୭ ମିନିଟରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଗଲେ ୨୬ ବର୍ଷୀୟ ଏହି ଯୁବକ ! ଏଲୋନ ମସ୍କକୁ ମଧ୍ୟ ପଛରେ ପକାଇଦେଲେ

0

Get real time updates directly on you device, subscribe now.

କୁହାଯାଏ ଯଦି ଭାଗ୍ୟ ଏପରି ଜିନିଷ ହୋଇଥାଏ ଯାହା ରାଜାକୁ କିଛି ମିନିଟରେ ଭିକାରୀ ବନାଇ ଦେଇଥାଏ ଓ ଭିକାରିକୁ କୋଟିପତି ବନାଇ ଦେଇଥାଏ|ନାୟକ ଫିଲ୍ମରେ ଆପଣ ଦେଖିଥିବେ ଅଭିନେତା ଅନୀଲ କପୁରକୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ବନା ଯାଇଥାଏ|ଏଭଳି ଏକ ୟୁଟ୍ୟୁବର ସହ ଯିଏ ୭ ମିନିଟରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଗଲା|

ଏହାକୁ କମାଲ କରି ଦେଖାଇଛନ୍ତି ଇଂଲଣ୍ଡରେ ରହୁଥିବା ୨୬ ବର୍ଷୀୟ ୟୁଟ୍ୟୁବର ମେକ୍ସ କୋଶ|ଏହି ମାମଲାରେ ସେ କୋଟିପତି ଟେସ୍ଲାର ସିଇଓ ମସ୍କକୁ ପଛରେ‌ ପକାଇ ଦେଇଛନ୍ତି|ଏହି ପୂରା ମାମଲାର ଭିଡିଓ ୟୁଟ୍ୟୁବର ନିଜ ୟୁଟ୍ୟୁବ ଏକାଉଣ୍ଟରେ ସେୟାର କରିଛନ୍ତି|ଅପଲେଡ ହେବାର ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହୋଇଗଲା|

କହିରଖେ ଯେ ମେକ୍ସ କୋଶର ୟୁଟ୍ୟୁବରେ ୬ ଲକ୍ଷରୁ ଉର୍ଦ୍ଧ୍ବ ଫଲୋୟର ରହିଛି|ସେ ସାଢେ ଆଠ ମିନିଟର ଭିଡିଓ ବନାଇଛନ୍ତି|ଭିଡିଓକୁ ନିଜ ଚ୍ୟାନେଲରେ ଅପଲୋଡ କରି ସେ କହିଛନ୍ତି ମସ୍କକୁ କିପରି ପଛରେ ପକାଇଛନ୍ତି|ସେ ଦାବି କରିଛନ୍ତି ଯେ ପାଖାପାଖି ୭ ମିନିଟ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ରହିଥିଲେ|

ପ୍ରକୃତରେ ମେକ୍ସ କୋଶ ଅନଲିମିଟେଡ୍ ମନି ଲିମିଟେଡ ନାମକ କମ୍ପାନୀ ରେଜିଷ୍ଟର କରିଥିଲେ, ଯେଉଁଥିପାଇଁ ସେ ୧୦ ଅରବ ସେୟାର କରିଥିଲେ|ମେକ୍ସ ନିଜ କମ୍ପାନୀର ୧ ସେୟାରକୁ ୫୦ ପାଉଣ୍ଡରେ‌ ବିକ୍ରି କରିଦେଲା ଯାହା ମହିଳା କିଣିଲା|ସେ ଏହାକୁ ବିକ୍ରୀ ପାଇଁ ସଡକ ପାଖରେ ଚୈକି ଲଗାଇ ବହୁ ଲୋକଙ୍କ ସହ କଥାବାର୍ତ୍ତା କଲେ ଶେଷରେ ମହିଳା ନିବେଶ ପାଇଁ ରାଜି ହୋଇଥିଲେ|ଏହିଭଳି ଭାବରେ ତାଙ୍କ ଭାଲ୍ୟୁଏସନ ୫୦୦ ଅରଵ ପାଉଣ୍ଡ ହୋଇଗଲା କିନ୍ତୁ ଏହି ଖୁସି କିଛି କ୍ଷଣ ପାଇଁ ଥିଲା|

Leave A Reply

Your email address will not be published.