କରୋନାର ଚତୁର୍ଥ ଭ୍ୟାରିଏଣ୍ଟକୁ ନେଇ ହୋଇଯାଆନ୍ତୁ ଆଲର୍ଟ, ଫୁସଫୁସ ସହିତ ଏହି ଅଙ୍ଗକୁ ଆକ୍ରମଣ କରିଥାଏ BA.2 ଭ୍ୟାରିଏଣ୍ଟ !

0

Get real time updates directly on you device, subscribe now.

କରୋନା ଭାଇରସ ର ଆତଙ୍କ ହୁଏତ ଶେଷ ହୋଇଯାଇଛି କିନ୍ତୁ ଏହାର ନୂଆ ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ବଢ଼ାଉଛନ୍ତି। ଓମିକ୍ରନ ପରେ ଏହାର ସବ ଭ୍ୟାରିଏଣ୍ଟ BA.2 ଆତଙ୍କ ବଢାଇବା ଆରମ୍ଭ କରିଦେଇଛି। ଏସିଆ ଓ ୟୁରୋପର ଅନେକ ଦେଶରେ କରୋନାର ଏହି ଭ୍ୟାରିଏଣ୍ଟ ଯେଉଁଭଳି ଭାବରେ ଆତଙ୍କ ଖେଳାଇଛି ଏହାକୁ ଦେଖି ଲାଗୁଛି କ, ବହୁତ ଜଲଦି ଚତୁର୍ଥ ଲହର ଆସୁଛି। ଜଣାଇଦେଉଛୁ କି, ଏହାକୁ ନେଇ ବିଶେଷଜ୍ଞ ଭିନ୍ନ ଭିନ୍ନ ପ୍ରକାରରେ ନିଜର ମତ ରଖୁଛନ୍ତି। ରିପୋର୍ଟ ମୁତାବିକ ଏହି ଭ୍ୟାରିଏଣ୍ଟ ଫୁସଫୁସ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ଆକ୍ରମଣ କରିପାରେ।

ସବ ଭ୍ୟାରିଏଣ୍ଟ BA.2 ଆଶଙ୍କା ପେଟକୁ କରିବ ଆକ୍ରମଣ:-

ବିଶେଷଜ୍ଞଙ୍କ ମୁତାବିକ, ଓମିକ୍ରନ ର ସବଭ୍ୟାରିଏଣ୍ଟ BA.2 ଫୁସଫୁସ ବ୍ୟତୀତ ପେଟ ଉପରେ ପ୍ରଭାବ ପକାଇବ ଯାହାଦ୍ୱାରା ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ମିଳିବ। ଏହି ପ୍ରକାରର ସମସ୍ୟା ପାଇଁ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ଓ ଡ଼କ୍ଟରଙ୍କ ପରାମର୍ଶ ନେବାକୁ ପଡ଼ିବ।

ମାଂସପେଶୀରେ ଥକାପଣ ମଧ୍ୟ BA.2 ର ବଡ଼ ଲକ୍ଷଣ:-

ବିଶେଷଜ୍ଞଙ୍କ ମୁତାବିକ ଯଦି ଆପଣଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ କୌଣସି ପ୍ରକାରର ଆସିବିଧା ପରିଲକ୍ଷିତ ହେଉଛି ଏହାକୁ ନଜର ଅନ୍ଦାଜ କରିବା ଉଚିତ ନୁହେଁ। କୁହାଯାଉଛି ଏହି ସବ ଭ୍ୟାରିଏଣ୍ଟରେ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଛି। ଭାଇରସ ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ ପ୍ରବେଶ କରି ଯାଇଥାଏ। 2ଟି ବହୁତ ବଡ଼ ଲକ୍ଷଣ ମଧ୍ୟ ରହିଛି। ବିଶେଷଜ୍ଞ ଚତୁର୍ଥ ଲହର ପୂର୍ବରୁ ସମସ୍ତଙ୍କୁ ସଚେତନ କରାଇ ଦେଇଛନ୍ତି।

Leave A Reply

Your email address will not be published.