ଆଖପାଖରେ ଆଉ ବୁଲିବେ ନାହିଁ ମଶା, ନେଇଆସନ୍ତୁ ମଶା ଧରୁଥିବା LED lamps, ମୂଲ୍ୟ 700 ଟଙ୍କାରୁ କମ୍

0

Get real time updates directly on you device, subscribe now.

ଗରମ ଆରମ୍ଭ ହେବା ମାତ୍ରେ ହିଁ ମଶାମାନଙ୍କର ପ୍ରକୋପ ଆରମ୍ଭ ହୋଇଯାଏ । ତେବେ ମଶାମାନଙ୍କର ଲଗାତାର ବୁଲିବା ଏବଂ କାମୁଡିବା ଠାରୁ ଆଉ ଅଧିକ କଷ୍ଟ କିଛି ବି ହୋଇନପାରେ । କଣ ଆପଣ ନିଜ ରୁମକୁ ମଶାମାନଙ୍କ ଠାରୁ ମୁକ୍ତ ରଖିବାକୁ ଚାହୁଁଛନ୍ତି, ତେବେ ଏହା କଷ୍ଟକର ନୁହେଁ । ଆଜିକାଲି ବଜାରକୁ ମଶା ଧରୁଥିବା ଏଲଇଡି ଲ୍ୟାମ୍ପ ଆସି ଗଲାଣି । ଏହି ଲ୍ୟାମ୍ପ ଲାଇଟ୍ ସୋର୍ସ ମାଧ୍ୟମରେ ମଶାମାନଙ୍କୁ ଆକର୍ଷିତ କରେ ଏବଂ ତାପରେ ସେମାନଙ୍କୁ ଫସାଇ ମାରିଦିଏ । ଆପଣଙ୍କୁ ଲାଗୁଥିବ ଯେ ୟାର ମୂଲ୍ୟ ଅଧିକ ହୋଇଥିବ, କିନ୍ତୁ ଏପରି ନୁହେଁ । ଆପଣ ଏହାକୁ 700 ଟଙ୍କାରୁ କମ୍ ମୂଲ୍ୟରେ ଅନଲାଇନ୍ କିଣିପାରିବେ ।

Zemic International Electronic LED Mosquito Killer :-

Zemic International Electronic LED Mosquito Killer ମଶାମାନଙ୍କୁ ମାରିବାର ଗୋଟିଏ ସହଜ ଉପାୟ ହୋଇପାରେ । ମଶାମାନଙ୍କୁ ଧରୁଥିବା ଏହି ଏଲଇଡି ଲ୍ୟାମ୍ପ କନପ୍ୟାକ୍ଟ ଏବଂ ହାଲକା ଅଟେ । ଏହା କମ ଶବ୍ଦ ଏବଂ ବିକିରଣ ସୃଷ୍ଟି କରିଥାଏ । ଏହାର ଅର୍ଥ ହେଉଛି ଯେ ଏହା ବ୍ୟବହାର ଦୃଷ୍ଟିରୁ ସୁରକ୍ଷିତ ଅଟେ ।

ଏହି 360- ଡିଗ୍ରୀ ମସ୍କିଟୋ କିଲର 1,200mAh ର ବ୍ୟାଟେରୀ ସହିତ ଆସିଥାଏ, ଯାହା ଏହି ଡିଭାଇସକୁ କୌଣସି ଅସୁବିଧା ବିନା 8 ଘଣ୍ଟା ପର୍ଯ୍ୟନ୍ତ ପାୱାର ଦେବାକୁ ସକ୍ଷମ ଅଟେ । ଯଦି ଚାର୍ଜ ସରିଯାଏ, ତେବେ ୟୁଏସବି ଟାଇପ- ଏ ପୋର୍ଟ କିମ୍ବା ପାୱାର ବ୍ୟାଙ୍କ୍ ସାହାଯ୍ୟରେ ମଧ୍ୟ ଏହାକୁ ଚାର୍ଜ କରିପାରିବେ । ଚାର୍ଜ କରିବାପାଇଁ ୟୁଏସବି କେବୁଲ ବ୍ୟବହାର କରିପାରିବେ ।

ଏହାର ଲମ୍ବା ବ୍ୟାଟେରୀ ଲାଇଫ, କମ୍ପ୍ୟାକ୍ଟ ଏବଂ ଲାଇଟଭେଟ ଡିଜାଇନ୍ ଏହାକୁ ଘର ଏବଂ କ୍ୟାମ୍ପିଂ ପାଇଁ ଆଦର୍ଶ ବିକଳ୍ପ କରିଥାଏ । ବର୍ତ୍ତମାନ ଏହାକୁ ଅନଲାଇନରେ 664 ଟଙ୍କା ମୂଲ୍ୟରେ କିଣିପାରିବେ ।

COROID International LED Mosquito Killer :-

ଯଦି ଆପଣ ଗୋଟିଏ ମଶା ଧରୁଥିବା LED ଲ୍ୟାମ୍ପ ଖୋଜୁଛନ୍ତି, ଯାହା କୌଣସି ଶବ୍ଦ ନ କରି ମଶାମାନଙ୍କୁ ମାରିଥାଏ, ତେବେ ଆପଣ ଏହାକୁ ମଧ୍ୟ ଟ୍ରାଇ କରିପାରିବେ । ଏହି ମଶା ଧରୁଥିବା LED ଲ୍ୟାମ୍ପରେ ଟ୍ରିପଲ ଆଣ୍ଟୀ- ଏସ୍କେପ ଡିଜାଇନ୍ ଅଛି, ଯାହା ମଶାମାନଙ୍କୁ ଆକର୍ଷିତ କରେ ।

ତାପରେ ସେମାନଙ୍କୁ funnel-shaped design ରେ ଫସାଇଥାଏ । ତାପରେ ସେମାନଙ୍କୁ ମାରିଦିଏ । ସବୁ ମରିଯାଇଥିବା ମଶା ତଳେ ଥିବା ଟ୍ରେରେ ଜମା

Leave A Reply

Your email address will not be published.