ବିଧବା ଖୁଡ଼ିକୁ ହୋଇଥିଲା ଏଡ଼ସ, ଆଉ ନାବାଳକ ପୁତୁରାକୁ ନେଇଗଲେ ନିଜ ଗାଁକୁ ଏବଂ ଜାଣିଶୁଣି ରଖିଲେ ଶା-ରୀ-ରି-କ ସ-ମ୍ପ-ର୍କ,ଆଉ ତା ପରେ ..ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରାଖଣ୍ଡରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏହି ଖବରକୁ ଜାଣିବାପରେ ଆପଣ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ ଯେ କଣ୍ କୌଣସି ଖୁଡି ନିଜ ପୁତୁରା ସହିତ ମଧ୍ୟ ଏମିତି କରିପାରେ । ଖୁଡି ଏବଂ ପୁତୁରାଙ୍କ ସମ୍ପର୍କ ମା – ପୁଅ ଭଳି ହୋଇଥାଏ । ଏହାପରେ ମଧ୍ୟ ଏଡ଼ସ ପୀଡ଼ିତ ଖୁଡି ଯାହା କଲେ, ତାହା ବହୁତ୍ ଆଶ୍ଚର୍ଯ୍ୟଜନକ ଅଟେ ।

ରୁଦ୍ରପୁରରୁ ସାମ୍ନାକୁ ଆସିଲା ଏହି ଘଟଣା :-

ଏଡ଼ସ ସଂକ୍ରମିତ ଖୁଡିଙ୍କ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରାଖଣ୍ଡର ରୁଦ୍ରପୁର ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ଟ୍ରଞ୍ଜିଟ କ୍ୟାମ୍ପ ଥାନା ଅଞ୍ଚଳରେ 23 ବର୍ଷୀୟ ମହିଳା ରୁହନ୍ତି । ତାଙ୍କ ସ୍ୱାମୀକୁ କିଛି ସମୟ ପୂର୍ବରୁ ଏଡ଼ସ ହୋଇଯାଇଥିଲା । ରୋଗ ହେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଜଣାପଡ଼ିଲା ଯେ ମହିଳାଙ୍କୁ ମଧ୍ୟ ଏଡ଼ସ ସଂକ୍ରମଣ ହୋଇଯାଇଛି ।

ମହିଳାଙ୍କ ଦେଢ଼ସୁରଙ୍କ ପୁଅ ଜଣେ ନାବାଳକ ଅଟେ ଏବଂ ଯିଏକି ମହିଳାଙ୍କ ସହିତ ବହୁତ ମିଶୁଥିଲା । 15 ବର୍ଷର ନାବାଳକ ପୁତୁରାକୁ ଖୁଡି ନିଜ କଥାରେ ଫସାଇଦେଲେ । ପୁତୁରା ମଧ୍ୟ କମ ବୟସର ହୋଇଥିବା କାରଣରୁ ଖୁଡି କଥାରେ ଗଲା । ଏହାପରେ ସେ ପୁତୁରା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି କରିଦେଲା ।

ପୂରନପୂରରେ ଦୁହେଁ ରଖିଲେ ସମ୍ପର୍କ :-

ଖୁଡ଼ିର ଗାଁ ପିଲିଭିତର ପୂରନପୂର ଅଟେ । ସେ ପ୍ଲାନ୍ କଲେ ଏବଂ ନିଜ ପୁତୁରାକୁ ପ୍ରଥମେ ପୂରନପୂର ପଠାଇ ଦେଲେ । ଏହାପରେ ନିଜେ ମଧ୍ୟ ଗାଁକୁ ଚାଲିଗଲେ । ସେଠାରେ ସେ ପୁତୁରାକୁ ନିଜ କଥାରେ ରାଜି କରାଇ ଶାରୀରିକ ସଂପର୍କ ରଖିଲେ । ତେବେ ପିଲାଟିକୁ ଜଣାନଥିଲା ଯେ ତାର ଖୁଡି ଏଡ଼ସ ରୋଗରେ ଆକ୍ରାନ୍ତ । ତାପରେ ଯେତେବେଳେ ସେମାନେ ରୁଦ୍ରପୁର ଆସିଲେ, ସେତେବେଳେ ସେଠାରେ ମଧ୍ୟ ସମ୍ପର୍କ ରଖିଲେ ।

କିନ୍ତୁ ଖୁଡି ଭଲ ଭାବେ ଜାଣିଥିଲେ ଯେ ତାଙ୍କୁ ଏଡ଼ସ ହୋଇଛି । ଏହାପରେ ମଧ୍ୟ ସେ ପୁତୁରା ସହିତ ସମ୍ପର୍କ ରଖିଲେ । ପୁଅର ଘରଲୋକେ କହିଛନ୍ତି ଯେ ସେ ଜାଣିଶୁଣି ତାଙ୍କ ପୁଅକୁ ରୋଗରେ ସଂକ୍ରମିତ କରିବାପାଇଁ ଏମିତି କାମ କରିଛନ୍ତି । ସେମାନେ କହିଛନ୍ତି ଯେ ସେ ନିଜ ଖୁଡିକୁ ମଧ୍ୟ ଏଚଆଇଭି ପଜିଟିଭ କରିବାକୁ ଚାହୁଁଥିଲେ ।

ପୋଲିସ କଲା ଗିରଫ :-

ପ୍ରଥମେ ତ କେହି ବି ଜାଣିନଥିଲେ ଯେ ଖୁଡିଙ୍କୁ ମଧ୍ୟ ଏଡ଼ସ ହୋଇଛି । ତେବେ ପରେ ଯେତେବେଳେ ଘରଲୋକେ ଖୁଡି – ପୁତୁରାଙ୍କ ସମ୍ପର୍କ ବିଷୟରେ ଜାଣିଲେ, ସେତେବେଳେ ଖୁଡି ମଧ୍ୟ ଏଡ଼ସ ରୋଗରେ ପୀଡ଼ିତା ବୋଲି ଜଣାପଡ଼ିଲା । ଏହାପରେ ଘରେ ହଙ୍ଗାମା ହୋଇଗଲା । ପିଲାର ଘରଲୋକେ କହିଛନ୍ତି ଯେ ଖୁଡି ପୂରନପୂରରେ ପୁତୁରା ସହିତ ସମ୍ପର୍କ ରଖିଥିଲା ।

ଏହାପରେ ପୁରା ମାମଲା ପୋଲିସଠାରେ ପହଞ୍ଚିଲା । ଯାଞ୍ଚ କରିବାରୁ ପିଲାର ଘରଲୋକଙ୍କ କଥା ସତ ବୋଲି ଜଣାପଡ଼ିଲା । ଯେହେତୁ ପିଲାଟି ନାବାଳକ ଥିଲା, ଏହି କାରଣରୁ ପୋଲିସ ଖୁଡ଼ି ବିରୋଧରେ ପୋକସୋ ଆକ୍ଟ ଅଧୀନରେ ମାମଲା ରୁଜ୍ଜୁ କଲା । ପୋଲିସ ଖୁଡିଙ୍କୁ ଗିରଫ ମଧ୍ୟ କରିନେଇଛି । ବର୍ତ୍ତମାନ ପୁରା ମାମଲାକୁ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.