ଜିଓର ଦିଲ ଖୁସ୍ କରି ଦେଲାଭଳି‌ ଅଫର : ଗୋଟିଏ ଦିନରେ ଖର୍ଚ୍ଚ କରିପାରିବେ ୨୫ ଜିବି ଡାଟା, ଦେଖନ୍ତୁ ବିନା ଲିମିଟ ଯୁକ୍ତ‌ ପ୍ଲାନ…

0

Get real time updates directly on you device, subscribe now.

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ୟୁଜର୍ସକୁ ଗୋଟିଏ ଜବରଦସ୍ତ ପ୍ଲାନ ଦେଉଛି ଯାହା ୟୁଜର୍ସ ପାଇଁ ବହୁ ମୂଲ୍ୟବାନ ସାବ୍ୟସ୍ତ ହୋଇପାରେ|ଏହି ପ୍ଲାନରେ ୨୫ ଜିବି ଡାଟା ଦିଆଯାଉଛି ତାହା ପୁଣି ବିନା ଲିମିଟରେ|ଏହାକୁ ଆପଣ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିପାରିବେ|ଏହା ଫ୍ରିଡମ ପ୍ଲାନ‌ ଅଟେ|ଏହାର ମୂଲ୍ୟ ୩୦୦ ଟଙ୍କାରୁ ବି କମ ଅଟେ|ଏଥିରେ ଆପଣଙ୍କୁ ଡାଟା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ|ଚାଲନ୍ତୁ ଜାଣିବା

ଏହାର ମୂଲ୍ୟ ୨୯୬ ଟଙ୍କା ଅଟେ|ଏଥିରେ ୟୁଜର୍ସକୁ ୨୫ ଜିବି ଡାଟା ଦିଆଯାଉଛି ତାହା ପୁଣି ବିନା ଲିମିଟ ସହିତ|ଏହି ପ୍ଲାନର ବୈଧତା ୩୦ ଦିନ ଅଟେ|ଆପଣ ୩୦ ଦିନ ଭିତରେ ୨୫ ଜିବି ଡାଟା ଖର୍ଚ୍ଚ କରିପାରିବେ|ଏହା ବ୍ୟତୀତ ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗର ସୁବିଧା ଦିଆଯାଏ|ଏହା ବ୍ୟତୀତ ଏହି ପ୍ଲାନରେ ୧୦୦ ଏସ୍ଏମ୍ଏସ ଦିଆଯାଏ|ଏହାସହ ଜିଓ‌ ଟିଭି,ଜିଓ ସିନେମା,ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡର ସୁବିଧା ମାଗଣାରେ ଦିଆଯାଏ|

ଏୟାରଟେଲ ୨୯୯ ପ୍ଲାନ‌ ଅଫର ଦେଉଛି|ଏଥିରେ ୧.୫ ଜିବି ଡାଟା ଦୈନିକ ଦିଆଯାଉଛି|ଏହି ପ୍ଲାନରେ ଆପଣଙ୍କୁ ଦୈନିକ ୧.୫ ଜିବି ଡାଟା ମିଳିଥାଏ ଓ ଏହାପରେ ଡାଟା ସ୍ପିଡ କମିଯାଏ|କଲିଙ୍ଗ,ଏସ୍ଏମ୍ଏସ ଭଳି ଏସ୍ଏମ୍ଏସ ବେନଫିଟ ଦେଉଛି|ଭିଆଇରେ ଦୈନିକ ୧.୫ ଜିବି ଡାଟା ଦିଆଯାଏ|କିନ୍ତୁ ଏହି ପ୍ଲାନରେ ଦୈନିକ ୧.୫ ଜିବି ଡାଟା ଦିଆଯାଏ ଓ ଏହାପରେ ସ୍ପିଡ ଧିରେଧିରେ କମ ହୋଇଯାଏ|କଲିଙ୍ଗ,ଏସ୍ଏମ୍ଏସ ବେନଫିଟ କମ୍ପାନୀ ଦେଇଥାଏ|

Leave A Reply

Your email address will not be published.