ନିଜ ସ୍ୱାମୀର ମୃ-ତ୍ୟୁ ଖବର ପାଇ ଖୁସି ହୋଇଗଲା ପତ୍ନୀ ଓ ପ୍ରେମିକ ସହିତ ରୁମ ଭିତରେ କଲା ରୋ-ମାନ୍ସ:-

0

Get real time updates directly on you device, subscribe now.

ସ୍ୱାମୀର ମୃ-ତ୍ୟୁ ଖବର ପାଇ ପତ୍ନୀ ଖୁସି ହୋଇଗଲା। ସେ ନିଜର ପ୍ରେମିକକୁ ଏଥିରେ ସାବାସ ଜଣାଇଥିଲେ ଓ ଏହାପରେ ଉଭୟ ବହୁତ ସମୟ ଯାଏଁ ମର୍ଡ-ରକୁ ଅଞ୍ଜାମ ଦେଇଥିଲେ। ଏହାପରେ ଉଭୟ ନିଜ ନିଜର ଘରକୁ ଚାଲିଗଲେ ଯେମିତିକି କିଛି ହୋଇନାହିଁ। ପୋ-ଲିସ ମାତ୍ର କିଛି ସମୟ ଭିତରେ ମର୍ଡ-ରର ପ୍ଲାନକୁ ଖୁଲାସା କରିନେଲା। ଘଟ-ଣାଟି ଜୟପୁର ଜିଲ୍ଲାର ଗୋବିନ୍ଦଗଡ଼ ଥା-ନା ଅଞ୍ଚଳର ଅଟେ।

ର-କ୍ତରେ ଜର୍ଜ-ରିତ ଥିଲା ଶ-ବ ଓ ଭାଙ୍ଗି ଯାଇଥିଲା ସମ୍ପୂର୍ଣ୍ଣ ହାଡ଼:-

ପୋ-ଲିସ କହିଥିଲା କି, ତିନିଦିନ ପୂର୍ବରୁ ଗୋବିନ୍ଦଗଡ଼ରୁ କିଛି ଦୂରରେ ରେନବାଲ ପାଖରେ ଏକ ଯୁବକର ଲାଶ ମିଳିଥିଲା। ତାଙ୍କ ମୁଣ୍ଡରେ ଗମ୍ଭୀର ଆହ-ତ ଲାଗିଥିଲା। ହାତ ଓ ଗୋଡ଼ର ହାଡ଼ ସବୁ ଭା-ଙ୍ଗି ଯାଇଥିଲା। ଦେଖି ଲାଗୁଥିଲା କି, କାର ଚକା ତଳେ ଆସି ଏମିତି ହୋଇଛି

ପୋଲି-ସକୁ ସେଠାରୁ ମୋବାଇଲ ଫୋନ ମିଳିଲା, ତାଙ୍କର ପରିଚୟ ସେଠାରୁ ଗିରଧାରୀ ଲାଲ ରୂପରେ ହୋଇଥିଲା। ପୋ-ଲିସ ଯେତେବେଳେ ଏହି ଖବର ନେଇ କରି ଆସି ପହଞ୍ଚିଥିଲେ ସେତେବେଳେ ପତ୍ନୀଙ୍କ ରିଆକ୍ସନ ପୋ-ଲିସକୁ କିଛି ଠିକ ଲାଗିନଥିଲା।

ମାଷ୍ଟର ମାଇଣ୍ଡ ଥିଲା ପତ୍ନୀ:-

ପୋଲିସ ସର୍ବପ୍ରଥମେ ଗିରଧାରୀଙ୍କ ସ୍ତ୍ରୀ କୁ ରିମା-ଣ୍ଡରେ ନେଇଥିଲେ ଓ ଏହାପରେ ମାଉସୀ ପୁଅ ଭାଇକୁ ମଧ୍ୟ ଗି-ରଫ କଲେ। ପରେ ପୋଲିସ ଜାଣିଲା ଏହି ମୃ-ତ୍ୟୁ ଅବୈଧ ପ୍ରେମ ସ-ମ୍ଵନ୍ଧ ଯୋଗୁଁ ହୋଇଛି। ଗିରଧାରୀଙ୍କ ପତ୍ନୀ କମଳା କହିଥିଲା କି, ତାଙ୍କର ସୁନୀଲ ନାମକ ଏକ ଯୁବକ ସହିତ ପ୍ରେମ ସ-ମ୍ଵନ୍ଧ ଥିଲା ଓ ସେମାନଙ୍କ ମଧ୍ୟରେ ବହୁତଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ହୋଇଥିଲା ଓ ଏହିକଥା ଯେତେବେଳେ ଗିରଧାରୀ ଜାଣିଲା ସେତେବେଳେ ବବାଲ ମଚିଗଲା।

ଏହିପରି ଭାବରେ ନିଜ ସ୍ୱାମୀକୁ ଦେଲେ ମୃ-ତ୍ଯୁ ଦ-ଣ୍ଡ:-

ଏହାପରେ ସ୍ତ୍ରୀ ନିଜ ସ୍ୱାମୀକୁ ମା-ରିବାପାଇଁ ଯୋଜନା ବନାଇବା ଆରମ୍ଭ କରିଦେଲା। ଗିରଧାରୀର ମାଉସୀ ପୁଅ ଭାଇ ରମେଶକୁ ମଧ୍ୟ ସାଥିରେ ନିଆଗଲା। ରମେଶ ଓ ସୁନୀଲ ଗିରଧାରୀକୁ ବହୁତ ମ-ଦ ପିଇବାକୁ ଦେଇଥିଲେ। ଏହାପରେ ଗିରଧାରୀ ଉପରେ କାର ଚଢାଇ ଏହାକୁ ଏକ ଆକ୍ସି-ଡ଼େଣ୍ଟ ରୂପ ଦେବାକୁ ଚେଷ୍ଟା କରାଯାଇଥିଲା।

Leave A Reply

Your email address will not be published.