ଅସାମୀ ଶିବଙ୍କ ପତ୍ନୀଙ୍କ ବଡ ଖୁଲାସା-ମୋତେ ଭିତରୁ କବାଟ ଦେଇ ସ୍ୱାମୀ ରଚିଲେ ଏମିତି କା-ଣ୍ଡ

0

Get real time updates directly on you device, subscribe now.

କଟକ ଜିଲ୍ଲାର ମା-ହା-ଙ୍ଗା କୁସୁପୁର ଗାଁରେ ଘ-ଟିଥିବା ଗଣହ-ତ୍ୟା ମା-ମ-ଲା ବର୍ତ୍ତମାନ ସମଗ୍ର ରାଜ୍ୟରେ ଚର୍ଚ୍ଚା। ବଡ଼ ଭାଇ ଅଲେଖ ସାହୁଙ୍କ ସମେତ ତାଙ୍କର ପରିବାରକୁ ନି-ପା-ତ କରିଦେଲା ସାନ ଭାଇ ଶିବ ସାହୁ। ଏପରି ବୀ-ଭ-ତ୍ସ କା-ଣ୍ଡ ଘଟାଇ ଶିବ ସାହୁ ବର୍ତ୍ତମାନ ବାଲିଚନ୍ଦ୍ରପୁର ଥା-ନାରେ ଆ-ତ୍ମସ-ମର୍ପଣ କରିଛନ୍ତି। ଏହି ସମୟରେ ତାଙ୍କର ପତ୍ନୀ ସୁନୀତା ମୁହଁ ଖୋଲିଛନ୍ତି।

ସୁନୀତାଙ୍କ କହିବା ଅନୁସାରେ, ବଡ଼ ଭାଇଙ୍କୁ ଶିବ ଘର ଚାବି ମାଗିଥିବା ସମୟରେ ସେ ନ ଦେବାରୁ ଉଭୟଙ୍କ ମଧ୍ୟରେ କ-ଳ-ହ ଆରମ୍ଭ ହୋଇଥିଲା। ପରେ ବଡ଼ ଭାଇ ଓ ତାଙ୍କର ପରିବାର ଲୋକ ଶିବଙ୍କୁ ଆକ୍ର-ମଣ କରିଥିଲେ। ଏହାପରେ ଶିବ ଘରକୁ ପଳାଇ ଆସିଥିଲେ। ଏହାର କିଛି ସମୟ ପରେ ଶୌଚ ହେବାକୁ ଯାଉଛି କହି ସେ ବାହାରକୁ ଯାଇଥିଲେ। ହେଲେ ସେ ବାହରପଟୁ କବାଟକୁ ବନ୍ଦ କରି ଦେଇ ବଡ଼ଭାଇ ଅଲେଖଙ୍କ ଘରକୁ ଯାଇଥିଲେ।

ସେଠାରେ ଉଭୟ ପକ୍ଷ ମଧ୍ୟରେ ପୁଣିଥରେ ଗ-ଣ୍ଡଗୋ-ଳ ହୋଇଥିଲା। ପାଟିତୁଣ୍ଡ ଶୁଣି କବାଟ ଫିଟାଇବାକୁ ସୁନୀତା କାକୁତିମିନତି ହୋଇଥିଲେ ମଧ୍ୟ ସେତେବେଳେ କେହି ଶୁଣିନଥିଲେ। ଦେଢଶୁରଙ୍କ ପରିବାରର ସମସ୍ତଙ୍କୁ ହ-ତ୍ୟା ପରେ ଶିବ କବାଟ ଖୋଲିଥିଲେ। ଏହାପରେ ପଳା, ନଚେତ ତୋତେ ବି ମା-ରିଦେ-ବି ବୋଲି ଶିବ କହିଥିଲେ ବୋଲି ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପତ୍ନୀ ସୁନୀତା କହିଛନ୍ତି। ହୁଏତ କବାଟ ଖୋଲାଥିଲେ, ସ୍ୱାମୀଙ୍କୁ ହ-ତ୍ୟାକା-ରୀ ସାଜିବାକୁ ଦେଇନଥାନ୍ତେ, ଏତେ ବଡ଼ ଅଘ-ଟଣକୁ ରୋକିଦେଇପାରିଥାନ୍ତେ ବୋଲି କୋହଭରା କଣ୍ଠରେ ସୁନୀତା କହିଛନ୍ତି।

