ଜଣେ ବାପା ନିଜର ଟେଲେଣ୍ଟ ଦେଖେଇବାକୁ ଯାଇ ପୁଅ ମୁଁହରେ ସିଗାରେଟ୍ ରଖି ମା-ରି-ଲା ଗୁ-ଳି,ଆଉ ତା ପରେ ଯାହାହେଲା….ଦେଖନ୍ତୁ ଭିଡ଼ିଓ

ଆଜିକାଲି ଦିନରେ କିଏ କଣ କରୁଚି କହିହବନି ।ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ତେବେ ଘଟ-ଣାଟି ଦକ୍ଷିଣ ଇରାକର ଏକ ଅଞ୍ଚଳର ବୋଲି ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ବି-ରୋ-ଧ କରିବା ସହ ବ୍ୟକ୍ତିଙ୍କ ଏପରି କାରନାମାକୁ ନି-ନ୍ଦା ମଧ୍ୟ କରିଛନ୍ତି । ନିଜ ଦକ୍ଷତା ଦେଖେଇବା ପାଇଁ ପୁଅର ଜୀବନକୁ ବି ବାଜିରେ ଲଗାଇ ଦେଇଛନ୍ତି ବାପା । ପୁଅ ମୁହଁରେ ଏକ ସିଗାରେଟ ରଖି ଏହାକୁ ଲକ୍ଷ୍ୟଭେଦ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ପୁଅ ମଧ୍ୟ ଆକାଶକୁ ମୁହଁ କରି ସିଗାରେଟ ନିଜ ପାଟିରେ ରଖି ଦେଇଛି ଯାହାକୁ ଟା-ର୍ଗେ-ଟ କରୁଛନ୍ତି ବାପା । ଏହାପରେ ବ୍ୟକ୍ତିଜଣକ ସିଗାରେଟକୁ ଗୁ-ଳି ମଧ୍ୟ ଚଳାଇଛନ୍ତି ।ତେବେ ବାପାଙ୍କ ବନ୍ଧୁକରୁ ବାହାରିଥିବା ଗୁ-ଳି ସିଧା ଯାଇ ସିଗାରେଟରେ ଲାଗିଥିଲା ଏବଂ ସିଗାରେଟ ଦୁଇ ଖଣ୍ଡ ହୋଇଯାଇଥିଲା ।

ତେବେ ପୁଅ ଦେହରେ କିମ୍ବା ମୁହଁରେ ଗୁ-ଳି ଲାଗି ନାହିଁ । ଯଦି ପୁଅ ଯଦି ଟିକିଏ ହଲଚଲ ହୋଇଥାଆନ୍ତା ତାହେଲେ ପରିସ୍ଥିତି କଣ ହୋଇ ଥାଆନ୍ତା । ଏକ୍ସପେରିମେଣ୍ଟ ଚ-କ୍କ-ରରେ ନିଜ ପୁଅକୁ ହରାଇ ବସିଥାଆନ୍ତା ବାପ । ତେଣୁ ଆପଣ ଏଭଳି କିଛି କାମ ଠୁ ଦୂରେଇ ରୁହନ୍ତୁ।

odia sambada
Comments (0)
Add Comment