ଇଏ ହେଉଛନ୍ତି ଦେଶର ସବୁଠାରୁ ଛୋଟ ଓକିଲ, ଦିନଥିଲା ଉଚ୍ଚତା ପାଇଁ ଉଡାଉଥିଲେ ମଜାକ୍,ଆଜି ସମସ୍ତେ ତାଙ୍କୁ କରୁଛନ୍ତି ସଲାମ ! ଜାଣନ୍ତୁ ତାଙ୍କ ବିଷୟରେ କିଛି

0

Get real time updates directly on you device, subscribe now.

ଆପଣମାନେ ଏହି ଗୀତ ଶୁଣିଥିବେ ,”କାହାକୁ କୈାଣସି ଜିନିଷ ସହଜରେ ମିଳେନାହିଁ… କିନ୍ତୁ କିଛି ଲୋକ ଏପରି ଯେ ନିଜର ପରିଶ୍ରମ ବଳରେ ସଫଳତା ହାସଲ କରି ସ୍ୱପ୍ନ ପୂରଣ କରିଥାନ୍ତି|ଏଭଳି କିଛି କାହାଣୀ ପଞ୍ଜାବରାଜ୍ୟର ଜଳନ୍ଧର ସହରର କୋର୍ଟରେ ଓକିଲ ହରବିନ୍ଦର କୈର |ସେ ରୁଵି ନାମରେ ପରିଚିତ ଓ ଲୋକପ୍ରିୟ|ସେ ତାଙ୍କ ଜୀବନରେ ଆସିଥିବା ସମସ୍ତ ବା-ଧାବି-ଘ୍ନ ଅତିକ୍ରମ କରି ସଫଳତା ପାଇଛନ୍ତି ଓ ଅଲଗା ବ୍ୟକ୍ତିତ୍ଵ ସୃଷ୍ଟି କରିଛନ୍ତି|ଚାଲନ୍ତୁ ସେ ସମ୍ପର୍କରେ ଜାଣିବା

ସୂଚନାଯୋଗ୍ୟ ଯେ ୨୪ ବର୍ଷିୟା ହରବିନ୍ଦରକୁ ସଫଳତା ମା-ମ-ଲାରେ କାହାଠାରୁ ପଛରେ ନାହାନ୍ତି କିନ୍ତୁ ତାଙ୍କ ଉଚ୍ଚତା କମ ହେବା କାରଣରୁ ଲୋକମାନେ ତାଙ୍କୁ କମେଣ୍ଟ କରୁଥିଲେ|ତାଙ୍କ ଉଚ୍ଚତା ୩ ଫୁଟ ୧୧ ଇଞ୍ଚ ଅଟେ କିନ୍ତୁ ସେ ଉଚ୍ଚତାକୁ ସଫଳତାରେ ଯୋଡି ନଥିଲେ|ସେ ଭାରତର ସବୁଠାରୁ ଛୋଟ ଆଡଭୋକେଟ ଅଟନ୍ତି|ଆଜି ସେ ନା କେବଳ ନ୍ୟା-ୟ ଦେବାପାଇଁ କୋର୍ଟରେ ଲ-ଢ଼ୁଛନ୍ତି ଏହା ସହ ତାଙ୍କର ଭଳି ଲୋକଙ୍କ ପ୍ରେରଣା ପାଲଟିଛନ୍ତି|

ମିଡିଆ ରିପୋର୍ଟ ଅନୁସାରେ ରୁବିଙ୍କ ସ୍ୱପ୍ନ ଏୟାର ହଷ୍ଟ୍ରେସ ବନିବା‌ ପାଇଁ ଥିଲା କିନ୍ତୁ କମ ଉଚ୍ଚତା ଯୋଗୁଁ ତାହା ସାକାର ହୋଇ ପାରିଲା ନାହିଁ|ଏକ ଇଣ୍ଟରଭ୍ୟୁ ସମୟରେ ସେ ଏହି କଥାର ଖୁଲାସା କରିଥିଲେ|ଯେତେବେଳେ ତାଙ୍କ ଉଚ୍ଚତା ବଢୁନଥିଲା ପରିବାର ସଦସ୍ୟ ତାଙ୍କୁ ଡାକ୍ତରଙ୍କ ପାଖରେ ଦେଖାଇଲେ ମେଡିଟେସନ ,ଯୋଗ କରାଇଲେ କିନ୍ତୁ କିଛି ପ୍ରଭାବ ପଡିଲା ନାହିଁ|ସେ ଏଥିପାଇଁ ବହୁ ପ୍ରୟାସ କରିଥିଲେ କିନ୍ତୁ ଲୋକମାନେ ମଜାକ ଉଡାଇଥିଲେ|ଫଳରେ ତାଙ୍କୁ ଆ-ତ୍ମହ-ତ୍ୟା କରିବା ବି-ଚା-ର ମଧ୍ୟ ଆସିଥିଲା|

ସେ ଏୟାରହଷ୍ଟ୍ରେସ ବନିବା ସ୍ୱପ୍ନ ଛାଡିଦେଲେ କିନ୍ତୁ ବ୍ୟକ୍ତିତ୍ଵ ବନାଇବା ପାଇଁ ପଛଘୁଞ୍ଚା ଦେଲେ ନାହିଁ|ଦ୍ୱାଦଶ ପଢ଼ିସାରି ସେ ଲ ରେ ପଢ଼ାପଢ଼ି କଲେ ଫଳରେ ସେ ଆଜି ଆଡଭୋକେଟ ଭାବେ କାର୍ଯ୍ୟ କରୁଛନ୍ତି|କିନ୍ତୁ ଏଵେ ତାଙ୍କ ସ୍ୱପ୍ନ ଜଜ୍ ବନିବା ପାଇଁ ରହିଛି ତେଣୁ ସେ ଦିନରାତି ପରିଶ୍ରମ କରୁଛନ୍ତି|

ଏବେ ସେ ଜଳନ୍ଧର କୋର୍ଟରେ ଆଡଭୋକେଟ ଭାବେ କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା|ଲୋକମାନେ ତାଙ୍କର ମଜାକ ଉଡାଉଥିଲେ ଓ ଛୋଟ ଛୁଆ କମେଣ୍ଟ କରୁଥିଲେ|ବହୁବାର କୋର୍ଟ ରୁମରେ ମଧ୍ୟ ରିଡର ତାଙ୍କୁ କହିଲା ଯେ ଛୁଆକୁ ଓକିଲ ଡ୍ରେସ୍ ପିନ୍ଧାଇ କ’ଣ ପାଇଁ ଆଣିଛନ୍ତି|ଏହାପରେ ତାଙ୍କ ଓକିଲ ସାଥିଙ୍କୁ କହିବାକୁ ପଡିଲା ଯେ ସେ ଜଣେ ଆଡଭୋକେଟ ଅଟନ୍ତି|ସେ ଓକିଲ ସହ ମୋଟିଭେସନାଲ ସ୍ପିକର ଅଟନ୍ତି|

Leave A Reply

Your email address will not be published.