar, Kirari suleman Nagar, New Delhi Sultanpur Majra ଭଳି ଲୋକେସନରେ ପେଟ୍ରୋଲ ପମ୍ପ ପାଇଁ ନିବେଦନ କରିପାରିବେ ।

Leave A Reply

Your email address will not be published.