ହେ ଭଗବାନ … ୟୁକ୍ରେନରେ ଏକ ଚଳନ୍ତା କାରକୁ ଦଳିଦେଲା ରୁଷର ଏକ ଟ୍ୟାଙ୍କର,ଭିଡ଼ିଓ ଦେଖିଲେ ଥରି ଉଠିବେ ଆପଣ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଆପଣ ଦେଖିପାରିବେ ଏକ ରୁଷ ଟ୍ୟାଙ୍କ ନିଜ ବାଟରେ ଯାଉଥିବା ସମୟରେ ନିଜର ପଥ ବଦଳାଇ ୟୁକ୍ରେନର ଏକ କାର ଉପରେ ଚଢାଇ ନେଉଛି।

ଭିଡ଼ିଓ ରେ ଆପଣ ଦେଖିପାରିବେ ରୁଷ ର ଟ୍ୟାଙ୍କ ବହୁତ କ୍ରୁରତାର ସହିତ କାର ଉପରେ ଚଢ଼ାଇ ଦେଉଛି ଯେଉଁଥିରେ କାର ସମ୍ପୂର୍ଣ୍ଣ ଭାବରେ ଦାବି ହୋଇଯାଉଛି। ଏହାକୁ ଦେଖିଲେ ଆପଣ ନିଶ୍ଚୟ ଥରି ଉଠିବେ।

ଜଣାଇଦେଉଛୁ କି, ଏହି କାର ଉପରେ ଚଢ଼ାଇଥିବା ଟ୍ୟାଙ୍କ ଟି ହେଉଛି ରୁଷ ସୈନ୍ୟଙ୍କର ଥିଲା। ରିପୋର୍ଟ ମୁତାବିକ, ଆଜିର ଦିନ ଗୁଡ଼ିକରେ ୟୁକ୍ରେନ ରାସ୍ତାରେ କେତେକ ରୁଷ କାର ଗୁଡ଼ିକ ଘେରି ବୁଲୁଛି।

ଏହାକୁ ଅମାନବୀୟ କୁହାଯାଇଛି:-

ଏହି ଭିଡ଼ିଓ ଟିକୁ ଦେଖିବାପରେ ଲୋକମାନେ ଏହାକୁ ରୁଷ ସୈନ୍ୟ ଙ୍କର ଅମାନବୀୟ କାଣ୍ଡ ବୋଲି କହିଛନ୍ତି ଓ ଏହାଠାରୁ କୌଣସି ଯନ୍ତ୍ରଣା ଦାୟକ ହେବନାହିଁ।

ବଞ୍ଚିଗଲା ଡ୍ରାଇଭର ଜୀବନ:-

ଭଲ କଥା ଏହା ଅଟେ କି, ଏହି ଘଟଣାରେ କାର ଚଳାଉଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଭିଡ଼ିଓ କୁ ଦେଖି ଲୋକେ କହୁଛନ୍ତି, ଯାହାକୁ ରଖିବ ଅନନ୍ତ କି କରିପାରିବ ବଳବନ୍ତ।

Leave A Reply

Your email address will not be published.