Portable Mini Air Cooler: ଗୋଟିଏ ମିନିଟରେ ଦେବ ଅସହ୍ୟ ଗରମରୁ ମୁକ୍ତି,ବିନା ବିଜୁଳିରେ ମଧ୍ୟ ଚାଲିବ,ଦାମ ୨ ହଜାରରୁ କମ୍ !

0

Get real time updates directly on you device, subscribe now.

ଏଵେ ଦୈନିକ ତାପମାତ୍ରା ବୃଦ୍ଧି ପାଉଛି|ଆଜି ମୁଁ ଆପଣଙ୍କୁ ଏପରି ଏକ ଭଲ ଅଫର ବିଷୟରେ ବତାଇବାକୁ ଯାଉଛି ଯେଉଁଥିରେ ଆପଣଙ୍କୁ ୧୫୦୦ ଟଙ୍କାରେ ଏକ ଗଜବ ପୋର୍ଟେବଲ ଏୟାର କୁଲର କିଣିପାରିବେ|ଏହି କୁଲରକୁ ଆପଣ ଯେଉଁ ସ୍ଥାନକୁ ଚାହିଁବେ ନେଇ ପାରିବେ,ଏହାକୁ ଯେତେ ସମୟ ଚାହିଁବେ ବ୍ୟବହାର କରିପାରିବେ କାରଣ ଏହା ବିଜୁଳିରେ ଚଳିବ ନାହିଁ|

LACCO Mini Portable Air Cooler Fan କୁ ଫ୍ଲିପକାର୍ଟରେ ବିକ୍ରି କରାଯାଉଛି|ଯେପରି ଏହାର ନାମ ଏହାକୁ ସବୁ ଜାଗାକୁ ନେଇ ପାରିବେ ଓ ବ୍ୟବହାର କରିପାରିବେ|ଏହା ହାଇ,ଲୋ,ମିଡିୟମ ତିନି ମୋଡ ସହ ଆସେ ଓ ଆପଣଙ୍କ କୋଠରୀକୁ ମିନିଟ ଥଣ୍ଡା କରିଦେବ|

ଏହାକୁ ବିନା ବିଜୁଳିରେ ବ୍ୟବହାର କରି ପାରିବେ|ଏହାକୁ LACCO Mini Portable Air Cooler Fan ଏଥିରେ ୟୁସବି ପୋର୍ଟ ଦିଆଯାଇଛି ଯାହାକୁ ଫୋନ,ଲାପଟପରେ ଚଳାଇପାରିବେ|ଏଥିରେ ୯୦% ବିଜୁଳି ଵଞ୍ଚାଇ ପାରିବେ|

ଏଥିରେ ଆପଣ ପାଣି ବା ବରଫ ଦିଆଯାଏ ଫଳରେ ଥଣ୍ଡା ପବନ ଦିଆଯାଏ|ଥରେ ଏହାକୁ ୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ|

LACCO Mini Portable Air Cooler Fan କୁ ଆପଣ ୨ ହଜାରରୁ କମ ଟଙ୍କାରେ କିଣି ପାରିବେ|ଏମିତିରେ ଏହାର ମୂଲ୍ୟ ୨,୫୯୯ ଟଙ୍କା କିନ୍ତୁ ଫ୍ଲିପକାର୍ଟରେ ୩୮% ଡିସ୍କାଉଣ୍ଟ ପରେ ୧୫୯୯ ଟଙ୍କାରେ କିଣି ପାରିବେ|

ଫ୍ଲିପକାର୍ଟ ଏକ୍ସିସ ବ୍ୟାଙ୍କ କ୍ରେଡିଡ କାର୍ଡ ବ୍ୟବହାର କରି ୫% ମିଳିବ|ଫଳରେ ଏହାର ମୂଲ୍ୟ ୧୫୧୯ ଟଙ୍କା ମିଳିବ|

Leave A Reply

Your email address will not be published.