ଘରେ ବିଧବା ବୋହୂକୁ ଏକୁଟିଆ ଦେଖି ସୈତାନ ସାଜିଲା ଶ୍ୱଶୁର,ଆଉ ତା ପରେ ଯାହା ଘଟିଲା,ତାହା ଅତ୍ୟନ୍ତ ଲଜ୍ୟାଜନକ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ। କିନ୍ତୁ ବର୍ତ୍ତମାନର କିଛି କଳିଯୁଗ ଶଶୁରଙ୍କ ନଜର ସର୍ବଦା ବୋହୂ ଉପରେ ରହିଥାଏ। ତେବେ ଏହା ସେତେବେଳେ ସମସ୍ତ ସୀମା ପାର କରିଥାଏ ଯେତେବେଳେ ବୋହୂ ସହ ଅଶ୍ଳୀଳ ବ୍ୟବହାର କରିବାକୁ ଲାଗେ। ତେବେ ଏହା ସହ ଜଡିତ ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଘଟଣାଟି ହରାୟାଣା ରେ ଘଟିଛି ବୋଲି ଜଣା ପଡ଼ିଛି।

ବିଧବା ବୋହୂ ସହ ଶଶୁର କଲା ଖରାପ ବ୍ୟବହାର:-

ଯେତେବେଳେ କୌଣସି ବିବାହିତା ମହିଳାର ସ୍ୱାମୀ ମରିଯାଏ ତେବେ ସେ ସ୍ୱାମୀ ପ୍ରାଣହାନି ଦୁଃଖରେ ଭାଙ୍ଗି ପଡିଥାଏ। ଏହାପରେ ସେ ଅନ୍ୟତ୍ର ବିବାହ କରିଥାଏ ନଚେତ ନିଜ ପିଲା ଛୁଆଙ୍କୁ ଧରି ଶାଶୁ ଶଶୁରଙ୍କ ପାଦ ତଳେ ସେମାନଙ୍କ ସେବା କରି ବାକି ଜୀବନ ଅତିବାହିତ କରିଦେଇଥାଏ। କିନ୍ତୁ ସଦର ଥାନା ଅଞ୍ଚଳରେ ଶଶୁର ବୋହୂ ସହ ଅଶ୍ଳୀଳ ବ୍ୟବହାର କରିଥିବା ଏକ ମାମଲା ସାମ୍ନାକୁ ଆସିଛି। ଦୁଇ ବର୍ଷ ତଳେ ବିବାହିତା ମହିଳାଙ୍କ ସ୍ୱାମୀ ମରି ଯାଇଥିଲେ। ତେବେ ତାଙ୍କର ଦୁଇ ସନ୍ତାନ ଥିବା କାରଣରୁ ସେ ଶଶୁର ଘରେ ଆଶ୍ରୟ ନେଇଥିଲେ। କିନ୍ତୁ ପୁଅର ମୃତ୍ୟୁ ପରଠାରୁ ବୋହୂ ଉପରେ ଖରାପ ନଜର ଶଶୁର ର ଥିଲା।

ତେବେ ମଉକା ପାଇ ୧୧ ଏପ୍ରିଲକୁ ଶଶୁର ବୋହୂ ସହ ଖରାପ କାମ କରିବା ପାଇଁ ପ୍ରୟାସ କରିଥିଲା। ତେବେ ବୋହୂ ପୋଲିସରେ ଅଭିଯୋଗ କରିଥିଲା ଯେ ୧୧ ଏପ୍ରିଲ ଦିପହର ସମୟରେ ଶଶୁର କାମ ଅଛି ବାହାନା କରି ବୋହୂର ରୁମ ଭିତରେ ପ୍ରବେଶ କରିଥିଲା। ଏହାପରେ ଶଶୁର ଭିତରେ ଥିବା ସୈତାନ ଜାଗ୍ରତ ହୋଇଥିଲା ଏବଂ ବୋହୂର ବ୍ୟକ୍ତିଗତ ଅଙ୍ଗରେ ହାତ ମାରିଥିଲା। ତେବେ ନିର୍ଯ୍ୟାତନା ସହି ନ ପାରି ବୋହୂ ଜୋରରେ ଚିତ୍କାର କରିଥିଲା ଏବଂ ଭୟରେ ଶଶୁର ରୁମ ଛାଡି ଚାଲି ଯାଇଥିଲା। ତେବେ ଏଭଳି ଘଟଣା ପୂର୍ବରୁ ଅନେକ ଥର ଘଟିଛି ବୋଲି ବୋହୂ ମଧ୍ୟ ଅଭିଯୋଗ କରିଛି।

ପୋଲିସର ସହଯୋଗ ଲୋଡିଲା ପୀଡିତା:-

ପୀଡିତା ସହ ଏଭଳି ଘଟଣା ଘଟିବା ପରେ ସଦର ଥାନା ନରବନ ପୋଲିସ ଷ୍ଟେସନରେ ପୀଡିତା ମହିଳା ଜଣକ ଶଶୁର ନାମରେ ଅଭିଯୋଗ ଦାଖଲ କଲେ। ଏହାପରେ ପୋଲିସ ନିର୍ଯାତନା ଦେବା ଏବଂ ଦୁଷ୍କର୍ମ କରିବାର ଧାରା ଲଗେଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି। ତେବେ ପୀଡିତା କରିଥିବା ଅଭିଯୋଗର ସମୀକ୍ଷା ପରେ ପଦକ୍ଷେପ ନେବ ବୋଲି ଜଣା ପଡ଼ିଛି।

ତେବେ ଏହି ଲଜ୍ୟାଜନକ ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ନିଆଁ ଭଳି ବ୍ୟାପିଚାଲିଛି। ବିଧବା ବୋହୂ ପ୍ରତି ଶଶୁର ଏଭଳି ବ୍ୟବହାର କୁ ଲୋକମାନେ ଛିଛାକର କରୁଛନ୍ତି। ବାପାର ଏଭଳି ବ୍ୟବହାର ଦେଖିବା ପରେ ସ୍ଵର୍ଗରେ ଥିବା ସ୍ୱାମୀକୁ ଶାନ୍ତି ମିଳୁ ନଥିବ।

Leave A Reply

Your email address will not be published.