ସୁହାଗରାତି ରେ ପତ୍ନୀ ନିଜର ପତିଙ୍କୁ କହିଦେଲେ ଏକ ବଡ଼ ସତକଥା, ଏହାପରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି, ଜାଣନ୍ତୁ କେଉଁ କଥା ସେ କହିଲେ କେଉଁ କଥା ସେ କହିଲେ

0

Get real time updates directly on you device, subscribe now.

ରାଜସ୍ଥାନରୁ ଏକ ଚମକାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ପରିବାରର ବୁଝାମଣାରେ ବିବାହ କାର୍ଯ୍ୟ ହୋଇଥିଲା। ବିବାହ ମଧ୍ୟ ସୁରୁଖୁରୁରେ ହୋଇଥିଲା ଓ ବର ମଧ୍ୟ ଏକ ଉଜ୍ବଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲା। ବିବାହ ପରେ ସୁହାଗରାତି ବନାଇବା ପାଇଁ ମଧ୍ୟ ବର ଆସିଥିଲା। ରୁମ ଭିତରେ ପହଞ୍ଚିବା ପରେ ନୂଆ କନ୍ୟା ନିଜ ପତିଙ୍କୁ ଏମିତି ସତକଥା କହିଦେଲେ ଯାହାକୁ ଶୁଣି ବର ପାଦତଳୁ ମାଟି ଖସି ଯାଇଥିଲା।

ଜୟପୁରର ଅଟେ ସମ୍ପୂର୍ଣ୍ଣ ମାମଲା:-

ରାଜସ୍ଥାନର ଜୟପୁରରୁ ଏହି ହଇରାଣ କରି ଦେବାପରି ଘଟଣା ସାମ୍ନାକୁ ଆସିଛି। ଏଠାରେ ନଭେମ୍ବର 17 ତାରିଖ ବର୍ଷ 2021 ରେ ଯୁବକ ଓ ଜଣେ ଯୁବତୀଙ୍କ ବିବାହ ହୋଇଥିଲା। ଉଭୟଙ୍କ ବିବାହ ପରିବାର ଲୋକଙ୍କ ଇଛାରେ ହୋଇଥିଲା। ସମସ୍ତ ବୈବାହିକ ବିଧି ମଧ୍ୟ ସମ୍ପନ୍ନ ହୋଇଥିଲା। ବିବାହ ପରେ ଯେତେବେଳେ ବର ନିଜର ନୂଆ କନ୍ୟା ପାଖରେ ପହଞ୍ଚିଥିଲା ସେତେବେଳେ ସେ ବେହୋସ ହୋଇଯାଇଥିଲା।

କନ୍ୟା ବରଙ୍କୁ ତାଙ୍କ ପାଖକୁ ଆସିବାକୁ ଦେଇନଥିଲେ। ଯେତେବେଳେ ସେ ପାଖକୁ ଗଲେ ସେତେବେଳେ କନ୍ୟା ତାଙ୍କୁ ଗେଟ ଆଉଟ କହି ବାହାରକୁ ବାହାରି ଯିବାପାଇଁ କହିଥିଲେ। ଯୁବକକୁ କିଛି ଜଣାପଡିନଥିଲା ଓ ସେ ହଇରାଣ ହୋଇ ଯେତେବେଳେ ପଚାରିଲା ରାଗିବାର କାରଣ କଣ ? ସେତେବେଳେ କନ୍ୟା ଜଣକ ସବୁ ସତକଥା କହିଦେଲେ।

ଯୁବତୀ ଜଣକ ନିଜ ପତିଙ୍କୁ କହିଲା ମୁଁ ତୁମ ସହିତ ନୁହେଁ ଅଶୋକ ନାମକ ଜଣେ ଯୁବକକୁ ଭଲ ପାଇଛି ଓ ତାଙ୍କ ସହିତ ସାରା ଜୀବନ ରହିବାକୁ ଚାହୁଁଛି। ଯୁବକ ବିବାହର କାରଣ ପଚାରିବାରୁ ଯୁବତୀ ଜଣକ କହିଥିଲେ ଏହା ଘର ଲୋକଙ୍କ ଇଛା ଥିଲା। କିନ୍ତୁ ମୁଁ ଅଶୋକ ସହିତ ରହିବାକୁ ଚାହୁଁଛି।

ସେହିପରି ଅନ୍ୟ ପଟରେ ବର ଯୁବତୀର ପରିବାରକୁ ଏହିକଥା ବିଷୟରେ କହିଥିଲେ। କିନ୍ତୁ ପରିବାର ଲୋକେ ତାଙ୍କୁ ଆଖି ଦେଖାଇଦେଲେ। ଏହାପରେ ଯୁବକ ଜଣକ ନିଜ ପତ୍ନୀର ପ୍ରେମିକ ଅଶୋକଙ୍କୁ ଯାଇ ଏହିକଥା ବୁଝାଇଥିଲେ।

ପ୍ରେମିକ ଦେଲେ ଜୀବନରୁ ମାରିଦେବାର ଧମକ:-

ପୀଡିତ ଯୁବକ ଯୁବତୀର ପ୍ରେମୀ ଅଶୋକକୁ ବୁଝାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଜବାବରେ ଅଶୋକ ଯୁବକକୁ ମାରି ଦେବାପାଇଁ ଧମକ ଦେଇଥିଲା। କହିଥିଲା କି, ସେ ଯେମିତି କୌଣସି ପ୍ରକାରର ସମ୍ବନ୍ଧ ପତ୍ନୀଙ୍କ ସହିତ ନବନାଉ ଓ ଟାଣ ଠାରୁ ଦୂରେଇ ରହୁ। ପତ୍ନୀଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ପତ୍ନୀ ମଧ୍ୟ ଏଥିରେ ନାରାଜ ହୋଇଗଲେ।

ଅନ୍ୟ ପଟରେ ପତ୍ନୀ ମିଛ ମାମଲାରେ ଫସାଇବାକୁ ଧମକ ଦେଲେ। ଏଥିପାଇଁ ଯୁବକ ଜଣକ ପୋଲିସ ଥାନାରେ ନିଜ ପତ୍ନୀ ଓ ପ୍ରେମିକ ବିପକ୍ଷରେ ମାମଲା ରୁଜୁ କରି କହିଥିଲେ, ପ୍ରେମୀ ଅଶୋକ ତାଙ୍କୁ କେବେବି ହତ୍ୟା କରିପାରେ। ଏହାପରେ ପୋଲିସ ଏହି ମାମଲାକୁ ବହୁତ ଗୁରୁତର ସହିତ ନେଇ ଯାଞ୍ଚ କରୁଛି।

Leave A Reply

Your email address will not be published.