ବିଶ୍ବକୁ ଚେତାବନୀ ଦେଲା ଋଷ: ତୃତୀୟ ବିଶ୍ବଯୁଦ୍ଧ ହେବ ବିନାଶକାରୀ !

0

Get real time updates directly on you device, subscribe now.

ଭୟ ରେ ଥରୁଛି ଉକ୍ରେନ ର ଜନବସତି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ । ନିଜ ନିଜ ର ଦେଶ ନାଗରିକ ଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ। ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ବୋଲି ମଧ୍ୟ କୁହାଯାଇଛି ମାଳିକା ରେ ବର୍ଣ୍ଣନା ରହିଚି ଏବଂ ସେଥିରେ ଆଣିବିକ ଅସ୍ତ୍ରର ବ୍ୟବହାର କରାଯିବ ବୋଲି ମଧ୍ୟ କହୁଚି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ ।

ଯଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତେବେ ଏହା ବିନାଶକାରୀ ହେବବୋଲି ସୂଚନା ମିଳୁଚି । ବିଶ୍ବଯୁଦ୍ଧରେ ଅନେକ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ ସହିତ ଅନ୍ୟ ପକ୍ଷ ରେ ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶବାସୀ ଙ୍କୁ ସମ୍ବୋଧିତ କରି ଆମେରିକାର ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ ହେଇଚି । ଆମେରିକା ୟୁକ୍ରେନ କୁ ନିଜର ସେନା ପଠାଇବ ନାହିଁ ବୋଲି ମଧ୍ୟ କହିଛି ଋଷୀୟ । ଏବେ ଋଷ ପାଇଁ ଆମେରିକା ନିଜର ଏୟାର ସ୍ପେସ୍ ବନ୍ଦ କରିଦେଇଛି । ବିନା କାରଣ ରେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏଥି ପାଇଁ ସମଗ୍ର ବିଶ୍ୱ ଋଷ ବିରୋଧ ରେ ଏକଜୁଟ ହୋଇଥିବାର କଥା ସାମ୍ନା କୁ ମଧ୍ୟ ଆସିଛି ।

ଭାରତୀୟ କୁ ସୁରକ୍ଷା ଦେବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତା ବିମର୍ଶ କରିନାହିଁ କଥା ର କିଛି ସମାଧାନ କରିବେ ବୋଲି ଜଣାପଡ଼ିଛି। ୟୁକ୍ରେନ ଉପରେ ଋଷ ଏପରି ଅଚାନକ ବାରମ୍ବାର ଆକ୍ରମଣ କରିବା ଭାରତୀୟ ମାନଙ୍କ ପାଇଁ କ୍ଷତି ହେଇଥିବା ବେଳେ କିଭଳି ସୁରକ୍ଷିତ ଭାବେ ସେମାନେ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନ ଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.