“ଶା-ରି-ରୀ-କ ସମ୍ବନ୍ଧ ବନାଏ ନାହିଁ ସ୍ୱାମୀ,ଚାଚି(ଖୁଡି) ସହ ରହିଛି ଖରାପ ସମ୍ପର୍କ”, ରାଗରେ ଥାନାରେ ପହଞ୍ଚିଲେ ପତ୍ନୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହିତ ଜୀବନ ସେତେବେଳେ ଖରାପ ହୋଇଯାଏ ଯେତେବେଳେ କୈାଣସି ତୃତୀୟ ବ୍ୟକ୍ତି ପ୍ରବେଶ କରେ|ବିଶ୍ୱାସ ଭାଙ୍ଗିଯାଏ|ଏପରି କିଛି ହୋଇଛି ବିହାରର ଜଣେ ମହିଳାଙ୍କ କ୍ଷେତ୍ରରେ ଯାହା ପତିଙ୍କ ଅବୈଧ ସମ୍ପର୍କ ରହିଛି|ସେ ପତ୍ନୀଙ୍କୁ ଚାହେଁ ନାହିଁ ଓ ରହିବାକୁ ପ୍ରସ୍ତୁତ ନାହିଁ|

ପତିଙ୍କ ପୋଲ ଖୋଲିବାକୁ ମହିଳା ଥାନାରେ ପହଞ୍ଚି ଯାଇଥିଲେ|ପୋଲିସ ସାମ୍ନାରେ ପତିର ସମସ୍ତ ବୃତ୍ତାନ୍ତ ଖୋଲି ଦେଲା|ଅ-ବୈ-ଧ ସମ୍ପର୍କର ଏହି ଘଟଣା ଜାଣି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲେ|ମହିଳା ମଧ୍ୟ କହିଲା ୟେ ତା ସ୍ୱାମୀ ଚାଚୀ ପଛରେ ପଡ଼ିଯାଇଛି|

ଏହି ଅବୈଧ ସମ୍ପର୍କର ଘଟଣା ବିହାରର ନାଳନ୍ଦାରୁ ଆସିଛି|ଜଣେ ମହିଳା ଶୁକ୍ରବାର ଦିନ ସିଲାବେ ଥାନାରେ ପହଞ୍ଚି ପତି ସହ ହଇରାଣ କଥା କହିଥିଲେ|ପୋଲିସ ଯେତେବେଳେ ମାମଲା ସମ୍ପର୍କରେ ପଚାରିଲା ସେ ଯେତେବେଳେ ପତି ସମ୍ପର୍କରେ କହିଲା ପୋ-ଲି-ସ ଆଶ୍ଚର୍ଯ୍ୟ ହୋଇଗଲେ|

ସେ କହିଲା ଯେ ତା ସ୍ୱାମୀ ଦିଲ୍ଲୀରେ ଚାକିରି କରେ|ସେ ଯେତେବେଳେ ଘରକୁ ଆସେ ତା ପାଖରେ ରହେ ନାହିଁ|ଦୁହିଁଙ୍କ ମଧ୍ୟରେ ଅଢେଇ ବର୍ଷ ହେଲାଣି ଶା-ରି-ରୀ-କ ସମ୍ପର୍କ ମଧ୍ୟ ନାହିଁ| ପିଡିତା କହିଛନ୍ତି ଯେ ଚାଚୀ ସହ ଅ-ବୈ-ଧ ସମ୍ପର୍କ ରହିଛି|

ମହିଳା କହିଛନ୍ତି ଦିଲ୍ଲୀରେ ଯେଉଁ ଆୟ ହୋଇଥାଏ ତାର ଗୋଟିଏ ଟଙ୍କା ଘରକୁ ଦିଏ ନାହିଁ|ସମସ୍ତ ଟଙ୍କା ଚାଚୀକୁ ପଠେଇ ଦେଇଥାଏ|ପିଡିତା କହିଛନ୍ତି ସେ ଗାଁ କୁ ଆସିଲେ ଚାଚି ସହ ଲାଗି ରହିଥାଏ|ଘର ପରିବାର ସହ କୈାଣସି ସମ୍ପର୍କ ନାହିଁ|ପିଡିତା ମଧ୍ୟ କହିଛନ୍ତି ଯେ ସେ ଚାଚୀକୁ ବିବାହ କରିବାକୁ ଯାଉଛି|

ପତ୍ନୀ କହିଛନ୍ତି ଯେ ଅ-ବୈ-ଧ ସମ୍ପର୍କକୁ ନେଇ ଯେତେବେଳେ ସେ କହେ ତାକୁ ମାରପିଟ କରାଯାଏ|ଝିଅର ବାପା ଜୋଇଁକୁ କହିଲା|ସେ କହିଛନ୍ତି ଅଢେଇ ବରରଷ ପୂର୍ବରୁ ଦୁହିଁଙ୍କ ବିବାହ ହୋଇଥିଲା|ବିବାହ ପରେ ଦୁହେଁ ଅଲଗା ଅଲଗା କୋଠରୀରେ ରହିବାକୁ ଲାଗିଲେ|ପତି ପତ୍ନୀ ଉପରେ କୈାଣସି ଧ୍ୟାନ ଦେଇନଥିଲେ|

ଏତିକି ନୁହେଁ ପୁଅର ବାପା ମଧ୍ୟ ବୋହୁର ସାଥ ଦେଇଛନ୍ତି|ସେ ମଧ୍ୟ ଏହି ଅବୈଧ ସମ୍ପର୍କ ବିଷୟରେ କହିଛନ୍ତି|ସେ କହିଛନ୍ତି ଚାଚି ସହ ପୁଅର ଅବୈଧ ସମ୍ପର୍କ ରହିଛି|ଏଥିପାଇଁ ପତ୍ନୀ ସହ ରହିବାକୁ ଚାହୁଁନାହିଁ|ସେ ଚାଚିର ସମସ୍ତ ଖର୍ଚ୍ଚ ବହନ କରେ|

ପୋଲିସ ମାମଲା ଶୁଣି ଉଭୟ ପକ୍ଷକୁ ଥାନାକୁ ଡକାଇଲେ|ଚାଚି ଆସିବାକୁ ମନାକଲା କିନ୍ତୁ ଯୁଵକ ଆସିଲା|ଏସ୍ଓ ପବନ କୁମାର ଉଭୟଙ୍କୁ ବୁଝେଇଲା|ପୋଲିସ କହିବାନୁଯାୟୀ ବୁଝାଇବା ପରେ ସେ ଚାଚି ସହ ସମସ୍ତ ସମ୍ପର୍କ ଛିନ୍ନ କରି ପତ୍ନୀ ସହ ରହିବାକୁ ପ୍ରସ୍ତୁତ|ଝିଅ ପକ୍ଷରୁ ଗୋଟିଏ ଆବେଦନ ମଧ୍ୟ ଦିଆଯାଇଥିଲା|

Leave A Reply

Your email address will not be published.