ଟଙ୍କା କମାଇବାର ଶାନଦାର ଉପାୟ, ଯଦି ଜାଣିବେ ତାହେଲେ ରାତାରାତି ହୋଇଯିବେ ମାଲାମାଲ !

0

Get real time updates directly on you device, subscribe now.

ମହାଙ୍ଗାଇ କାରଣରୁ ଲୋକେ ନିଜର ରୋଜଗାର ବ୍ୟତୀତ ଅନ୍ୟ କାମ କରିବାକୁ ଖୋଜୁଛନ୍ତି। ଯଦି ଆପଣ ମଧ୍ୟ ଏହି କାମ ଖୋଜୁଛନ୍ତି ତାହେଲେ ଏହି ଖବର ନିଶ୍ଚୟ ଆପଣଙ୍କ ପାଇଁ ଅଟେ। ଆପଣ ଇଣ୍ଟରନେଟ ଜରିଆରେ ଘରେ ବସି ବହୁତ ସହଜରେ ଟଙ୍କା କମାଇ ପାରିବେ। ୟୁନିଫର୍ମ ରିସର୍ଚ୍ଚ ଲୋକେଟର ଏହାର ଏକ ଭଲ ଉପାୟ ଅଟେ। ଏହି କାମ ଜରିଆରେ ଆପଣ ମାସକୁ ଲକ୍ଷାଧିକ ଟଙ୍କା କମାଇ ପାରିବେ। ଆସନ୍ତୁ ଜାଣିବା କେମିତି ଏହି କାମକୁ ଆରମ୍ଭ କରିପାରିବେ।

ୟୁନିଫର୍ମ ରିସର୍ଚ୍ଚ ଲୋକେଟର କଣ?:-

URL ଏକ ଏଭଳି ମାଧ୍ୟମ ଅଟେ ଯାହାଦ୍ୱାରା ଆପଣ କୌଣସି ବି ଲିଙ୍କକୁ ବହୁତ ସହଜରେ ଯାଇପାରିବେ। ଏହା ସୋସିଆଲ ମିଡ଼ିଆରେ ବହୁତ ଟ୍ରେଣ୍ଡ କରିଥାଏ। ଛୋଟ URL କୁ ବହୁତ ସହଜରେ ଇଣ୍ଟରନେଟରେ ରିଡ଼ାଇରେକ୍ଟ ମଧ୍ୟ କରାଯାଇପାରିବ। ଆପଣ ବହୁତ ସହଜରେ କୌଣସିବି ଅନୁଷ୍ଠାନକୁ ଲୋକେଟ କରିପାରିବେ। ଏହା ଜରିଆରେ ଇଣ୍ଟରନେଟ ଦୁନିଆରେ କଣ୍ଟେଣ୍ଟ ଭାଇରାଲ ହୋଇଥାଏ। ଗୁଗଲ ଭଳି ବଡ଼ କମ୍ପାନୀ ମଧ୍ୟ URL କୁ ଛୋଟ କରିବାର ଚାକିରୀ ଦେଉଛି।

ଜାଣନ୍ତୁ ଏଥିରେ କେତେ ଟଙ୍କା ଆପଣ କମାଇ ପାରିବେ:-

ଇଣ୍ଟରନେଟ ଜରିଆରେ ସୋସିଆଲ ମିଡ଼ିଆରେ ଆମେ ବହୁତ କଣ୍ଟେଣ୍ଟ ଶେୟର କରିଥାନ୍ତି। URL ରୁ ଟଙ୍କା ରୋଜଗାର ପାଇଁ ଆପଣଙ୍କୁ କେବଳ ସେହି URL କୁ ଛୋଟ କରିବାକୁ ହେବ ଓ ଆପଣଙ୍କ ରୋଜଗାର ହୋଇଯିବ। ଛୋଟ କରିବା ପରେ ଯେତେ ଲୋକ ସେହି URL କୁ ଫ୍ଲାଶ ହେବାର ଦେଖିବେ ଆପଣଙ୍କୁ କମ୍ପାନୀ ଟଙ୍କା ପେ କରିବ। କମେଣ୍ଟ, ଲାଇନ, ଶେୟର ଆଧାରରେ ଆପଣଙ୍କୁ କମ୍ପାନୀ ଟଙ୍କା ଦେବ।

URL କୁ କେମିତି ଛୋଟ କରିପାରିବେ:-

Adf.ly- ଏହି ୱେବସାଇଟ URL କୁ ଛୋଟ କରିବାରେ ସବୁଠାରୁ ଭରସା ଦାୟକ ୱେବ୍ସସାଇଟ ଅଟେ। ଏହି ୱେବସାଇଟକୁ ଯାଇ ଆପଣ URL କୁ ଛୋଟ କରିପାରନ୍ତି।

Adv.li- ଯଦି ଆପଣ ଏହି ୱେବସାଇଟ ଜରିଆରେ URL ଛୋଟ କରୁଛନ୍ତି ତାହେଲେ ଆପଣଙ୍କୁ ପେମେଣ୍ଟ ମିଳିଯିବ। ଏଥିରେ ଆପଣ 100 ରୁ ଅଧିକ URL ଛୋଟ କରିପାରିବେ।

LinkBucks- ଏହି ୱେବସାଇଟରେ ଆପଣ URL କୁ ଛୋଟ କରି ନିଜ ୱେବସାଇଟର ସୋସିଆଲ ନେଟୱାର୍କରେ ଶେୟର କରିପାରିବେ। ଏଥିରେ ମଧ୍ୟ ଆପଣଙ୍କୁ ବଡ଼ ଲାଭ ହେବ।

ଆପଣଙ୍କୁ ଶେଷରେ ଜଣାଇଦେଉଛୁ କି, ଆପଣ ଏହି ୱେବସାଇଟରେ ଲିଙ୍କ ଛୋଟ କରିବା ପରେ ଆପଣଙ୍କୁ କ୍ଲିକ ହିସାବରେ ଟଙ୍କା ମିଳିବ।

Leave A Reply

Your email address will not be published.