ବର୍ତ୍ତମାନ ୩୦୦ ରୁ କମ ଟଙ୍କାରେ ବିନା ଲାଇନରେ ଘରେ ରହିବ ଆଲୁଅ, ରାତି ହେବା ମାତ୍ରେ ହିଁ ଅନ ହୋଇଯିବ ଏହି ଲାଇଟ

0

Get real time updates directly on you device, subscribe now.

Automatic Solar Lights : ବର୍ତ୍ତମାନ ଖରାଦିନ ଚାଲିଛି ଏବଂ ଏହାସହିତ ଲାଇନ ବିଲ ମଧ୍ୟ ଅଧିକ ଆସିବାକୁ ଲାଗିଛି । ଗରମରେ ଦିନସାରା ଫ୍ୟାନ, କୁଲର, ଲାଇଟ ଏବଂ ଏସି ଚାଲିଥାଏ । ଯାହାଦ୍ଵାରା ଲାଇନ୍ ବିଲ ଦୁଇଗୁଣା ଆସିଥାଏ । କିନ୍ତୁ ଆପଣ ସ୍ମାର୍ଟ ଉପାୟରେ ଲାଇନ୍ ବିଲକୁ ବଞ୍ଚାଇ ପାରିବେ । ସୋଲାର ଏନର୍ଜି ସାହାଯ୍ୟରେ ଆପଣ ଲାଇନ୍ ବିଲକୁ ବହୁତ୍ କମ କରିପାରିବେ ।

Automatic Solar Lights :-

ଆମେ ଆପଣଙ୍କୁ ଏପରି ସୋଲାର ଲାଇଟ ବିଷୟରେ କହିବାକୁ ଯାଉଛୁ, ଯାହା ରାତି ହେବା ମାତ୍ରେ ଅନ ହେଇଯାଏ ଏବଂ ଦିନ ହେବା ମାତ୍ରେ ହିଁ ନିଜେ ନିଜେ ବନ୍ଦ୍ ହୋଇଯାଏ । ଯଦି ଆପଣ ଏହି ଲାଇଟ ବିଷୟରେ ଶୁଣିନାହାନ୍ତି, ତେବେ ଆଜି ଆମେ ଏ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଲାଇଟର ମୂଲ୍ୟ ବହୁତ୍ କମ ଏବଂ ଏହାକୁ ମାର୍କେଟ କିମ୍ବା ଫ୍ଲିପକାର୍ଟରୁ କିଣା ଯାଇପାରେ ।

Automatic Solar Lights Specifications :-

ଏହି ଲାଇଟ ଖରାରେ ଚାର୍ଜ ହୁଏ । ଏହାକୁ ଆପଣ କାନ୍ଥରେ ଲଗାଇ ପାରିବେ । ଅନ୍ଧାର ହେବା ମାତ୍ରେ ଏହି ଲାଇଟ ନିଜେ ନିଜେ ଅନ୍ ହେଇଯିବ । ଏଥିରେ ଆପଣଙ୍କୁ ଗୋଟିଏ ମୋସନ ସେନ୍ସର୍, ସୋଲାର ପ୍ୟାନେଲ ଏବଂ ଗୋଟିଏ ଲାଇଟ ସେନ୍ସର୍ ମିଳିଥାଏ । ମାର୍କେଟରେ ଅନେକ ପ୍ରକାରର ସୋଲାର ଲାଇଟ ଉପଲବ୍ଧ ରହିଛି । ଫ୍ଲିପକାର୍ଟରୁ ମଧ୍ଯ ଏହାକୁ କିଣା ଯାଇପାରେ । ଏଥିରେ ଲାଗିଥିବା ବ୍ୟାଟେରୀ ଖରାରେ ଚାର୍ଜ ହେବାପରେ ଜଳିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଏ । ଅନ୍ଧାର ହେବା ମାତ୍ରେ ହିଁ ଏଥିରେ ଲାଗିଥିବା ଲାଇଟ ସେନ୍ସର୍ ଜାଣିପାରେ ଏବଂ ଲାଇଟକୁ ଅନ କରିଦିଏ ।

Automatic Solar Lights Price In India :-

ଏହା ଗୋଟିଏ ବିଶେଷ ପ୍ରକାରର ମୋସନ ସେନ୍ସର୍ ଅଟେ, ଲାଇଟ ସାମ୍ନା ଦେଇ କେହି ଗଲେ ଲାଇଟ ଅନ ହେଇଯାଏ । ଆପଣଙ୍କୁ ବଜାରରେ 300 ଟଙ୍କାରୁ କମ୍ ମୂଲ୍ୟରେ ଏହି ଲାଇଟ ମିଳିଯିବ । ଯଦି ଆପଣ ଲାଇଟକୁ ଅନଲାଇନରେ କିଣିବାକୁ ଚାହୁଁଛନ୍ତି, ତେବେ ଏହା 245 ଟଙ୍କାରେ ଉପଲବ୍ଧ ରହିଛି । ଏଥିରେ ଦମଦାର ବ୍ୟାଟେରୀ ମଧ୍ୟ ଦିଆଯାଇଛି । ଯାହା ସୁନିଶ୍ଚିତ କରିଥାଏ ଯେ ଏହାକୁ ପୁରା ଦିନ ଚଲାଯାଇ ପାରିବ ।

Leave A Reply

Your email address will not be published.