ହାତରୁ ଯିବାକୁ ଦିଅନ୍ତୁ ନାହିଁ Flipkart ର ଏହି ଚମତ୍କାର ଡ଼ିଲ, ୭୬୪ ଟଙ୍କାରେ କିଣନ୍ତୁ ୩୨-ଇଞ୍ଚର ସ୍ମାର୍ଟ ଟିଭି !

0

Get real time updates directly on you device, subscribe now.

ଅନଲାଇନ ସପିଙ୍ଗ ପ୍ଲାଟଫର୍ମ ଫ୍ଲିପକାର୍ଟ ସବୁ ପ୍ରକାରର ପ୍ରଡକ୍ଟ ଉପରେ ଚମତ୍କାର ଡ଼ିସକାଉଣ୍ଟ ଦେଇଥାଏ | ଆଜି ଆମେ ଆପଣଙ୍କ ସାମ୍ନାରେ ଗୋଟିଏ ସ୍ମାର୍ଟ ଟିଭିର ଡ଼ିଲ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣଙ୍କୁ ବହୁତ ମଜା ଲାଗିବ | ଆମେ ଏଠାରେ Vu Premium ର ୩୨-ଇଞ୍ଚର ଜବରଦସ୍ତ ସ୍ମାର୍ଟ ଟିଭି ବିଷୟରେ କହୁଛୁ, ଯାହାକୁ ଆପଣ କେବଳ ୭୬୪ ଟଙ୍କାରେ କିଣିପାରିବେ | ଆସନ୍ତୁ ଜାଣିବା ଏହା କେମିତି ସମ୍ଭବ |

ଭାରି ଡ଼ିସକାଉଣ୍ଟରେ କିଣନ୍ତୁ ୩୨-ଇଞ୍ଚର ସ୍ମାର୍ଟ ଟିଭି :-

Vu Premium TV 80 cm (32 inch) HD Ready LED Smart TV ବଜାରରେ 20,000 ଟଙ୍କା ମୂଲ୍ୟରେ ମିଳୁଛି | ଫ୍ଲିପକାର୍ଟ ସେଲରେ ଏହି ସ୍ମାର୍ଟ ଟିଭି 35% ଡ଼ିସକାଉଣ୍ଟ ପରେ 12,999 ଟଙ୍କାରେ ବିକ୍ରି ହେଉଛି | ଯଦି ଆପଣ ଏହି ଟିଭିକୁ କିଣିବା ସମୟରେ ଆକ୍ସିସ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ତୁରନ୍ତ 10% ଅର୍ଥାତ 1,235 ଟଙ୍କା ଡ଼ିସକାଉଣ୍ଟ ମିଳିଯିବ | ଏହିପରି ଟିଭିର ମୂଲ୍ୟ କମିଯାଇ 11,764 ଟଙ୍କା ହୋଇଯିବ |

ଏକ୍ସଚେଞ୍ଜ ଅଫରରେ କିଣନ୍ତୁ ୭୬୪ ଟଙ୍କାରେ :-

ଏହି ଡିଲରେ ଆପଣଙ୍କୁ Vu Premium TV 80 cm (32 inch) HD Ready LED Smart TV ରେ ଗୋଟିଏ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି | ନିଜର ପୁରୁଣା ସ୍ମାର୍ଟ ଟିଭି ବଦଳରେ ଏହି ସ୍ମାର୍ଟ ଟିଭିକୁ କିଣି ଆପଣ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ | ଯଦି ଆପଣଙ୍କୁ ଏହି ଏକ୍ସଚେଞ୍ଜ ଅଫରର ସମ୍ପୂର୍ଣ୍ଣ ଲାଭ ମିଳିଯାଏ, ତେବେ ଆପଣଙ୍କ ପାଇଁ ଟିଭିର ମୂଲ୍ୟ 11,764 ରୁ ମାତ୍ର 764 ଟଙ୍କା ହୋଇଯିବ |

ସ୍ମାର୍ଟ ଟିଭିର ଫିଚର୍ସ :-

ଆପଣଙ୍କୁ କହିରଖୁଛୁ ଯେ ଏହି ଡିଲରେ ଆମେ Vu Premium TV 80 cm (32 inch) HD Ready LED Smart TV ବିଷୟରେ କହୁଛୁ | 32-ଇଞ୍ଚର ଡିସପ୍ଲେ, ଏଚଡ଼ି ରେଡି 1,366 x 768 ପିକ୍ସେଲର ରେଜୋଲୁସନ ଏବଂ 60Hz ର ରିଫ୍ରେଶ ରେଟ ଥିବା ଏହି ସ୍ମାର୍ଟ ଟିଭି ଦୁଇଟି ସ୍ପିକର ଏବଂ 20W ର ସାଉଣ୍ଡ ଆଉଟପୁଟ ସହିତ ଆସିଥାଏ | ଏଥିରେ ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ୟୁଟ୍ୟୁବ ପରି ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରିପାରିବେ |

Leave A Reply

Your email address will not be published.