ଏହି ଘରୋଇ ଉପାୟରେ କିଡନୀରୁ ଷ୍ଟୋନ ହାଟନ୍ତୁ ! ଜାଣନ୍ତୁ କିପରି କରିବେ ?

0

Get real time updates directly on you device, subscribe now.

କିଡନୀ ଶରୀରର ଆବଶ୍ୟକ ଅଙ୍ଗ ମଧ୍ୟରେ ଅନ୍ୟତମ|କିଡନୀ ଆମ ଶରୀରରୁ ଅଦରକାରୀ ତଥା ଅଶୁଦ୍ଧ ତରଳ ପଦାର୍ଥକୁ ବାହାର କରିବା ପାଇଁ ରକ୍ତକୁ ଛାଣିଥାଏ ଓ ଇଲେକ୍ଟ୍ରୋଲାଇଟର ସଠିକ ସ୍ତର ବଜାୟ ରଖିଥାଏ|ଏହା ମୁତ୍ରମାର୍ଗ ମାଧ୍ୟମରେ ଉନ୍ମୁଳନ ପାଇଁ ଆମର ମୂତ୍ରାଶୟରେ ବିଷାକ୍ତ ପଦାର୍ଥ ଓ ଅନାବଶ୍ୟକ ଜିନିଷକୁ ବାହାର କରେ |ଯଦିଓ କିଛି କାରଣରୁ ଆମର ଶରୀର ଏପରି କରିବା ପାଇଁ ଅସମର୍ଥ ଅଟେ ତେବେ କ୍ରିଷ୍ଟାଲ ଓ ଅସଂଶୋଧିତ ଖଣିଜ ବନିଥାଏ ଯାହାକୁ କିଡନୀ ପଥର ଭାବେ ଜଣାଯାଏ|ଯଦି ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଚିକିତ୍ସା କଲେ ଠିକ ହୋଇଥାଏ|ଆମର ଶରୀରରେ ପାଣିର କମ,ପରିଶ୍ରାରେ ଅତ୍ୟଧିକ ଅମ୍ଲ ବନିବା,ମୁତ୍ରମାର୍ଗ ଇନଫେକ୍ସନ ଆଦି କିଡନୀ ପଥୁରୀ ହେବାର କିଛି କାରଣ ରହିଛି|

କିଡନୀରେ ପଥୁରୀ ହେବାର ମୁଖ୍ୟ ତଥା ସବୁଠାରୁ ସାଧାରଣ କାରଣ ପାଣିର କମ |ଏଥିପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବାକୁ କୁହାଯାଏ|ଦୈନିକ ୮ ଗ୍ଲାସ ପାଣି ପିଇଲେ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଆସେ|ପାଣି ସେ ପଦାର୍ଥକୁ ପତଳା କରିଦିଏ ଫଳରେ ପଥୁରୀ ହୋଇଥାଏ|ଲେମ୍ବୁପାଣି ବା କମଳା ରସ ସାମିଲ କରିବା ସବୁଠାରୁ ଭଲ କାରଣ ଏହା ପଥର ଗଠନ ରୋକିବାରେ ସାହାଯ୍ୟ କରେ|

କୋଳଥ ଡାଲି ଯାହାକୁ ହର୍ସ ଗ୍ରାମ ମଧ୍ୟ କୁହାଯାଏ, ଆୟୁର୍ବେଦରେ ଭଲ ଭାବରେ ପରିଚିତ|ଏଥିରେ ପଲିଫେନଲ୍ସ, ପ୍ରୋଟିନ,ଆଇରନ, ଭିଟାମିନ ଵି କମ୍ପ୍ଲେକ୍ସ, କ୍ୟାଲସିୟମ ଇତ୍ୟାଦିରେ ପରିପୂର୍ଣ୍ଣ|ଏହା୍ ମୁତ୍ରବର୍ଧକ ପ୍ରବୃତ୍ତି ପଥୁରୀର ଚିକିତ୍ସା ପାଇଁ ମାନାଯାଏ|ପ୍ରାକୃତିକ ଜଡ଼ିବୁଟି ଓ ଘରୋଇ ଉପଚାରରେ ସେବନ କଲେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ|ଏହି ଡାଲିରେ ପ୍ରସ୍ତୁତ ସୁପ ପଥୁରୀ‌ ରୋଗ ପାଇଁ ଏକ ପ୍ରାକୃତିକ ଉପଚାର ଭାବେ ମାନାଯାଏ|ଏହା ନା କେବଳ ପଥୁରୀକୁ ହ୍ରାସ କରେ ଏହା ସହ ଆଉଥରେ ହେବାକୁ ମଧ୍ୟ ରୋକିଥାଏ|

Leave A Reply

Your email address will not be published.