ଜଣଙ୍କ ପରେ ଜଣେ ଦେଢଶୁରଙ୍କ ପରିବାରର ସମୁଦାୟ ୫ ଜଣଙ୍କୁ ହ-ତ୍ୟା କରିବାରେ ଶିବଙ୍କୁ ଆଉ କିଏ ସହଯୋଗ କରିଥିଲେକି ପ୍ରଶ୍ନର ଉତ୍ତରରେ ସେ ଏକା ହିଁ ଏହି ନରସଂ-ହାର ଘଟାଇଥିବା କଥା ସୁନୀତା କହିଛନ୍ତି। ତାଙ୍କ କହିବା ଅନୁସାରେ, ଦେଢଶୁରଙ୍କ ପରିବାର ସହିତ ତାଙ୍କର ସମ୍ପର୍କ ଭଲନଥିଲା। ସେମାନେ ଦୀର୍ଘ ବର୍ଷ ହେଲା ତାଙ୍କୁ ହଇ-ରାଣ କରୁଥିଲେ। ଏପରି କି ଗାଁରେ ନିଜ ଘର ଥାଇ ମଧ୍ୟ ଶିବ ଏକ ଭଡ଼ା ଘର ନେଇଥିଲେ। ଦୀର୍ଘ ବର୍ଷ ହେଲା ସମ୍ପର୍କ ମଧ୍ୟରେ ତି-କ୍ତ-ତା ଭରି ରହିଥିବା ସମୟରେ ପୁଞ୍ଜିଭୂତ ଅସନ୍ତୋଷ ଗ-ଣହ-ତ୍ୟାର ରୂପ ନେଇଥିବା ଚର୍ଚ୍ଚା ହେଉଛି।

ପାରିବାରିକ କଳହ କାରଣରୁ ଏହି ହ-ତ୍ୟାକା-ଣ୍ଡ ଘଟିଥିଲେ ମଧ୍ୟ ପ୍ରକୃତ କାରଣ କଣ ହୋଇଥାଇପାରେ ଏହା ପଛରେ କେବଳ ଶିବ ନା ଆଉ କାହାର ହାତ ଅଛି ତାହାକୁ ନେଇ ନାନା ଚର୍ଚ୍ଚା ହେଉଅଛି। ପୋ-ଷ୍ଟମ-ର୍ଟମ ରି-ପୋ-ର୍ଟ ଆସିବା ପରେ ରହସ୍ୟ ଉପରୁ ବର୍ତ୍ତମାନ ପରଦା ଉଠିବ। ଏହା ପରେ ଶିବଙ୍କ ପତ୍ନୀ ସୁନୀତା କବାଟ ଭିତରେ ବନ୍ଦ ଥିବା ସମୟରେ ସେ ମଧ୍ୟ ଚି-ତ୍କା-ର କରୁଥିବା କ୍ୟାମେରା ସମ୍ମୁଖରେ କହିଛନ୍ତି। ତାଙ୍କର ପାଟି ଶୁଣି ମଧ୍ୟ କିପରି ଆଖପାଖର କେହିବି ଘଟ-ଣାସ୍ଥ-ଳକୁ ଆସିଲେଣି।

