ନିଜ ଶାଳୀଙ୍କୁ ନେଇ ଘରୁ ଫେରାର ହୋଇଗଲେ ଭିଣେଇ, ବାସ୍ ତାଙ୍କର ଗୋଟେ ଭୁଲ ହିଁ ଖୋଲିଦେଲା ସବୁ ରାଜ୍

0

Get real time updates directly on you device, subscribe now.

ବନ୍ଧୁଗଣ ସେ କହନ୍ତି ନା ଯେ ପ୍ରେମ ଅନ୍ଧ ହୋଇଥାଏ ବୋଲି ଏବଂ ବର୍ତ୍ତମାନ ପ୍ରେମର ଏହିପରି ଏକ ମାମଲା ମଧ୍ୟପ୍ରଦେଶର ବିନା ଅଞ୍ଚଳରୁ ସାମ୍ନାକୁ ଆସୁଛି | ଏଠାରେ ଜଣେ ଭିଣେଇଙ୍କ ହୃଦୟ ତାଙ୍କ ନାବାଳିକା ଶାଳୀଙ୍କ ଉପରେ ଆସିଗଲା ଏବଂ ସେ ନିଜ ଶାଳୀକୁ ନେଇ ଫେରାର ହୋଇଗଲେ | 2 ବର୍ଷ ପରେ କିଛି ଏମିତି ହିଁ ସାଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ବିବାହ କିଛି ସମୟ ପୂର୍ବରୁହିଁ ବିନାରେ ରହୁଥିବା ଜଣେ ଯୁବତୀଙ୍କ ସହ ହୋଇଥିଲା | ସୂଚନାଯୋଗ୍ୟ ଯେ ଏହି ଯୁବତୀଙ୍କର ଏକ ସାନ ଭଉଣୀ ମଧ୍ୟ ଥିଲେ, ଯାହାଙ୍କର ପ୍ରତିଦିନ ତାଙ୍କ ଭଉଣୀଙ୍କ ଘରକୁ ଯିବା-ଆସିବା ହଉଥିଲା | ଏହି ସମୟରେ ଭିଣେଇଙ୍କର ନିଜ ଶାଳୀଙ୍କ ଉପରେ ହୃଦୟ ଆସିଗଲା ଏବଂ ଭିଣେଇ-ଶାଳୀ ନିଜର ଏହି ପ୍ରେମ ପ୍ରସଙ୍ଗ ପାଇଁ ଘରୁ ଫେରାର ହୋଇଗଲେ |

କିନ୍ତୁ ଏହି ପୁରା ମାମଲାରେ ଆଶ୍ଚର୍ଯ୍ୟ କରିବା ଭଳି କଥା ଏହା ଯେ ଯୁବକ ଜଣଙ୍କ ବହୁତ ଚାଲାକର ସହ ପ୍ରଥମେ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ତାଙ୍କ ବାପାଙ୍କ ଘଋକୁ ଛାଡିଦେଲେ ଏବଂ ଏହା ପରେ ନିଜ ଶାଳୀଙ୍କ ସହ ଫେରାର ହୋଇଗଲେ | ଯାହା ପରେ ଯୁବକଙ୍କ ଶଶୁର ଯୁବକଙ୍କ ବିରୁଧରେ ଥାନାରେ ଏଫେୟାର ଦର୍ଜ କରେଇଲେ | ଶାଳୀଙ୍କ ପ୍ରେମରେ ଭିଣେଇ ଏତେ ପାଗଳ ଥିଲେ ଯେ ପ୍ରତିଦିନ ନିଜ ଶାଳୀଙ୍କ ସହ ଭେଟ ହେବାପାଇଁ ନୂଆ ନୂଆ ବାହାନା ଖୋଜୁଥିଲେ | କିନ୍ତୁ ଏହାପରେ ଗୋଟେ ଦିନ ଏହି ଯୁବକ ଜଣଙ୍କ ଯୋଜନ କାଲେ ଏବଂ ନିଜ ସ୍ତ୍ରୀ ଆଉ ପିଲାଙ୍କୁ ନିଜ ଶଶୁର ଘରେ ନେଇ ଛାଡି ଆସିଲେ | ଯାହା ଦ୍ୱାରା ତାଙ୍କର ପ୍ରତିଦିନ ନିଜ ଶଶୁର ଘରକୁ ଯିବା ଆସିବ ଲାଗି ରହିଲା | ଆଉ ଏହି ବାହାନାରେ ସେ ନିଜ ଶାଳୀଙ୍କ ସହ ଦେଖା କରୁଥିଲେ |

