ଦେଖନ୍ତୁ ଭିଡ଼ିଓ : ପଂକ୍ଚର ବନାଉଥିବା ସମୟରେ ଅଚାନକ ପାଦ ତଳୁ ଖସିଗଲା ମାଟି,ପୋତି ହୋଇଗଲେ ୫ ଲୋକ ..

ପାଦତଳୁ ମାଟି ଖସିଯିବାର କଥା ଆପଣ ନିହାତି ଭାବରେ ଶୁଣିଥିବେ। କିନ୍ତୁ ଏହାର ଜୀବନ୍ତ ଉଦାହରଣ ରାଜସ୍ଥାନର ଜୟସାଲମେରରେ ଦେଖିବାକୁ ମିଳିଛି। ଏଠାରେ ପାଞ୍ଚଜଣ ଲୋକଙ୍କ ପାଦ ତଳୁ ସତରେ ମାଟି ଖସି ଯାଇଛି। ଦେଖୁ ଦେଖୁ ସମସ୍ତେ ମାଟି ତଳେ ପ-ଶିଗଲେ। ଏହି ଭିଡ଼ିଓ ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହେବାପରେ ଓ ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି

ମାଟି ଭିତରକୁ ଚାଲିଗଲେ 5 ଜଣ ଲୋକ:-

ଏହି ଅ-ଦ୍ଭୁ-ତ ଘ-ଟଣା ଏକ ଟାୟାର ପଂକ୍ଚର ଦୋକାନରେ ଘଟିଥିଲା। ଏହି ଘ-ଟଣା ଜୟସାଲମେର ରେଲୱେ ଷ୍ଟେସନ ବାବା ବାୱଡ଼ି ମେନ ରୋଡ଼ ଘ-ଟଣା ଅଟେ। ଏହି ଘଟ-ଣାର ସିସିଟିଭି ଫୁଟେଜକୁ ଦେଖି ଲୋକ ମାନେ ହଇ-ରାଣ ହୋଇଛନ୍ତି। ଏଥିରେ ଦେଖାଯାଇଛି ପାଞ୍ଚଜଣ ଲୋକେ ଟାୟାର ପଂକ୍ଚର ଦୋକାନରେ ଛିଡ଼ା ହୋଇଛନ୍ତି। କିଛି ପରସ୍ପର ସହିତ କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ବାଇକ ରିପେୟାର କରୁଥିଲା।

ଦେଖୁ ଦେଖୁ ଏହି ଅଜବ ଘ-ଟ-ଣା ଘଟିଗଲା। ପାଞ୍ଚଜଣ ଲୋକେ ଯେଉଁ ମାଟି ଉପରେ ଛିଡ଼ା ହୋଇଥିଲେ ତାହା ଫା-ଟି ଯାଉଛି। ପୁଣି ଜଣକ ପରେ ଜଣେ ମାଟି ଭିତରକୁ ଚାଲି ଯାଉଛନ୍ତି। ଏହାସହ ଶେଷରେ ବାଇକଟି ମଧ୍ୟ ମାଟି ଭିତରକୁ ଚାଲି ଯାଉଛି। ଆପଣ ଭାବୁଥିବେ ଏମିତି କଣ ହେଲା ଯାହାକି ସମସ୍ତେ ମାଟି ତଳକୁ ଚାଲିଗଲେ।

ଏହା ଥିଲା ମାଟି ଫାଟିବାର କାରଣ:-

ଏହି ଟାୟାର ପଂକ୍ଚର ଦୋକାନ ଏକ ନାଳ ଉପରେ ତିଆରି ହୋଇଥିଲା। ଏହି ନାଳ ଉପରେ ପଥରର କିଛି ସ୍ଲାବ ରଖାଯାଇଥିଲା। ଏହା ଉପରେ ଅଧିକ ଭାର ପଡ଼ିବାରୁ ଏହା ଖସି ଯାଇଥିଲା। ଏହା ଭା-ଙ୍ଗି-ବା ପରେ ସବୁ ଲୋକେ ଓ ବାଇକ ନଳା ଭିତରକୁ ପଡ଼ିଗଲା। ନାଳ ଶୁଖିଲା ଥିବାରୁ କାହାରିକୁ ଆହତ ଲାଗିଲା ନାହିଁ। ସବୁ ଲୋକ ନିଜେ ନିଜେ ନାଳରୁ ବାହାରକୁ ଆସିଲେ।

ଏବେ ଏହି ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ଇଂଷ୍ଟାଗ୍ରାମ ଜି ନ୍ୟୁଜ ଇଂଷ୍ଟାଗ୍ରାମ ପେଜ ରେ ଶେୟର କରାଯାଇଛି। ଭିଡ଼ିଓ ଶେୟର କରିବା ସହ ଏହା କ୍ୟାପ୍ସନରେ ଲେଖାଥିଲା କି, ଦେଖୁ ଦେଖୁ ପାଞ୍ଚଜଣ ମାଟି ତଳକୁ ଚାଲିଗଲେ, ଦେଖନ୍ତୁ ଏହି ଭିଡ଼ିଓ।

odia sambada
Comments (0)
Add Comment