ଦେହଜୀବୀଙ୍କ ତାଲିକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦେଶ, ଜାଣନ୍ତୁ କଣ ରହିଛି କାରଣ ?

0

Get real time updates directly on you device, subscribe now.

ଦୁନିଆରେ ଅନେକ ପ୍ରକାରର ମଣିଷ ବସବାସ କରନ୍ତି ଆଉ ଏହି ମଣିଷମାନେ ଅନେକ ପ୍ରକାରରେ ଓ ଅନେକ ବିଭିନ୍ନ ତରିକାରେ ନିଜ ର ଜୀବନ ଅତିବାହିତ କରନ୍ତି । ତେବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦେହଜୀବୀ ମାନଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର ଅନେକ ଦେହଜୀବୀଙ୍କ ପରିଚୟ ପତ୍ର ନଥିବାରୁ ସେମାନେ ମାସିକିୟା ରାସନ ପାଇବା ରୁ ବଂଚିତ ହେଉଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓ ଖଣ୍ଡପୀଠଙ୍କ କହିବା ଅନୁସାରେ ରାଜ୍ୟମାନେ ଦେଇଥିବା ତାଲିକା ତ୍ରୁଟିପୂର୍ଣ୍ଣ ଅଟେ ।

ତେଣୁ ସେମାନେ ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ଉପରେ ଭରସା ନକରି ଅନ୍ୟାନ୍ୟ ସଂଗଠନ ର ପରାମର୍ଶ ନେବା ଉଚିତ ବୋଲି କହିଛନ୍ତି । କୋର୍ଟ ର କହିବା ଅନୁସାରେ ରାସନ କାର୍ଡ ଦ୍ୱାରା ଚିହ୍ନଟ ହୋଇଥିବା ସେକ୍ସ ୱାର୍କର ଙ୍କ ଭୋଟର କାର୍ଡ ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସ୍ଟାଟସ ରିପୋର୍ଟ ଦେଖିବା ପରେ ସରକାର ଆଉ ଅଲଗା ରାଜ୍ୟ ବିଷୟ ରେ ଦେଖିବା ର ଆଵଶ୍ୟକତା ଅଛି କି ନାହିଁ ଅବଗତ କରାଇବେ ବୋଲି କହିଛନ୍ତି ।

ତେଣ ସରକାର ପ୍ରାୟ ପ୍ରତୀକ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାର ଙ୍କୁ ସେକ୍ସ ୱାର୍କର ଙ୍କ ସାଧାରଣ ଜନତା ପରିଚୟ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି ଓ ନିଜର ପରିଚୟପତ୍ର ନାହିଁ ବୋଲି ମାସିକ ରାସନ ସରକାର ଏଥିପ୍ରତି ଦୃଷ୍ଟି ଦେବେ ଦରକାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟ ରାଜ୍ୟ ମାନ କ ରେ ସେକ୍ସ ୱାର୍କର ତାଲିକା ରେ ପଶ୍ଚିମବଙ୍ଗ ସରକାର ଦେଇଥିବା 6227 ସେକ୍ସ ୱାର୍କର ତାଲିକା ଠିକ ନାହିଁ । ତେଣୁ ସରକାର ପୁଣି ଥରେ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ ନିଦ୍ରେଶ ଦେଇଛନ୍ତି ସରକାର ।

Leave A Reply

Your email address will not be published.