ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

0

Get real time updates directly on you device, subscribe now.

ଏବେ ଏମିତି ଏକ ଘଟ-ଣା ଆସିଛି ଯାହା ଶୁଣିଲେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ ଆପଣମାନଙ୍କ ପ୍ରିୟ ନେତା ଏବଂ ବର୍ତ୍ତମାନ ସମୟର ଲୋକପ୍ରିୟ ରାଜନେତା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ତାଙ୍କ ସୁର-କ୍ଷା ପାଇଁ ମନୋନୀତ ହୋଇଥିବା ASIଙ୍କ ଗୁ-ଳି ମା-ଡ଼ରେ ବର୍ତ୍ତମାନ ସମୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ମୃ-ତ୍ୟୁ ଘଟିଛି। ଏହା ଅଜାଣତରେ ହୋଇଛି ବୋଲି କୁହାଯାଉଛି ଏବଂ ଏହା ପ୍ରଥମ ଥର ହୋଇଥିବା ଶୁଣିବାକୁ ମିଳିଛି ।ଗୁ-ଳିମା-ଡ଼ରେ ଜୀବନ ହାରିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ମିଳିଥିବା ସୂଚନା ଅନୁସାରେ ଝାଡ଼ସୁଗୁଡାରେ ତାଙ୍କର କାର୍ଯ୍ୟକ୍ରମ ସାରିକି ସେ ଯେତେବେଳେ ବ୍ରଜରାଇନଗର ଆସୁଥିଲେ ସେତେବେଳେ ଏହିଭଳି ଏକ ଅଭା-ବନୀୟ ଘ-ଟଣା ଘଟିଛି ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଏକ ଉଦ୍ଘାଟନୀ ସଭାକୁ ଯିବା ପାଇଁ ଯେତେବେଳେ ସେ ତାଙ୍କର ଗାଡ଼ିରୁ ଅଲ୍ହାଇ ଥିଲେ ସେତେବେଳେ ଏହିଭଳି ଏକ ଅଭା-ବନୀୟ ଘଟ-ଣାଟି ଘଟି ଯାଇଥିଲା |ପୋ-ଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁ-ଳି ଚାଳନା କରିବା ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା ।

ହେଲେ ନବଙ୍କ ଅବସ୍ଥା ସଙ୍କ-ଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃ-ତ ଘୋଷଣା କରିଛନ୍ତି ଡାକ୍ତର ।ତେବେ ଏହି ହ-ତ୍ୟାକା-ଣ୍ଡ ପଛର ରହସ୍ୟ କ’ଣ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।ଅନ୍ୟପଟେ ଗୁ-ଳି କରିଥିବା ASI ଗୋପାଳ ଦାସଙ୍କ ପତ୍ନୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା ।

ସେ ଦୀର୍ଘ ଦିନ ହେବ ଔଷଧ ଖାଉଥିଲେ । ଗତକାଲି ରାତିରେ ଘରକୁ ଫୋନ୍‌ ମଧ୍ୟ କରିଥିଲେ । ସାଧାରଣ ଭାବେ କଥାବାର୍ତ୍ତା କରୁଥିଲେ । ଅସୁସ୍ଥ ଥିବା ଭଳି ଜଣାପଡ଼ୁ ନଥିଲେ । ହେଲେ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଲେ ଆଉ ଗୁ-ଳି କଲେ ତାହା ଜାଣିନାହାନ୍ତି ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ । ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ ନବ ଦାସଙ୍କୁ ସେ କେବେ ଭେଟି ନାହାନ୍ତି କି ଜାଣିନାହାନ୍ତି ।

Leave A Reply

Your email address will not be published.