ଗାଁ ଭିତରେ ଚାରିପଟେ ଲୋକ ଗହଳି ଥିବା ସମୟରେ କିପରି ଏହି ଗ-ଣହ-ତ୍ୟା ଘ-ଟିଗଲା, ଜଣଙ୍କ ପରେ ଜଣେ କରି ୫ ଜଣଙ୍କୁ ମା-ରିଦେଲେ ଏକୁଟିଅ ଶିବ, କେହି କିପରି ଟେର ପାଇଲେନି ତାହା ବୁଝା ପଡ଼ୁ ନାହିଁ। ଏପରି ନରସଂହାର ଘଟା-ଇଥି-ବା ଶିବ ଗତକାଲି ସକାଳେ ଗାଁରେ ବୁଲୁଥିବା ଲୋକ ଦେଖିଥିବା ସମୟରେ ତାଙ୍କର ଭିଡିଓ ଭାଇରାଲ ହେବା ପରେ ହିଁ କଥା ଗାଁରେ ପ୍ର-ଘଟ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଘଟ-ଣାକୁ ରହସ୍ୟାବୃତ୍ତ କରୁଥିବା ସମୟରେ ଘଟ-ଣାକୁ ସହଜରେ ବିଶ୍ୱାସ କରିବା ସମ୍ଭବପର ହେଉନାହିଁ।

ସେପଟେ ଭାଇରୁ ଭଗାରୀ ହୋଇ ରକ୍ତର ହୋଲି ଖେଳିଥିବା ହ-ତ୍ୟାକା-ରୀ ଶିବ ସାହୁଙ୍କୁର ଆଜି ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ପୋ-ଲି-ସ କରିପାରେ। ପାରିବାରିକ କଳ-ହକୁ କେନ୍ଦ୍ର କରି ର-କ୍ତର ସମ୍ପର୍କ ଭୁଲି ର-କ୍ତ ବୁହାଇଥିବା ଶିବ ନିଜର ସ୍ୱିକାରୋକ୍ତିରେ ମାନିଛିକି, ଆ-ଇ-ନ୍ ଯାହା ଶାସ୍ତି ଦେବ ତାକୁ ସେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ। ଭାଇ-ଭାଉଜ, ପୁତୁରା-ଝିଆରୀଙ୍କୁ ନି-ର୍ମ-ମ ହ-ତ୍ୟା କରିଥିବା ଶିବକୁ କି ଦୃ-ଷ୍ଟା-ନ୍ତମୂ-ଳକ ଶାସ୍ତି ମିଳୁଛି ତାକୁ ହିଁ ସମସ୍ତଙ୍କର ଅପେକ୍ଷା।

ତେବେ ଜଣେ ବ୍ୟକ୍ତି ୫ ଜଣଙ୍କୁ ହ-ତ୍ୟା କରିବା ଘଟ-ଣାକୁ ବର୍ତ୍ତମାନ ବିଶ୍ୱାସ କରି ହେଉନି ବୋଲି କହିଛନ୍ତି ମୃ-ତ ଅଲେଖଙ୍କ ଶାଶୁ ଓ ପରିବାର ସଦସ୍ୟ କହିଛନ୍ତି। ସେମାନଙ୍କ କହିବା ଅନୁସାରେ, ଜମିଜମା ବିବାଦ ସହିତ ଏକ ରେ-ପ୍ କେ-ସ୍‌କୁ ନେଇ ମତାନ୍ତର ଥିଲା। ଏହି ଘଟ-ଣାର ସିବିଆଇ ତ-ଦ-ନ୍ତ ଦାବି କରିଛନ୍ତି ଅଲେଖଙ୍କ ଶ୍ୱଶୁର ଘର ଲୋକ। ସିବିଆଇ ତ-ଦ-ନ୍ତ ହେଲେ ସମସ୍ତ ସତ୍ୟ ପଦାକୁ ଆସିବ ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତି ସନ୍ଧ୍ୟାଙ୍କ ହ-ତ୍ୟା ପରେ ସ୍ତବ୍ଧ ହୋଇଯାଇଛି ସମ୍ପୂର୍ଣ୍ଣ ଗାଁ । କିପରି ଜଣେ ବ୍ୟକ୍ତି ଏତେ ବଡ଼ କା-ଣ୍ଡ ଘଟାଇପାରିଲା ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅଲେଖଙ୍କ ଘରକୁ ସିଲ୍‌ କରିଦେଇଛି ପୁ-ଲି-ସ୍‌।

Leave A Reply

Your email address will not be published.