ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି ଭୁଲ,ନହେଲେ ହେବ ବଡ ଅସୁବିଧା !

0

Get real time updates directly on you device, subscribe now.

ସ୍ବାସ୍ଥ୍ୟ ଅମୂଲ୍ୟ ସମ୍ପଦ । ପୃଷ୍ଟିକର ଖାଦ୍ୟ ଯୋଗୁଁ ଶରୀର ସୁସ୍ଥ ରହିଥାଏ । ମାତ୍ର ଦୈନନ୍ଦିନ ଜୀବନ ରେ ଆମେ ଏପରି କିଛି ଖାଦ୍ୟ ଖାଇ ଥାଉ ଯାହା ଶରୀର ରେ କ୍ଷତି ସୃଷ୍ଟି କରି ଥାଏ । ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିଥାଉ ନିଜର ଜୀବନ ଧାରଣ କରିବା ପାଇଁ । ସତରେ ଖାଦ୍ୟ ବିନା ଆମର ଜୀବନ ଧାରଣ କରିବା ସମ୍ଭବ ପର । ମଣିଷ ଖାଦ୍ୟ ବିନା ଚଳିବା ଟା ଖୁବ୍ କଷ୍ଟ କର । ଆମେ ପ୍ରତି ଦିନ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇ ଥାଉ । ଯାହା ଦ୍ଵାରା ଆମର ଶକ୍ତି ହୋଇ ଥାଏ । ଖାଦ୍ୟ ବହୁତ୍ ପ୍ରକାର ର ଥାଏ । କିଛି ଖାଦ୍ୟ ଶରୀର ଉପରେ ହାନି ପହଞ୍ଚାଇଥାଏ ତ ପୁଣି କେତେବେଳେ କେତେବେଳେ ଖାଦ୍ୟ ଶରୀର ପାଇଁ ଖୁବ୍ ଆବଶ୍ୟକୀୟ ହୋଇଥାଏ । ଖାଦ୍ୟରେ ଖାଦ୍ୟସାର ବହୁତ୍ ପ୍ରକାର ର ଥାଏ ଯାହା କି ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ ବିଭିନ୍ନ ପ୍ରକାର ରୋଗ ଦୂର ହୋଇ ଯାଇଥାଏ । ଶରୀର କୁ ସୁସ୍ଥ ରଖିବା ପାଇଁ ଆମେ ବହୁତ୍ ପ୍ରକାର ର ଖାଦ୍ୟ ଖାଇଥାଉ । ତେବେ ପ୍ରତିଦିନ ସକାଳୁ ଏପରି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

୧.ଧୂମପାନ:-ସକାଳେ ଉଠିବା ପରେ ଖାଲି ପେଟରେ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଏହା ଦ୍ବାରା କର୍କଟ ରୋଗ ହୋଇଥାଏ ।

୨. ଜଳଖିଆ ନ ଖାଇବା :-ସକାଳୁ ଉଠି ଜଳଖିଆ ନ ଖାଇଲେ ଏସିଡିଟିର ସମସ୍ୟା ବଢ଼ିପାରେ । ଜଳଖିଆ ନ କରିବାରୁ ଶରୀରରେ ଶକ୍ତି ଅଭାବ ହେବା ସହ ଦୁର୍ବଳତା ଅନୁଭବ କରାଇଥାଏ ।

୩. କଫି ପିଇବା:-ସକାଳେ ଉଠିବା ମାତ୍ରେ କଫି ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ। ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ ବଢ଼ିଥାଏ।

୪. କିଛି ମସଲାଯୁକ୍ତ ଖାଦ୍ୟ :-ରାତିରେ ଆମ ପେଟ ଭିତରେ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା ଦ୍ୱାରା ଇନଡାଇଜେଶନ ସମସ୍ୟା ସୃଷ୍ଟି ହୋଇପାରେ ।

୫. ପାଣି ନ ପିଇବା :- ସକାଳୁ ଉଠିବା ପରେ ପାଣି ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।

୬. ବ୍ୟାୟାମ ନ କରିବା :-ସକାଳେ ବ୍ୟାୟାମ ନକରିବା କାରଣରୁ ଶରୀର ସତେଜ ରୁହେ ନାହିଁ। ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ହୋଇଥାଏ ।

୭. ମଦ୍ୟପାନ :-ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।

Leave A Reply

Your email address will not be published.