ବେଡ଼ରେ ଫିଟ ହୋଇଯାଉଛି ଏହି AC, ମାତ୍ର କିଛି ମିନିଟ୍ ମଧ୍ୟରେ ଘରକୁ କରିଦେଉଛି ଥଣ୍ଡା ଥଣ୍ଡା କୁଲ କୁଲ, ଦାମ ମଧ୍ୟ ବହୁତ୍ କମ,ଆଜି ହିଁ ଘରକୁ ଆଣନ୍ତୁ

0

Get real time updates directly on you device, subscribe now.

Portable Matress AC : ବର୍ତ୍ତମାନ ଖରାଦିନ ଚାଲିଛି ଏବଂ ଭାରତରେ ସୂର୍ଯ୍ୟର ତାପମାତ୍ରା ବଢ଼ିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବାପାଇଁ କେବଳ AC ହିଁ ସବୁଠାରୁ ବେଷ୍ଟ ଅପ୍ସନ୍ ଅଟେ । ମାର୍କେଟରେ ଅନେକ ପ୍ରକାରର AC ଉପଲବ୍ଧ ରହିଛି । କିଛି ଏସିକୁ କାନ୍ଥରେ ଟଙ୍ଗା ଯାଏ ତ ଆଉ କିଛି ଏସିକୁ ଝରକାରେ ଫିଟ୍ କରାଯାଏ । ଉଭୟ AC କିଛି ମିନିଟ ମଧ୍ୟରେ ଘରକୁ କୁଲ କରିଦିଅନ୍ତି ।

ଆଜି ଆମେ ଆପଣଙ୍କୁ ଏପରି ଏକ AC ବିଷୟରେ କହିବାକୁ ଯାଉଛୁ, ଯାହା ମ୍ୟାଟ୍ରେସରେ ଫିଟ୍ ହୋଇଯାଏ ଏବଂ କିଛି ମିନିଟ ମଧ୍ୟରେ ହିଁ ବେଡକୁ ଥଣ୍ଡା କରିଦିଏ । ଆପଣ ବେଡ଼ରେ ବସିବା ମାତ୍ରେ ହିଁ ଆପଣଙ୍କୁ ଚମତ୍କାର ଥଣ୍ଡା ଥଣ୍ଡା କୁଲ କୁଲ ଲାଗିବ । ତେବେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହି AC ବିଷୟରେ ଜାଣିନଥିବେ । ଆସନ୍ତୁ ଜାଣିବା ଏହି AC ବିଷୟରେ ସବୁକିଛି ।

Individual Temperature Control Wireless Remote Integration Cooling and Heating Mattress :-

ଯଦି ଆପଣ ଏହି AC ର ମୂଲ୍ୟ କେତେ ଜାଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହାକୁ Alibaba ଡଟ କମରେ 15 ରୁ 16 ହଜାର ଟଙ୍କା ମଧ୍ୟରେ କିଣା ଯାଇପାରିବ । ଏହି AC କେବଳ ଗୋଟିଏ ନୁହେଁ ବରଂ ଦୁଇଟି ୟୁନିଟ ଦ୍ୱାରା ମିଶି ତିଆରି ହୋଇଥାଏ । ଏହି ଦୁଇ ୟୁନିଟ ମିଶି AC କମ୍ପ୍ଲିଟ ହୋଇଯାଏ ।

ଏହିପରି କରିଥାଏ କାମ :-

ଏହି ଏୟାର କଣ୍ଡିସନର ଗୋଟିଏ ମ୍ୟାଟ୍ରେସ ସହିତ ଆସିଥାଏ । ଏଥିରେ AC କୁ ପାଇପ ମାଧ୍ୟମରେ ଯୋଡି ଦିଆଯାଇଛି । ପାଇପ ସହିତ AC ଯୋଡି ହେବା ମାତ୍ରେ ହିଁ ମ୍ୟାଟ୍ରେସ ଥଣ୍ଡା ପବନ ଦେଇଥାଏ । ପାଇପ ମାଧ୍ୟମରେ ପବନ ମ୍ୟାଟ୍ରେସକୁ ଯାଇଥାଏ ଏବଂ ବସିଥିବା କିମ୍ବା ଶୋଇଥିବା ଲୋକଙ୍କୁ ଚମତ୍କାର ପବନ ଦେଇ ଥଣ୍ଡା କରିଦିଏ ।

Leave A Reply

Your email address will not be published.