SBI ଦେଉଛି ଜବରଦସ୍ତ ସୁଯୋଗ, ଏହି ଡକ୍ୟୁମେଣ୍ଟସ୍‌ ଡିପୋଜିଟ କରି ମାସକୁ ପାଆନ୍ତୁ ୮୦ ହଜାର ଟଙ୍କା !

0

Get real time updates directly on you device, subscribe now.

ଆପଣ ଯଦି ବ୍ୟାଙ୍କରୁ ଟଙ୍କା ଆୟ କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ଯୋଜନାର ଲାଭ ଉଠାନ୍ତୁ। ଷ୍ଟେଟ ବ୍ୟାଙ୍କର ଏହି ସ୍କିମରେ ବ୍ୟାଙ୍କ ଆପଣଙ୍କୁ ମାସକୁ ୮୦ ହଜାର ଟଙ୍କା ଲେଖାଏଁ ଦେବ। ଯଦି ଆପଣ କୌଣସି ପ୍ରକାର ଚାକିରି କରନାହାନ୍ତି କିମ୍ବା ଚାକିରି ସହିତ କୌଣସି ଏକ୍ସଟ୍ରା ଆୟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ଅପସନକୁ ବାଛି ପାରିବେ।

ଯଦି ଆପଣ ନିଜର ଚାକିରି ସହିତ ଏକ୍ସଟ୍ରା ଆୟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏକ ଭଲ ସୁଯୋଗ ଦେଉଛି। ଏଠି ଆପଣ ନିଜର ଏଟିଏମକୁ ଏହାର ମାଧ୍ୟମ ମଧ୍ୟ କରିପାରିବେ। ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଫ୍ରାଞ୍ଚାଇଜି ଦ୍ୱାରା ଆପଣ ମୋଟା ଅଙ୍କର ଟଙ୍କା ଆୟ କରିପାରିବେ। ବର୍ତ୍ତମାନ ଏହି ଯୋଜନାର ଲାଭ କିପରି ଉଠାଇବେ ଜାଣନ୍ତୁ।

ଯଦି ଆପଣ ମଧ୍ୟ ଘରେ ବସି ଅତି ସହଜରେ ଟଙ୍କା ରୋଜଗାର କରିବା ପାଇଁ ଚାହୁଁଛନ୍ତି ତେବେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏକ ଭଲ ବିକଳ୍ପ ନେଇଆସିଛି। ଆପଣଙ୍କୁ ଏହି ପ୍ରୋସେସରେ ୮୦-୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆୟ କରିପାରିବେ। ସବୁଠାରୁ ବଡ଼ କଥା ହେଉଛିକି ଏହା ସୁରକ୍ଷିତ ଅଟେ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଫ୍ରାଞ୍ଚାଇଜି ଗ୍ରାହକମାନଙ୍କ ପାଇଁ ବଡ଼ ଓ ଭଲ ସୁଯୋଗ ନେଇ ଆସିଛି। ସର୍ବଭାରତୀୟ ସ୍ତରର ଭରସାଯୋଗ୍ୟ ଏହି ବ୍ୟାଙ୍କର ଏହି ବିଜନେସ ଲୋକମାନଙ୍କର ଆର୍ଥିକ କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ସାହାଯ୍ୟ କରିପାରିବ। ତେବେ କୌଣସି ବ୍ୟାଙ୍କର ଏଟିଏମ ବ୍ୟାଙ୍କ ତରଫରୁ ନୁହେଁ ବରଂ ଏଥିପାଇଁ ଭିନ୍ନ ଭିନ୍ନ କମ୍ପାନୀ ଥାଏ। ବ୍ୟାଙ୍କ ତରଫରୁ ଏହାର କଣ୍ଟାକ୍ଟ ଦିଆଯାଇଥାଏ। ଯାହା ପରେ ଭିନ୍ନ ଭିନ୍ନ ସ୍ଥାନରେ ଏଟିଏମ ଲଗାଇବାର କାମ କରିଥାଏ।

