ବାହାଘରରେ ବର କନିଆଙ୍କୁ ମେହେନ୍ଦି ଲଗାଇବା ପଛରେ କଣ ରହିଛି ବୈଜ୍ଞାନିକ କାରଣ, ନ ଲଗାଇଲେ ହୋଇପାରେ ଏହି ଅସୁବିଧା

0

Get real time updates directly on you device, subscribe now.

ଏହି ଦିନ ଗୁଡିକରେ ପୁରା ଦେଶରେ ବିବାହର ସିଜିନ ଚାଲିଛି | କୌଣସି ବି ବାହାଘର ପୂର୍ବରୁ ବର ଆଉ କନିଆଙ୍କ ହାତରେ ମେହେନ୍ଦି ଲଗାଯାଏ ଥାଏ | ହିନ୍ଦୁ ଧର୍ମର ବାହାଘର ହଉ କିମ୍ବା ମୁସଲମାନ ଧର୍ମର, ସବୁଥିରେ ବର ଆଉ କନିଆ ମହେନ୍ଦି ଲଗେଇଥାନ୍ତି | ବାହାଘର ଠାରୁ ନେଇ କରି ଅନ୍ୟ ଧାର୍ମିକ ମଉକାରେ ମଧ୍ୟ ଝିଅ ମାନେ ମେହେନ୍ଦି ଲଗେଇଥାନ୍ତି | ହିନ୍ଧୁ ଧର୍ମରେ ତ ମେହେନ୍ଦିକୁ ଷୋଳ-ଶ୍ରୀଙ୍ଗାର ଅଂଶ ବୋଲି ମନା-ଯାଇଥାଏ | କଣ ଆପଣ ଜାଣିଛନ୍ତି କି ବାହାଘର ପୂର୍ବରୁ ବର ଆଉ କନିଆଙ୍କ ହାତରେ ମେହେନ୍ଦି ଲଗେଇବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ଅଛି |

ଜାଣନ୍ତୁ ବୈଜ୍ଞାନିକ କାରଣ :-

ପ୍ରକୃତରେ, ବାହାଘର ସମୟରେ ବର ଆଉ କନିଆଙ୍କୁ ଡର ଲାଗିଥାଏ | ଏଥିପାଇଁ ଯେତେବେଳେ ହାତ ଆଉ ଗୋଡରେ ମେହେନ୍ଦି ଲଗାଯାଏ ସେତେବେଳେ ଏହା ତାଙ୍କୁ ଥଣ୍ଡା ରଖିଥାଏ | ଯେତେବେଳେ ହାତ-ଗୋଡରେ ମେହେନ୍ଦି ଲଗାଯାଏ ସେତେବେଳେ ସେଇଥିରେ ଶରୀରର ତାପମାତ୍ରା କାମ ହୋଇଥାଏ | ଯେଉଁଥିରେ ବର-କନିଆଙ୍କ ଡର ମଧ୍ୟ କାମ ହୋଇଥାଏ | ଏଇଥି ପାଇଁ ବର-କନିଆଙ୍କ ହାତ-ଗୋଡ ରେ ମେହେନ୍ଦି ଲଗାଯାଏ |

ଏହା ବ୍ୟତୀତ ମେହେନ୍ଦିକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ ମନାଯାଏ | କୁହାଯାଏ ଯେ ଯେଉଁ ବର-କନିଆଙ୍କ ମେହେନ୍ଦିର ରଙ୍ଗ ଯେତେ ବେଶି ଗାଢ଼ ହେବ, ତାଙ୍କ ଭିତରେ ସେତେ ବେଶି ଭଲପାଇବା ବଢିବ | ଯେତେ ଲମ୍ବା ସମୟ ପର୍ଯ୍ୟନ୍ତ ମେହେନ୍ଦିର ରଙ୍ଗ ଗାଢ଼ ରହିଥାଏ, ଦମ୍ପତିଙ୍କ ପାଇଁ ତାହା ଭାଗ୍ୟଶାଳୀ ବୋଲି ମନା-ଯାଇଥାଏ |
ମେହେନ୍ଦି କନିଆର ସୁନ୍ଦରତାରେ ଚାର-ଚାନ୍ଦ ଲଗେଇଦିଏ | ଏହା ସହିତ ମେହେନ୍ଦିକୁ ବହୁତ ପବିତ୍ର ବୋଲି ମଧ୍ୟ ମନା ଯାଇଥାଏ |

ସବୁ ଧର୍ମରେ ପବିତ୍ର ମନା-ଯାଏ ମେହେନ୍ଦି :-

ମେହେନ୍ଦି ସବୁ ଧର୍ମରେ ପବିତ୍ର ବୋଲି ମନା-ଯାଏ | ଭାରତରେ ତ ଏହା ବ୍ୟବହାର କରା ହିଁ ଯାଏ, ପାକିସ୍ତାନ ଆଉ ବାଙ୍ଗଲଦେଶ ମଧ୍ୟ ଏହାର ବହୁତ ମାତ୍ରାରେ ବ୍ୟବହାର କରାଯାଏ | ମେହେନ୍ଦି କୁ ନା କେବଳ ହାତ ରେ ବରଂ ଚୁଟି ମଧ୍ୟ ମେହେନ୍ଦି ଲଗାଯାଏ | ଏହା ବ୍ୟତୀତ ପ୍ରକୃତ ରଙ୍ଗ ପାଇଁ ମଧ୍ୟ ମେହେନ୍ଦିର ବ୍ୟବହାର କରାଯାଏ | ମୁସଲିମ୍ ଧର୍ମରେ ଲୋକ ନିଜ ଦାଢ଼ିରେ ମଧ୍ୟ ମେହେନ୍ଦି ଲାଗନ୍ତି,ବିଶ୍ୱାସ କରାଯାଏ ଯେ ପୈଙ୍ଗମ୍ବର ମହମ୍ମଦ ସାହବ ନିଜ ଦାଢ଼ିରେ ମେହେନ୍ଦି ଲଗେଇଥିଲେ |

Leave A Reply

Your email address will not be published.