ସ୍ୱାମୀ ଟଙ୍କା କମାଇବାକୁ ଗଲା ପଞ୍ଜାବ,ଏପଟେ ଦୁଇ ଛୁଆର ମା ଚୁପରେ କରିନେଲେ ଦ୍ୱିତୀୟ ବିବାହ

0

Get real time updates directly on you device, subscribe now.

ବିହାରର କଟିହାରରେ ପତିପତ୍ନୀଙ୍କ ମଧ୍ୟରେ ବିବାଦର ଏପରି କାରଣ ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ|ପ୍ରକୃତରେ ସ୍ୱାମୀ କମାଇବାକୁ ପଞ୍ଜାବ ଗଲା ତେଵେ ପତ୍ନୀ ପଡୋଶୀଙ୍କୁ ହୃଦୟ ଦେଇ ପତିକୁ ନବତାଇ ଦ୍ୱିତୀୟ ବିବାହ କରିଥିଲେ|ପତିକୁ ଯେତେବେଳେ ଏହି ଖବର ଜଣାପଡିଲା ଫଳରେ ସେ ପଞ୍ଜାବରୁ ଫେରି ଘରେ ପହଞ୍ଚିଲା ସେତେବେଳେ ପତ୍ନୀଙ୍କ ଦ୍ୱିତୀୟ ପତି ତାକୁ ମାଡ ମାରିଲା|

ଘଟଣା କଟିହାରର ମନସାହୀ ଅଞ୍ଚଳର ବୋଲି କୁହାଯାଏ|ଏଠାରେ ଅର୍ଜୁନ ଯାଦବଙ୍କ ବିବାହ ୨ ବର୍ଷ ପୂର୍ବେ ଚୈହାନ ଟୋଲାର ଯୁବତୀ କାଜଲ ସହ ହୋଇଥିଲା|କାଜଲ ଓ ଅର୍ଜୁନ ମଧ୍ୟରେ ନିବିଡ଼ ପ୍ରେମ ଥିଲା|ବର୍ଷେ ପରେ ଦୁହିଁଙ୍କ ମଧ୍ୟ ଗୋଟିଏ ଛୁଆ ହୋଇଥିଲା|

ଏହାପରେ ଅର୍ଜୁନ ପତ୍ନୀଙ୍କୁ ବତାଇଲା ଯେ ଏଵେ ତାକୁ ପରିବାର ପାଳନପୋଷଣ ପାଇଁ ପଞ୍ଜାବ ଯିବାକୁ ପଡିବ|ଏହାପରେ ସେ କମାଇବାକୁ ପଞ୍ଜାବ ଚାଲିଗଲା|ଏହି ସମୟରେ ପତ୍ନୀ କାଜଲ ନିଜର ପଡ଼ୋଶୀ ବସ୍ତି ଡ୍ରାଇଭର ଟୋଲାର ରହୁଥିବା କହ୍ନେୟା କୁମାରକୁ ହୃଦୟ ଦେଇ ବସିଥିଲେ|ପତ୍ନୀ କାଜଲ ଅର୍ଜୁନର ଅପେକ୍ଷା ମଧ୍ୟ କରିଲା ନାହିଁ ଓ କହ୍ନେୟା ସହ ବିବାହ କରି ତା ସହ ରହିବାକୁ ଲାଗିଲା|

ଅର୍ଜୁନଙ୍କ ପରିବାର‌ ଲୋକ ଏହି ସୂଚନା ଅର୍ଜୁନକୁ ପଞ୍ଜାବରେ ଦେଇଥିଲେ|ସେ ତୁରନ୍ତ କତିହାର ଆସିଲା ଓ ପତ୍ନୀ କାଜଲ ପାଖରେ ପହଞ୍ଚିଲେ|କାଜଲ ଅର୍ଜୁନ ସହ କଥାବାର୍ତ୍ତା ହେବାକୁ ମନା କରିଥିଲେ|ପତ୍ନୀଙ୍କ ଏହି ବ୍ୟବହାରରେ ଚିନ୍ତିତ ଅର୍ଜୁନ ତା ଦ୍ୱିତୀୟ ପତି କହ୍ନେୟା ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କଲେ କିନ୍ତୁ ସେ ଅର୍ଜୁନ ଉପରେ ଏଭଳି ଆକ୍ରମଣ କଲା ଯେ ସେ ଭୟଙ୍କର ଆହାତ ହୋଇଗଲା|ଅର୍ଜୁନର ଏଵୃ ସଦର ହସପିଟାଲରେ ଚିକିତ୍ସା କରାଯାଉଛି|

ଦୁସରୀ ଓ ମନସାହି ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ କହ୍ନେୟା ଦବଙ୍ଗ ଅଟେ ଓ ସେ ଜବରଦସ୍ତ ଅର୍ଜୁନଙ୍କ ପତ୍ନୀଙ୍କୁ ନିଜ ପାଖରେ ରଖିଛି|ଅର୍ଜୁନ ସ୍ୱୀକାର କରିଛି ଯେ ତା ପତ୍ନୀ ପ୍ରେମମୟୀ ଅଟେ ଓ କହ୍ନେୟା ଟଙ୍କା ଦେଇ ପତ୍ନୀଙ୍କୁ ବନ୍ଧକ ରଖିଛି|ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି|ଅର୍ଜୁନଙ୍କ ପରିଜନ ପୋଲିସରେ ମାମଲା ରୁଜୁ କରିବା ପାଇଁ ଲାଗି ପଡିଛନ୍ତି|

Leave A Reply

Your email address will not be published.