ତେବେ ଆସନ୍ତୁ ଜାଣିବା ଆପଣ କିଭଳି ଭାବରେ ଏଟିଏମର ଫ୍ରାଞ୍ଚାଇଜିରୁ ଟଙ୍କା ଆୟ କରିପାରିବେ:-

– ଏସବିଆଇ ଏଟିଏମର ଫ୍ରାଞ୍ଚାଇଜି ପାଇଁ କେବଳ ୫୦-୮୦ ସ୍କୋୟାରଫୁଟର ସ୍ଥାନ ରହିଥିବା ଜରୁରୀ।

– ଅନ୍ୟ ଏଟିଏମରୁ ଏହାର ଦୂରତା ମାତ୍ର ୧୦୦ ମିଟର ରହିବା ଜରୁରୀ।

– ଏହି ସ୍ଥାନ ସ୍ପେସ ଗ୍ରାଉଣ୍ଡ ଫ୍ଲୋର ଏବଂ ଗୁଡ ଭିଜିବିଲିଟି ହୋଇଥିବା ମଧ୍ୟ ଆବଶ୍ୟକ।

– ୨୪ ଘଣ୍ଟା ପାଓ୍ଵାର ସପ୍ଲାଏ ହେଉଥିବା ଜରୁରୀ।

– ଏହାବ୍ୟତୀତ ୧ କିଲୋଓ୍ଵାଟର ବିଜୁଳି କନେକସନ ଥିବା ଅନିବାର୍ଯ୍ୟ ଅଟେ।

– ଏଟିଏମରୁ ଦୈନିକ ପାଖାପାଖି ୩୦୦ ଟାଞ୍ଜାକସନ ହେଉଥିବା ଜରୁରୀ।

– ବି-ସେଟ ଲଗାଇବା ପାଇଁ ସୋସାଇଟି କିମ୍ବା ଅଥରିଟିଠୁ ନୋ ଅବଜେକସନର ସାର୍ଟିଫିକେଟ ମଧ୍ୟ ଆବଶ୍ୟକ।

ଏଥିପାଇଁ ଜରୁରୀ କାଗଜପତ୍ର:-

– ଆଇଡି ପ୍ରୁଫ ଭାବରେ ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ

– ଆଡ୍ରେସ ପ୍ରୁଫ ଭାବରେ ରାସନ କାର୍ଡ, ଇଲେକଟ୍ରିକ ବିଲ୍‌

– ବ୍ୟାଙ୍କ ଆକାଉଣ୍ଟ ଓ ପାସବୁକର ଜେରକ୍ସ

– ଫଟୋଗ୍ରାଫ, ଇ-ମେଲ ଆଇଡି, ଫୋନ ନମ୍ବର

– ଅନ୍ୟ ଡକ୍ୟୁମେଣ୍ଟସ୍‌

– ଜିଏସଟି ନମ୍ବର

– ଫାଇନାସିଆଲ ଡକ୍ୟୁମେଣ୍ଟସ

ଏସବିଆଇ ଏଟିଏମର ଫ୍ରାଞ୍ଚାଇଜି ଦେଉଥିବା କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଅନଲାଇନରେ ଆବେଦନ କରିପାରିବେ। ଭାରତରେ ଏହି ଏଟିଏମ ଲଗାଇବାର କଣ୍ଟାକ୍ଟ tata indicash(www.indicash.co.in), muthoot atm (www.muthootatm.com/ suggest-atm.html ) ଓ india one atm (india1atm.in/rent-your-space) ନିକଟରେ ଅଛି।

Tata indicash ସବୁଠାରୁ ପୁରୁଣା କମ୍ପାନୀ ଅଟେ। ଏହା ୨ଲକ୍ଷ ଟଙ୍କାର ସିକ୍ୟୁରିଟି ଡିପୋଜିଟ ଦେଇଥାଏ। ଯାହାକୁ ଆପଣ ରିଫଣ୍ଡ ମଧ୍ୟ କରିପାରିବେ। ପ୍ରତିଟି ଟାଞ୍ଜାକସନରେ ୮ ଟଙ୍କା ମିଳୁଥିବା ସମୟରେ ନନ- କ୍ୟାସ ଟାଞ୍ଜାକସନରେ ଆପଣଙ୍କୁ ୨ ଟଙ୍କା ଲେଖାଏଁ ମିଳେ। ତେଣୁ ଯଦି ଆପଣଙ୍କୁ ଦୈନିକ ୫୦୦ଟଙ୍କା ଲେଖାଏଁ ଟାଞ୍ଜାକସନ ହେଲେ ଆପଣଙ୍କୁ ମାସିକ ୮୦-୯୦ ହଜାର ଟଙ୍କା କମାଇପାରିବେ।

Leave A Reply

Your email address will not be published.