ସୂଚନାଯୋଗ୍ୟ ଯେ କିଛି ହିଁ ସମୟ ପରେ ଭିଣେଇଙ୍କର ନିଜ ଶାଳୀଙ୍କ ସହ ଦେଖା କରିବାରେ ଅସୁବିଧା ହେବାକୁ ଲାଗିଲା ଯାହା ପରେ ସେ ଯୋଜନା ବନେଇଲେ ଏବଂ ନିଜ ଶାଳୀଙ୍କୁ ଘରୁ ନେଇ ଫେରାର ହୋଇଗଲେ | ନିଜ ଛୋଟ ଝିଅ ଏବଂ ଜୁଆଇଁ ଙ୍କର ଏକା ସହ ଘରୁ ଗାଏବ ହୋଇଯିବ କାରଣରୁ ପରିବାରରେ ଆସନ୍ତି ଖେଳିଗଲା ଯାହା ପରେ ଝିଅଙ୍କ ବାପା ଥାନାରେ ଯାଇକରି ନିଜ ଜୌଇଁଙ୍କ ବିରୁଦ୍ଧରେ ଅଭିଯୋଗ ଦର୍ଜ କରେଇଲେ |

ହୋଲିରେ ଘରକୁ ଆସିଥିଲା ଆରୋପି ପୋଲିସ କଲା ଗିରଫ :-

ସୂଚନା ପାଇଁ କହିରଖୁଛୁ ଯେ ଏହି ସମୟରେ ପୋଲିସ ଆରୋପିଙ୍କ ଉପରେ ଝିଅର ଅପହରଣର ମାମଲା ଦର୍ଜ କରିନେଲା ଏବଂ ଉଭୟଙ୍କୁ ବହୁ କ୍ଷିପ୍ର ଗତିରେ ପୁରା ଅଞ୍ଚଳରେ ଖୋଜିବା ଆରମ୍ଭ କରିଦେଲା | ଏହି ମଧ୍ୟରେ ପୋଲିସକୁ ଖବର ମିଳିଲା ଯେ ଆରୋପି ଇଦୌର ନିଜ ଶାଳୀ ସହିତ ନିଜ ଜୀବନ ବିତାଉଛନ୍ତି | ଏହାର ଅର୍ଥ ଏହା ଯେ ଏହି ସମୟରେ ଆରୋପି ଯୁବକ ହୋଲିର ଉତ୍ସବ ରେ ନିଜ ଘଋକୁ ଆସିଲା ଏବଂ ପୋଲିସକୁ ସୂଚନା ମିଳିବ ମାତ୍ରେ ହିଁ ଯୁବକଙ୍କୁ ଗିରଫ କରାଗଲା | କୁହାଯାଉଛି ଯେ ଏହି ଭିଣେଇ ଏବଂ ଶାଳୀ ପ୍ରାୟତଃ 3 ମାସ ପର୍ଯ୍ୟନ୍ତ ପରସ୍ପରଙ୍କ ସହ ରହିଥିଲେ |

ସୂଚନା ଯୋଗ୍ୟ ଯେ ଏହି ପୁରା ମାମଲା ଉପରେ କାର୍ଯ୍ୟକାରୀ କରି ପୋଲିସ ନାବାଳିକା ଝିଅକୁ ଉଦ୍ଧାର କଲା ଏବଂ ଯୁବକଙ୍କୁ ଗିରଫ କରିନେଲା | ନାବାଳିକା ଝିଅଟିର ମେଡିକାଲ ଟେଷ୍ଟ କରାଗଲା ଯାହା ପରେ ଆରୋପିଙ୍କୁ କୋର୍ଟରେ ପେଶ କରି ଜେଲରେ ପୂରେଇଦେଲେ | ସେହିଠାରେ ନାବାଳିକା ଝିଅଙ୍କୁ ତାଙ୍କ ଘର ଲୋକଙ୍କ ପାଖରେ ଛାଡିଦିଆଗଲା | ଏହି ପୁରା କାହାଣୀ ଶୁଣିବା ପରେ ବୁଝା ପଡୁଛି ଯେ କାହଁକି ଶେଷରେ ଲୋକ କୁହନ୍ତି କି ପ୍ରେମ ଅନ୍ଧ ହୋଇଥାଏ ଏବଂ ପ୍ରେମରେ ମଣିଷ ପାଗଳ ହୋଇଯାଏ |

Leave A Reply

Your email address will not be published.