Big Bachat Dhamaal Sale: ଏକ ହଜାର ଟଙ୍କାରୁ କମ ଦାମରେ କିଣନ୍ତୁ ଏହି 5ଟି ଜବରଦସ୍ତ ମୋବାଇଲ ! ଜାଣନ୍ତୁ ସମସ୍ତ ମୋବାଇଲ ବିଷୟରେ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

17,990 ଟଙ୍କାରେ ବିକ୍ରି ହେଉଥିବା Vivo Y21 ର ଏହି ମୋବାଇଲ ଫ୍ଲିପକାର୍ଟରେ 13,990 ଟଙ୍କାରେ ମିଳୁଛି। ଯଦି ଆପଣଙ୍କୁ ଏହି ଡ଼ିଲରେ ସମ୍ପୂର୍ଣ୍ଣ ରୂପରେ ଏକ୍ସଚେଞ୍ଜର ଭଲ ଅଫର ମିଳିଯାଏ ତାହେଲେ ଆପଣ ମାତ୍ର 990 ଟଙ୍କାରେ ଏହାକୁ ନେଇପାରିବେ।

Redmi Note 10T 5G:-

ରେଡ଼ମି ର ଏହି 5G ମୋବାଇଲ 16999 ଟଙ୍କା ପରିବର୍ତ୍ତେ ଫ୍ଲିପକାର୍ଟରେ 13999 ଟଙ୍କାରେ ଉପଲବ୍ଧ ହେଉଛି। ଯଦି ଆପଣ ଏହି ମୋବାଇଲରେ ଏକ୍ସଚେଞ୍ଜ ଅଫର ପାଉଛନ୍ତି ତାହେଲେ ଏହି Redmi Note 10T 5G ଆପଣଙ୍କୁ 999 ଟଙ୍କା ପଡ଼ିବ।

ସାମସାଙ୍ଗ ଗାଲାକ୍ସି A03:-

14999 ଟଙ୍କାର ଏହି ମୋବାଇଲକୁ ଫ୍ଲିପକାର୍ଟ ସେଲରେ 17% ଡିସ୍କାଉଣ୍ଟ ସହିତ 11,999 ଟଙ୍କାରେ ବିକ୍ରି ହେଉଛି। ଯଦି ଆପଣଙ୍କୁ ଏକ୍ସଚେଞ୍ଜ ଡ଼ିଲ ର ସମ୍ପୂର୍ଣ ଲାଭ ମିଳୁଛି ତାହେଲେ ଆପଣ ଏହି ମୋବାଇଲକୁ ମାତ୍ର 549 ଟଙ୍କା ଦେଇ କିଣିପାରିବେ।

POCO M3 ପ୍ରୋ 5G:-

ଏହି ମୋବାଇଲକୁ ଫ୍ଲିପକାର୍ଟରେ ଆପଣ 14999 ଟଙ୍କାରେ କିଣିପାରିବେ ଯେବେକି ଏହାର ଅସଲ ମୂଲ୍ୟ 15999 ଟଙ୍କା ଅଟେ। ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ ଜରିଆରେ ପେମେଣ୍ଟ କରିବା ଦ୍ୱାରା ଆପଣଙ୍କୁ 5% ଡିସ୍କାଉଣ୍ଟ ମିଳିଯିବ। ଯଦି ଆପଣଙ୍କୁ ଏକ୍ସଚେଞ୍ଜ ଅଫର ଲାଭ ମିଳିଯିବ ତାହେଲେ ଆପଣ 13000 ଟଙ୍କା ବଞ୍ଚାଇ ପାରିବେ। ଏହା ପରିବର୍ତ୍ତେ ଆପଣ 774 ଟଙ୍କାରେ ଏହି ମୋବାଇଲ କିଣିପାରିବେ।

OPPO A54:-

ଏହି ମୋବାଇଲକୁ 14990 ଟଙ୍କାରେ ବିକ୍ରି କରାଯାଉଛି କିନ୍ତୁ ଫ୍ଲିପକାର୍ଟ ସେଲରେ ଏହାକୁ 13990 ଟଙ୍କାରେ ବିକ୍ରି କରାଯାଉଛି। ନିଜର ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରି ଆପଣ 13 ହଜାର ଟଙ୍କା ବଞ୍ଚାଇ ପାରିବେ। ଏହାର ଲାଭ ଉଠାଇ ମାତ୍ର 990 ଟଙ୍କାରେ ଏହାକୁ କିଣିପାରିବେ।

Leave A Reply

Your email address will not be published.