ରୟାଲ ଏନଫିଲ୍ଡର ଏହି ଇଲେକ୍ଟ୍ରିକ ବାଇକ ସବୁ ଲୋକଙ୍କ ହୃଦୟରେ କରିବ ରାଜ୍, ଜାଣନ୍ତୁ କେଵେ ହେବ ଲଞ୍ଚ୍ ?

0

Get real time updates directly on you device, subscribe now.

ରୟାଲ ଏନଫିଲ୍ଡ ଭାରତୀୟ ବଜାରରେ ଶିଘ୍ର ଏକ ଦମଦାର ବାଇକକୁ ଲଞ୍ଚ କରିବାକୁ ଯାଉଛି|ମାରରକେଟକୁ ଆସିବା ମାତ୍ରେ ଚହଳ ସୃଷ୍ଟି କରିବ ଏହି ବାଇକ୍|ଏହି ବାଇକ ସୋରୁମ ଆସିବା ପୂର୍ବରୁ ଲୋକମାନେ ଯାଇ ଏହାର ତଥ୍ୟ ନେଲେଣି|ଆମେରିକାରେ ଏହି ବାଇକର ସମସ୍ତ ୟୁନିଟ କିଛି ମିନିଟରେ ବୁକ ହୋଇ ଯାଇଛି|ଏହା ସହ ଏହି ବାଇକକୁ ସବୁଠାରୁ ଅଧିକ ଏହାର ଲୁକ୍ ଓ ଫିଚର କାରଣରୁ ପସନ୍ଦ କରୁଛନ୍ତି|

ଯୁବକଙ୍କ ମଧ୍ୟରେ ସବୁଠୁ ରୟାଲ ଏନଫିଲ୍ଡର‌ କ୍ରେଜ ଅଧିକ|ଏମିତିରେ ଏହି ମହଙ୍ଗା ବାଇକକୁ କିଣିବା ସହଜ ନୁହେଁ|ଏହା ସତ୍ୟ ଯେ ଏହାକୁ କିଣିବାକୁ ବଡ କଷ୍ଟ ହୋଇଥାଏ ତେଣୁ ଯଦି କମ ଦାମରେ ଦମଦାର ଫିଚର ମିଳେ ତେବେ ଏଭଳି ସୁଯୋଗ ଛାଡିବା ଅନୁଚିତ|

ଏଥିପାଇଁ ରୟାଲ ଏନଫିଲ୍ଡ ନିଜର ଦୁଇଟି ଆଗକୁ ଆସୁଥିବା ବାଇକ ଲଞ୍ଚର ଘୋଷଣା କରିଛି ,ଏହା ସହ ଲଞ୍ଚ ହେବାକୁଥିବା Shortgun 650 ର ଲୁକ ଓ ଫିଚର ଉଭୟ ବାଇକରେ ଭଲ ରହିଛି|ଲୋକମାନେ ଏହାର ଦିବାନା କେବଳ ଲୁକ ଓ ଫିଚର ପାଇଁ ହେଉଛନ୍ତି|ଲୋକମାନେ ତେଣୁ ଏହାର ଲଞ୍ଚ ପାଇଁ ଅପେକ୍ଷା କରିଛନ୍ତି|ଏହାର ଖାସ କଥା ଏହା ଯେ ଏହା ବବର ଷ୍ଟାଇଲରେ ଅଟେ ଓ ଏହାର ଦାମ ଅନ୍ୟ ତୁଳନାରେ କମ ରହିଛି|ଏହାର ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି|

ଏହାର ଫିଚରର କାରଣ ଯୋଗୁଁ ଲୋକମାନେ ଏହି ବାଇକ ପାଇଁ ଦିବାନା ହେଉଛନ୍ତି|ଏମିତିରେ ରୟାଲ ଏନଫିଲ୍ଡ ଭାରତୀୟ ବଜାରରେ ଭଳି ଭଳିକି ବାଇକ ଛାଡୁଛନ୍ତି ଓ ପ୍ରତି ବାଇକରେ ଅଲଗା ଲୁକ ରହିଛି|ଏଥିରେ ଲାଟେଷ୍ଟ ଫିଚର ସହ କମ୍ପାନୀ ଏଭଳି ବାଇକରେ ଟିୟର୍ଡରପ୍ସ ଫ୍ୟୁଲ ଟ୍ୟାଙ୍କ ଦିଆଗଲା|ପୂରୁଣା ଅନ୍ଦାଜରେ ଗୋଲ ହେଡଲାଇଟ୍ ଓ ଷ୍ଟରଲାଇଟ ଦେଖାଯିବ|ଏହାସହ ଚଉଡା ଫିଚର ଦିଆଯାଇଛି|

Leave A Reply

Your email address will not be published.