ଜନଗହଳି ରାସ୍ତାରେ ୨ଟି ଗାଡ଼ିକୁ ଚଳାଉଛନ୍ତି ଜଣେ ଲୋକ,ଭରସା ହେଉନାହିଁ ତ ନିଜେ ଭିଡିଓ ଦେଖନ୍ତୁ

0

Get real time updates directly on you device, subscribe now.

ଦୁନିଆରେ ଏପରି ବହୁ ଭିଡିଓ ରହିଛି ଯାହାକୁ ଦେଖିବାପରେ ଆପଣଙ୍କ ଦିମାଗ ଗୋଲ ହୋଇଯିବ|କିଛି ଏଭଳି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି|ହଁ ଆଜ୍ଞା,ଆପଣ ସଡକରେ ସାଧାରଣତଃ ଦେଖିଥିବେ କାହାର ବାଇକ ଖରାପ ହେବା ପରେ ସେ ବ୍ୟକ୍ତି ଅନ୍ୟ ବାଇକର ପଛରେ ବସି ଖରାପ ବାଆକକୁ ହ୍ୟାଣ୍ଡେଲ କରି ମେକାନିକ ପାଖକୁ ନେଇଥାଏ|କିନ୍ତୁ କ’ଣ ଆପଣ ଏକାବେଳେ ଦୁଇଟି ବାଇକ ଚଳାଉଥିବା ଦେଖିଛନ୍ତି? ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓରେ ବ୍ୟକ୍ତି ଅଜବଗଜଵ ତରିକାରେ ବାଇକ ଚଳାଉଥିବା ଦେଖାଯାଏ|ଆପଣ ମଧ୍ୟ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ|

ଭିଡିଓରେ ଜଣେ ଯୁବକ ଵହୁ ଭିଡ ସଡକରେ ଗୋଟିଏ ସମୟରେ ଦୁଇଟି ବାଇକ ଚଳାଉଥିବା ଦେଖାଯାଏ|ଯୁଵକର ଏଭଳି କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି|ଲୋକମାନେ କହୁଛନ୍ତି ଏଭଳି ହେଭି ଡ୍ରାଇଭର ଆମେ କେଵେ ଦେଖିନାହିଁ|ଆପଣ ବିଭିନ୍ନ ଷ୍ଟଣ୍ଟ ଦେଖିଥିବେ କିନ୍ତୁ ଏଭଳି ଡ୍ରାଇଭରର ଭିଡିଓ କେଵେ ଦେଖିନଥିବେ|

ଭିଡିଓରେ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଦୁଇଟି ବାଇକ ଚଳାଉଛନ୍ତି|ଆଶ୍ଚର୍ଯ୍ୟର କଥା ଏହା କୈାଣସି ଖୋଲା ସଡକରେ ନାହିଁ ଭିଡ ସଡକରେ ଏକାବେଳେ ଦୁଇଟି ବାଇକ ଚଳାଉଥିବା ଦେଖାଯାଏ|

ବ୍ୟସ୍ତ ସଡକରେ ଏକ ସମୟରେ ଦୁଇଟି ବାଇକ ସବାରୀ କରୁଥିବା ଦେଖିଲେ ହୃଦୟ ଦୋହଲିଯିବ, କିନ୍ତୁ ସେ ସହଜରେ ଡ୍ରାଇଭ କରିଛି|ବହୁତ ଲୋକ ଭ୍ରମିତ ହୋଇ ପ୍ରଶ୍ନ କରୁଛନ୍ତି ଏହା କିଭଳି ସମ୍ଭବ|ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ|ଏହାକୁ ଇନଷ୍ଟାଗ୍ରାମରେ ମେମ୍ ସେଣ୍ଟ୍ରାଲ ଡଟ ଟେବ ନାମକ ଏକାଉଣ୍ଟ୍ ଦ୍ୱାରା ସେୟାର କରାଯାଇଛି|

Leave A Reply

Your email address will not be published.