ସ୍ୱାମୀର ଇଏ କେମିତିକା ରୂପ ? ସ୍ତ୍ରୀର ମୃ-ତ୍ୟୁ ପରେ ଯୌତୁକ ହ-ତ୍ୟାର କେ-ସ ହେବାରୁ ଜଳୁଥିବା ଜୁଇକୁ ଡେଇଁ ପଡିଲା ସ୍ୱାମୀ,ଜାଣନ୍ତୁ ପୁରା ଘ-ଟ-ଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ମହୋବାରୁ ଗୋଟିଏ ବହୁତ୍ ଆଶ୍ଚ-ର୍ଯ୍ୟଜ-ନକ ଘ-ଟଣା ସାମ୍ନାକୁ ଆସିଛି । ଏଠାରେ ଯୌ-ତୁ-କ ହ-ତ୍ୟାର ଅଭି-ଯୁକ୍ତ ସ୍ବାମୀ ନିଜ ସ୍ତ୍ରୀର ଜ-ଳୁଥିବା ଚିତାକୁ ଡେଇଁପଡିଲା । ଏହି ସ୍ବାମୀ ଉପରେ ନିଜ ସ୍ତ୍ରୀକୁ ଯୌ-ତୁ-କ ପାଇଁ ନିର୍ଯା-ତନା ଦେବା ଏବଂ ଯୌ-ତୁ-କ ମାଗିବାର ଅଭି-ଯୋଗ ରହିଛି । ଚାଲନ୍ତୁ ଜାଣିବା ପ୍ରକୃତରେ ପୁରା ମା-ମ-ଲାଟି କଣ ରହିଛି ।

ମହୋବାର ଜୈତପୁରର ମା-ମ-ଲା :-

ମହୋବା ଜିଲ୍ଲାର ଜୈତପୁର ଅଞ୍ଚଳରୁ ଏହି ମା-ମ-ଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବିବାହିତା କଥିତ ଭାବେ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି । ଯାହା ପରେ ସ୍ବାମୀ ଅ-ନ୍ତି-ମ ସଂ-ସ୍କା-ର ସମୟରେ ସ୍ତ୍ରୀର ଜ-ଳୁଥିବା ଜୁ-ଇରେ ଡେଇଁ ଜୀବନ ଦେବାକୁ ଚେଷ୍ଟା କଲା । ତେବେ ଘଟ-ଣାସ୍ଥ-ଳରେ ଉପସ୍ଥିତ ଲୋକମାନେ ତାକୁ ଠିକ୍ ସମୟରେ ବାହାରକୁ ଟାଣିନେଲା ଏବଂ ତାକୁ କେବଳ ଛୋଟ ଆ-ଘା-ତ ଲାଗିଛି । ଘଟ-ଣାର ସୂଚନା ମିଳିବା ମାତ୍ରେ ହିଁ ପୋ-ଲି-ସ ମଧ୍ୟ ଘଟ-ଣାସ୍ଥ-ଳରେ ପହଞ୍ଚିଗଲା ଏବଂ ତାକୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

ସ୍ବାମୀ ଉପରେ ଗମ୍ଭୀର ଆ-ରୋ-ପ :-

ସୂଚନା ଅନୁଯାୟୀ, ବୃଜେସ କୁସବାହାଙ୍କର 2016 ମସିହାରେ 23 ବର୍ଷୀୟ ଉମାଙ୍କ ସହିତ ବିବାହ ହୋଇଥିଲା । ଗୁରୁବାର ଦିନ ରାତିରେ ଉମାଙ୍କ ଶ-ବ ବେଡ଼ରୁମର ଚଟାଣରୁ ମିଳିଥିଲା । ତାଙ୍କ ବେକରେ ଓଢ଼ଣିର ଫା-ଶ ଲାଗିଥିଲା ।ବାପଘର ଲୋକେ ନିଜ ଝିଅ ଉମାର ସ୍ବାମୀ ବୃଜେସଙ୍କ ଉପରେ ଗମ୍ଭୀର ଆ-ରୋ-ପ ଲଗାଇଲେ ଏବଂ ତାଙ୍କ ବି-ରୋ-ଧରେ ଯୌ-ତୁ-କ ହ-ତ୍ୟାର ଅଭି-ଯୋଗ କଲେ ।

ମୃ-ତ ଉମାଙ୍କ ମା ତେଜ କୁମ୍ଭର ପୋ-ଲି-ସ ଠାରେ ଅଭି-ଯୋଗ କରି ଆ-ରୋ-ପ ଲଗାଇଛନ୍ତି ଯେ ପ୍ରାୟ ଏକ ସପ୍ତାହ ପୂର୍ବରୁ ତାର ଶାଶୂଘର ଲୋକେ ପଇସା ଡିମାଣ୍ଡ କରି ତାଙ୍କ ଝିଅ ସହିତ ମା-ରପି-ଟ କରିଥିଲେ । ଏହାପରେ ସେ ସମ୍ପର୍କୀୟଙ୍କ ଠାରୁ 70 ହଜାର ଟଙ୍କା ସଂଗ୍ରହ କରି ନିଜ ଜ୍ବାଇଁ ବୃଜେସଙ୍କୁ ଦେଇଥିଲେ । ସେହିପରି ବୃଜେସ ଯୌ-ତୁ-କ ଲୋଭରେ ନିଜ ସ୍ତ୍ରୀର ହ-ତ୍ୟା କରିବାର ଆ-ରୋ-ପକୁ ମିଛ ବୋଲି କହୁଛି

ଏହି ମା-ମ-ଲାରେ କୁଲପହାଡ଼ ଥା-ନାର ନାୟବ ତହସିଲଦାର ପଙ୍କଜ ଗୌତମ ପରିବାରର ଲୋକଙ୍କ ବୟାନ ପଞ୍ଜିକରଣ କରିଛି ଏବଂ ଶ-ବକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇ ଦେଇଛି । ପୋ-ଲି-ସ ବର୍ତ୍ତମାନ ଯାଞ୍ଚ ଜା-ରି ରଖିଛି । ପୋ-ଲି-ସ ଅନୁଯାୟୀ ଶୀଘ୍ର ଏହି କଥା ଖୁଲାସା ହେଇଯିବ ଯେ ଅଭି-ଯୁକ୍ତ ସ୍ବାମୀ ନାଟକ କରି ମିଛ କହୁଛି କି ସତ କହୁଛି ।

Leave A Reply

Your email address will not be published.