ଷ୍ଟଣ୍ଟ ଚକ୍କରରେ ଅନେକ ଫୁଟ୍ ଉଚ୍ଚରୁ ତଳକୁ ଗଳିଗଲେ ବ୍ୟକ୍ତି ଜଣକ,ଭିଡ଼ିଓ ଦେଖିଲେ ଆପଣଙ୍କ ରୁମ ଟାଙ୍କୁରୀ ଯିବ !

0

Get real time updates directly on you device, subscribe now.

Dangerous Stunt Video: ଆପଣ ଷ୍ଟଣ୍ଟର ଅନେକ ଗୁଡିଏ ଭିଡ଼ିଓ ଦେଖିଥିବେ । ଷ୍ଟଣ୍ଟର ଅନେକ ଭିଡ଼ିଓ ବହୁତ ଜବରଦସ୍ତ ହୋଇଥାଏ,ତେବେ ଅନେକ ଭିଡ଼ିଓ ଏତେ ଖତରନାକ୍ ହୋଇଥାଏ କି ଏହାକୁ ଦେଖିବା ପରେ ଆପଣଙ୍କର ମଧ୍ୟ ରୁମ ମୂଳ ଟାଙ୍କୁରି ଉଠିଥିବ । ଏହିପରି ଏକ ଭିଡ଼ିଓ ଆଜିକାଲି ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳୁଛି । ଏହି ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ ହେବେ । ଏଥିରେ ଷ୍ଟଣ୍ଟ କରୁଥିବା ବ୍ୟକ୍ତି ସହ ବହୁତ ଯନ୍ତ୍ରଣାଦାୟକ ଘଟଣା ଘଟିଯାଏ।

ଖତରନାକ୍ ଷ୍ଟଣ୍ଟ କରିବା ପଡିଲା ଭାରି :-

ଇରାଲ୍ ଭିଡ଼ିଓରେ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ଖତରନାକ୍ ଷ୍ଟଣ୍ଟ କରିବାକୁ ଚେଷ୍ଠା କରୁଛି । ଏହି ଚକରରେ ସେ ଅନେକ ଫିଟ୍ ଉଚ୍ଚରୁ ତଳକୁ ଗଳିଯାଏ । ନିଶ୍ଚନ୍ତ ଭାବରେ ଏତେ ଉଚ୍ଚରୁ ଗଳିବା ପରେ ବ୍ୟକ୍ତିଙ୍କୁ ବହୁତ ଗମ୍ଭୀର ଆଘାତ ଲାଗିଥିବ । ଭିଡ଼ିଓରେ ଆପଣ ଦେଖିପାରୁଥିବେ କି ବ୍ୟକ୍ତିଙ୍କୁ ଷ୍ଟଣ୍ଟର ଚକ୍କର୍ ରେ ନେବା ପାଇଁ ଦେବାକୁ ପଡିଯାଏ ।
ତାକୁ ବହୁତ ହିଁ ଭୟଙ୍କର ଆଘାତ ଲାଗିଯାଏ । ହେଇପାରେ
ତାଙ୍କ ଶରୀରର ହାଡ଼ ମଧ୍ୟ ଭାଙ୍ଗିଯାଇଥିବ ।

ଭିଡ଼ିଓରେ ଦେଖିପାରୁଥିବେ କି ବ୍ୟକ୍ତି ଜଣଙ୍କ ଛାତ ଉପରେ ଦୂରରୁ ଦୌଡ଼ି ଦୌଡ଼ି ଆସେ । ସେ ଷ୍ଟଣ୍ଟ କରିବାପାଇଁ ସାମ୍ନାରେ ଦେଖାଯାଉଥିବା ଅନ୍ୟ ଏକ ଛାତକୁ ଡେଇଁବାକୁ ଚେଷ୍ଠା କରେ ।
ତେବେ ଏହି ସମୟରେ ସେ ସନ୍ତୁଳନ ବନେଇ ପାରେନାହିଁ ଆଉ ଯେଉଁ ଜାଗାକୁ ଡେଇଁବାକୁ ଥାଏ ସେଇ ଯାଏଁ ପହଞ୍ଚି ପାରେନାହିଁ । ଏହି ସମୟରେ ସେ ଅନେକ ଫୁଟ ତଳକୁ ଗଳିପଡ଼େ । ଯେଉଁ ପ୍ରକାରରେ ବ୍ୟକ୍ତି ଜଣଙ୍କ ତଳକୁ ଗଲିପଡ଼େ,ତାକୁ ଦେଖି ଲାଗେ କି ତାକୁ ବହୁତ ଅଧିକ ଆଘାତ ଲାଗିଥିବ । ଭିଡ଼ିଓ ଦେଖନ୍ତୁ –

ବ୍ୟକ୍ତିଙ୍କର ଯାଇପାରେ ଜୀବନ

ଭଲ କଥା ଏହା ହେଉଛି କି ତାଙ୍କ ମୁଣ୍ଡ ଛାତର କୋଣରେ ବାଡେଇ ହୁଏନାହିଁ,ନୋହିଲେ ସେ ବହୁତ ଗମ୍ଭୀର ଆଘାତର ଶିକାର ହୋଇ ପାରିଥାନ୍ତେ । ଭିଡ଼ିଓରେ ଦେଖିପାରୁଥିବେ କି ଅଧିକ ଆଘାତ ଲାଗିବା ଦ୍ୱାରା ତାଙ୍କ ଜୀବନ ମଧ୍ୟ ଯାଇ ପାରିଥାନ୍ତା । ଭିଡ଼ିଓ କୁ ଇଷ୍ଟାଗ୍ରାମରେ parkour_extreme_youtube ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡ଼ିଓ କୁ ଏବେ ପର୍ଯ୍ୟନ୍ତ ଦେଢ଼ ମିଲିୟନ ରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ତେବେ ଭିଡ଼ିଓ କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଲାଇକ ମଧ୍ୟ କରିସାରିଛନ୍ତି ।

Leave A Reply

Your email address will not be published.