ଫ୍ଲିପକାର୍ଟର ଜବରଦସ୍ତ ଅଫର ! ୨୯୯ ଟଙ୍କାରେ ଘରକୁ ଆଣନ୍ତୁ ୫ଜି ସ୍ମାର୍ଟଫୋନ,ଜାଣନ୍ତୁ କିପରି……

0

Get real time updates directly on you device, subscribe now.

ଯଦି ଆପଣ ଗୋଟିଏ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେଵେ ଆମ ପାଖରେ ଆପଣଙ୍କ ପାଇଁ ଗୋଟିଏ କମାଲ ଅଫର ରହିଛି|ଅନଲାଇନ ସଂପି ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଆପଣ ପିକୋର ସୁନ୍ଦର ୫ଜି ସ୍ମାର୍ଟ ଫୋନ,ପୋକୋ ଏମ୩ ପ୍ରୋ ୫ଜିକୁ ୧୫୯୯୯ ପରିବର୍ତ୍ତେ କେବଳ ୨୯୯ ଟଙ୍କାରେ କିଣି ପାରିବେ|

ପୋକୋ ଏମ୩ ପ୍ରୋ ୫ଜି ମାର୍କେଟରେ ଦର ୧୫,୯୯୯ ଟଙ୍କା ରହିଛି|ଏହିକୁ ଫ୍ଲିପକାର୍ଟ ୧୫% ରିହାତିରେ ୧୩,୪୯୯ ଟଙ୍କାରେ ବିକ୍ରି କରୁଛନ୍ତି|ଯଦି ଏହି ସ୍ମାର୍ଟଫୋନ କିଣିବା ସମୟରେ ଆପଣ ଯଦି ଏହାର ପେମେଣ୍ଟ ଜି ପେ,ଫୋନ ପେ,ଏସବିଆଇପେ,ପେ ଟିଏମ୍,ଟ୍ରୁ କଲର,ଭିମ ୟୁପିଆଇ ପେ,ଫ୍ରି ଚାର୍ଜ,ଆକ୍ସିସ ପେ,ସାମସଙ୍ଗ ପେ ବା ମୋବିକ୍ୱକରେ କରନ୍ତି ତୃଵେ ଖାସ ୟୁପିଆଇ ଅନ୍ତର୍ଗତ ଆପଣଙ୍କୁ ୫୦୦ ଟଙ୍କା କ୍ୟାସବ୍ୟାକ ମିଳିବ,ଫଳରେ ମୂଲ୍ୟ ୧୨,୯୯୯ ଟଙ୍କା ହେବ|

ଯଦି ଆପଣ ସ୍ମାର୍ଟଫୋନକୁ କେବଳ ୨୯୯ ଟଙ୍କରେ କିଣିବାକୁ ଚାହାନ୍ତି ତେଵେ ଆପଣଙ୍କୁ ପୁରୁଣା ସ୍ମାର୍ଟଫୋନ ବିକିବାକୁ ହେବ|ଫ୍ଲିପକାର୍ଟର ଏହି ଅଫରରେ ଆପଣ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରି ଏହି ସ୍ମାର୍ଟଫୋନ କିଣିଲେ ୧୨,୭୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ|ଯଦି ଆପଣଙ୍କୁ ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳେ ତେଵେ ଏହା ମୂଲ୍ୟ ୧୨୯୯୯ରୁ କମି ୨୯୯ ଟଙ୍କା ହେବ|

ପୋକୋର ଏହି ୫ଜି ସ୍ମାର୍ଟଫୋନ ମିଡିଆଟେକ ଡାଇମୋସିଟି ୭୦୦ ଚିପସେଟ ପ୍ରସେସରରେ କାମ କରେ|ଏଥିରେ ୪ ଜିବି ରାମ ସହ ୬୪ ଜିବି ଇନଣ୍ଟରନାଲ ଷ୍ଟୋରେଜ ମିଳେ|୬.୫ ଇଞ୍ଚର ଏଚଡି + ଡଟ ଡିସପ୍ଲେ ବାଲା ସ୍ମାର୍ଟଫୋନ ଗୋଟିଏ ଟ୍ରିପଲ ରିଅର କ୍ୟାମେରା ସେଟ୍ଅପ ସହ ଆସେ ଯେଉଁଥିରେ ୪୮ ଏମପିର ପ୍ରାଇମେରୀ ସେନ୍ସର,୨ ଏମପିର ଗୋଟିଏ,ଓ ୨ ଏମପିର ତୃତୀୟ ସେନ୍ସର ମିଳିବ|ଏଥିରେ ଆପଣଙ୍କୁ ୮ ଏମପିର ଫ୍ରଣ୍ଟ କ୍ୟାମେରା ଦିଆଯିବ|ଏହି ସ୍ମାର୍ଟଫୋନ ୫୦୦୦ ଏମ୍ଏଚ୍ ବ୍ୟାଟେରୀ ସହ ଆସେ|

Leave A Reply

Your email address will not be published.