ଛାତ ଉପରକୁ ଝାଡୁ କରିବାପାଇଁ ଯାଇଥିଲା ନୂଆଁବୋହୁ,କିନ୍ତୁ ନ ଆସିବାରୁ ଖୋଜାଖୋଜି କଲେ ଘର ଲୋକେ,କିନ୍ତୁ ତାପରେ ଯାହା ହେଲା,ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ରାଜସ୍ଥାନର ନାଗୌରରୁ ଏହି ମା-ମ-ଲା ସାମ୍ନାକୁ ଆସିଛି । ଏଠାରେ ସାମ୍ବରମଲ ସୋନି ନିଜ ଭାଇ ନଥମଲ ସୋନୀଙ୍କ ସହିତ ଜସବନ୍ତଗଢ଼ ଅଞ୍ଚଳରେ ବାପାମାଆଙ୍କ ସହିତ ରୁହନ୍ତି । ଦୁଇ ଭାଇ ଜ୍ୱେଲର୍ସ କାମ କରନ୍ତି । ସାମ୍ବରମଲ କହିଛନ୍ତି ଯେ ତାଙ୍କ ଭାଇ ନଥମଲଙ୍କର୍ କୌଣସି ଠାରେ ବି ବିବାହ ହୋଇପାରୁ ନଥିଲା । ବହୁତ ଖୋଜିବା ପରେ ମଧ୍ୟ କୌଣସି ଭଲ ଝିଅ ମିଳୁନଥିଲେ ।

ନଥମଲ ବିବାହ ପାଇଁ ବହୁତ୍ ଚିନ୍ତାରେ ରହୁଥିଲେ । ବୟସ ବଢିବା ସହିତ ତାଙ୍କର ବିବାହ ନ ହେବାର ଚିନ୍ତା ହେଉଥିଲା । ଏହା ମଧ୍ୟରେ ସେ ଠ-କମା-ନଙ୍କ ଚ-କ୍କ-ରରେ ଫସିଗଲେ । ତାଙ୍କ ପଡୋଶୀରେ ଫାରୁଖ ନାମକ ବ୍ୟକ୍ତି ରହୁଥିଲେ । ନଥମଲ ଫାରୁଖଙ୍କୁ ଭଲ ଭାବେ ଜାଣିଥିଲେ । ସେ ସେହି ପଡୋଶୀଙ୍କୁ ନିଜର ବିବାହ ହୋଇପାରୁ ନାହିଁ ବୋଲି କହିଥିଲେ ଏବଂ ଫାରୁଖ ତାଙ୍କୁ ସାହାଯ୍ୟ କରିବାକୁ କହିଲା ।

ଦୁଇ ଲକ୍ଷ ଟଙ୍କା ନେଲା ଏବଂ କରାଇଦେଲା ବିବାହ :-

ଫାରୁଖ ନଥମଲଙ୍କୁ କହିଲା ଯେ ତାର ଦୁଇଜଣ ଲୋକ ଚିହ୍ନା ଅଛନ୍ତି । ସେମାନେ ଦୁଣ୍ଡଲୋଦ ସିକର ବାସିନ୍ଦା ହସନ ଏବଂ ମହମ୍ମଦ ସଲିମ ଅଟନ୍ତି । ଦୁହେଁ ବିବାହ କରାଇବା କାମ କରିଥାନ୍ତି । କିନ୍ତୁ ସେମାନଙ୍କୁ ପଇସା ଦେବାକୁ ପଡିଥାଏ । ଏହା ବଦଳରେ ସେମାନେ କନ୍ୟା ଖୋଜି ଦିଅନ୍ତି । ନଥମଲ ଏ କଥାର ରାଜି ହୋଇଗଲା । ଫେବୃଆରୀ 13 ତାରିଖ ଦିନ ଫାରୁଖ ସେ ଦୁହିଁଙ୍କ ସହିତ ନଥମଲଙ୍କ ଦେଖା କରିଦେଲା

ଦୁଇ ଠ-କ ପୀ-ଡ଼ି-ତ ଯୁବକଙ୍କ ଠାରୁ 2 ଲକ୍ଷ ଟଙ୍କା ଡିମାଣ୍ଡ କଲେ । ସେମାନେ କହିଲେ ଯେ ପଇସା ଦେବାପରେ ସେମାନେ ଗୋଟିଏ ଭଲ ଝିଅ ସହିତ ତାଙ୍କର ବିବାହ କରିଦେବେ । ନଥମଲ ତାଙ୍କ କଥାରେ ଫ-ସିଗଲା ଏବଂ ସେ 2 ଲକ୍ଷ ଟଙ୍କା ସେ ଠ-କ ମାନଙ୍କୁ ଦେଇଦେଲେ । ଠ-କମାନେ ବିହାରର କାଜଲଙ୍କ ସହିତ ନଥମଲଙ୍କ ଦେଖା କରାଇଦେଲେ । ତାପରେ ଦୁହିଙ୍କ ବିବାହ ମଧ୍ୟ କରାଇଦେଲେ ।

ସାମ୍ନାକୁ ଆସିଲା କନ୍ୟାର ବଡ ସତ :-

ବିବାହ ସିନା ହୋଇଗଲା କିନ୍ତୁ କନ୍ୟାର ବାସ୍ତବତା ବିଷୟରେ ନଥମଲ୍ ଜାଣିନଥିଲା । ଆରମ୍ଭରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । କାଜଲ ଘର ଏବଂ ସ୍ୱାମୀର ସେବା କରୁଥିଲା । ତେବେ ଏକ ମାସ ପରେ ବୋହୂର ପ୍ରକୃତ ରୂପ ସାମ୍ନାକୁ ଆସିଗଲା । ଏହାପରେ ପୁରା ପରିବାର ଚିନ୍ତାରେ ପଡିଗଲେ ।

ବାସ୍ତବରେ ଦିନେ ବୋହୂ ଶାଶୂ ଏବଂ ସ୍ଵସୁରଙ୍କୁ ସକାଳେ ଚା ପିଇବାକୁ ଦେଲା । ଏହାପରେ ସେ କହିଲା ଯେ ଛାତ ବହୁତ୍ ଅସନା ହେଇ ପଡ଼ିଛି ତେଣୁ ସେ ଝାଡୁ କରିବାକୁ ଯାଉଛି । ଯେତେବେଳେ ସେ ବହୁତ୍ ସମୟ ଧରି ଫେରିଲା ନାହିଁ, ସେତେବେଳେ ସମସ୍ତେ ଖୋ-ଜିବାକୁ ଲାଗିଲେ । ଜଣାପଡ଼ିଲା ଯେ କାଜଲ ଛାତରୁ ଫା-ଶ ଦ୍ଵାରା ଫେ-ରା-ର ହୋଇଯାଇଛି ।

ଯେତେବେଳେ ରୁମକୁ ଦେଖାଗଲା, ସେତେବେଳେ ସୁନା, ରୁପା, ଟଙ୍କା ଏବଂ ଗହଣା ସବୁକିଛି ଗା-ଏ-ବ ଥିଲା । ସେହିପରି ବର୍ତ୍ତମାନ ଠ-କମାନେ 50 ହଜାର ଟଙ୍କା ଦେଲେ ବୋହୂକୁ ଫେରାଇ ଆଣିବେ ବୋଲି କହୁଛନ୍ତି । ବର୍ତ୍ତମାନ ନଥମଲ୍ ପୋ-ଲି-ସ ଠାରେ ମା-ମ-ଲା ରୁ-ଜ୍ଜୁ କରିଛନ୍ତି ।

Leave A Reply

Your email address will not be published.