ଦେଖନ୍ତୁ ଭିଡ଼ିଓ : ସ୍କୁଟି ସହ ଭୁଲରେ ଟଚ୍ ହୋଇଗଲା ଯୁବକଙ୍କ ବାଇକ୍,ରାଗରେ ଯୁବତୀ ଫୋନ ଛଡାଇ ସଡକରେ କଚାଡି ଦେଲା,ଆଉ ତା ପରେ …..

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଇଟାୱରୁ ଗୋଟିଏ ଆଶ୍ଚର୍ଯ୍ୟ କରିଦେଲା ଭଳି ଭିଡିଓ ସାମ୍ନାକୁ ଆସିଛି|ଏହି ଭିଡିଓ ଗୋଟିଏ ଯୁବତୀ ସହ ଜଡ଼ିତ|ପ୍ରକୃତରେ ଇଟାୱରେ ଏହି ଯୁବତୀ ସଡକରେ ଏପରି ହାଇ ଭୋଲ୍ଟେଜ ଡ୍ରାମା କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଭିଡିଓରେ ଦେଖାଯାଏ ଯେ ଯୁବତୀ ସଡକରେ ଏପରି ଡ୍ରାମା କରନ୍ତି ଯେ ଫଳରେ ଭିଡ ଜମିଯାଏ|

ଭାଇରାଲ ଭିଡିଓ ଅନୁସାରେ ଇଟାୱରେ ଜଣେ ଯୁବତୀ ନିଜ ସ୍କୁଟିରେ କେଉଁଠାକୁ ଯାଉଥିଲେ|ସେତେବେଳେ ତା ପାଖ ଦେଇ ଯାଇଥିବା ଯୁଵକର ବାଇକ ସହ ସେହି ଯୁବତୀଙ୍କ ସ୍କୁଟି ଟଚ ହୋଇଗଲା|ଏଥିରେ ଯୁବତୀ ଏତେ ନାରାଜ ହେଲେ ଯେ ସେ ଯୁବକର ମୋବାଇଲ ଛଡାଇ ଆଣି ସେ ସଡକରେ ବହୁଵାର କଚାଡି ଦେଲା ଓ ଭାଙ୍ଗି ଦେଇଥିଲେ|ଏହି ସମୟରେ ପୂରା ଘଟଣାର ଭିଡିଓ ବନାଇ କେହି ସୋସିଆଲ ମିଡିଆରେ ସେୟାର କରିଥିଲେ|

ଏହି ଘଟଣା ସତ୍ୱେ ଯୁବକକୁ ପଚରାଯିବାରୁ ସେ କହିଲା ଯେ ସ୍କୁଟିସହ ବାଇକ ଟଚ ହେବା ପରେ ଯୁବତୀକୁ ଭୁଲ ମାଗିଥିଲେ, କିନ୍ତୁ ସେତେବେଳେ ମଧ୍ୟ ଯୁବତୀ ଫୋନ କଚାଡି ଦେଇଥିଲେ|ଘଟଣା ଇଟାବା ଥାନାର କୋତବାଲୀ କ୍ଷେତ୍ର ପୋଖରୀ ଅନ୍ତର୍ଗତ ଅଟେ|ମିଡିଆ ରିପୋର୍ଟ ଅନୁସାରେ ମଙ୍ଗଳ ନାମକ ଯୁବକ ନିଜ ବାଇକରେ ପକ୍କା ପୋଖରୀ ଯାଉଥିଲା|ସେତେବେଳେ ସେଠାରେ ଦେଇ ଯାଉଥିବା‌ ଜଣେ ଯୁବତୀଙ୍କ ସ୍କୁଟି ସହ ଯୁବକର ବାଇକ ଟଚ ହୋଇଗଲା|

View this post on Instagram

A post shared by Zee News (@zeenews)

ଏଥିରେ ଯୁବତୀ ଵହୁ ନାରାଜ ହୋଇଗଲେ ଓ ନିଜର ସ୍କୁଟି ରଖି ଯୁଵକ ପାଖକୁ ଗଲେ|ଯୁଵକ ଗାଡି ଅଟକାଇବା ମାତ୍ରେ ଯୁବତୀ ତାଙ୍କ ହାତରୁ ମୋବାଇଲ ଫୋନ ଛଡାଇ ମାଟିରେ କଚାଡି ଦେଲା|ଭିଡିଓରେ ଆପଣ ଦେଖିପାରିବେ ଯେ ଯୁବତୀ ଯୁବକଙ୍କ ମୋବାଇଲକୁ ଦୁଇଥର ଏତେ ଜୋରରେ କଚାଡିଲା ଯେ ମୋବାଇଲ ଭାଙ୍ଗିଗଲା|ରିପୋର୍ଟ ଅନୁସାରେ ମଙ୍ଗଳ ଟେଣ୍ଟ ଦୋକାନରେ କାମ କରେ |ସେ କହିଲା ଯେ ତା ବାଇକ ଭୁଲରେ ଯୁବତୀଙ୍କ ସ୍କୁଟର ସହ ଟଚ ହୋଇଥିଲା|

Leave A Reply

Your email address will not be published.