ଦେଖନ୍ତୁ ଭିଡ଼ିଓ : ସାଇକେଲରେ ଯାଉଥିଲା ପିଲାଟି,ଆଉ ରାଗରେ ଷଣ୍ଢ ଏମିତି ଅବସ୍ଥା କଲା ଯେ,ଦେଖିଲେ ଆପଣଙ୍କ ଲୋକ ଟାଙ୍ଗୁରି ଉଠିବ

0

Get real time updates directly on you device, subscribe now.

ରାଗ ସମସ୍ତଙ୍କ ହୋଇଥାଏ ସେ ମଣିଷ ବା ଜୀବଜନ୍ତୁ ହେଉ|ଏଵେ ଏହି ଷଣ୍ଢର ରାଗକୁ ଦେଖନ୍ତୁ|ଏମିତି ଥରେ ରାଗିଯାଏ ଯଦି ତେଵେ ଦେଖେ ନାହିଁ ସାମ୍ନାରେ କିଏ ଅଛି|ସେ ରାଗରେ କାହାକୁ ବି ମାରିପାରେ|ଏଭଳି ହିଁ ହେଲା|ସାଇକେଲ ରେସିଙ୍ଗ ହେଉଥିଲା ଆମେରିକାର କାର୍ଲିଫର୍ଣିଆରେ|ସେତେବେଳେ ମଝିରେ ଗୋଟିଏ ଷଣ୍ଢ ଠିଆ ହୋଇଥିଲା|ତାକୁ ବହୁତ ରାଗ ହେଉଥିଲା|ସେତେବେଳେ ସେ ଗୋଟିଏ ସାଇକେଲ ଚାଳକ ଉପରେ ଆକ୍ରମଣ କରିଥିଲା|

ଏହି ଘଟଣାର ଭିଡିଓ ବହୁତ ଭାଇରାଲ ହେଉଛି|ରକ କୋବଲର ସେହି ସାଇକେଲ ଚାଳକ ଯାହା ଉପରେ ଷଣ୍ଢ ଆକ୍ରମଣ କରିଛି|ଷଣ୍ଢ ସାଇକେଲିଙ୍ଗ ରାସ୍ତାରେ ଛିଡା ହୋଇଥିଲା|ସେ ବହୁ ରାଗରେ ଥିଲା|ଯେତେବେଳେ ତା ସାମ୍ନାରେ ରକ ଆସିଲେ ସେ ତାକୁ ନବୁଝିବାକୁ ଦେଇ ଆକ୍ରମଣ କଲା|ସେ ତାର ପେଟରେ ସିଙ୍ଗ ମାରିଲା ଓ ଉପରେ ଉଡେଇ ଦେଲା|

ଯଦିଓ ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେ ତାଙ୍କୁ ବହୁତ ଆଘାତ ହୋଇଥିବ କାରଣ ରକ ଯେତେବେଳେ ଛିଡା ହୋଇଥାଏ ସେତେବେଳେ ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରେ|କିନ୍ତୁ ଖବର ଅନୁଯାୟୀ ଏହା କୁହା ଯାଉଛି ଯେ ତାଙ୍କୁ ସିରିୟସ ଆଘାତ ହୋଇନାହିଁ|ଛୋଟମୋଟ ଆଘାତ ଲାଗିଛି|ଏପରି ନାହିଁ ଯେ ଷଣ୍ଢ କେବଳ ରକ ଉପରେ ଆକ୍ରମଣ କରିଥିଲା|ସେ ଆଉ ଦୁଇଜଣ ସାଇକେଲ ଚାଳକ ଉପରେ ମଧ୍ୟ ଆକ୍ରମଣ କରିଥିଲା|

Leave A Reply

Your email address will not be published.