ଇଏ ସେହି ଗୋପାଳ,ଯିଏକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଛି

0

Get real time updates directly on you device, subscribe now.

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଗୁ-ଳି ମା-ଡରେ ଗୁରୁ-ତର ଆ-ହତ ହୋଇଛନ୍ତି । ଗୋପାଳ ଚନ୍ଦ୍ର ଦାସ ନାମକ ଜଣେ ପୁ-ଲିସ କର୍ମଚାରୀ ତାଙ୍କ ଉପରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁ-ଳି ଚଳାଇ ଥିବା ପୁ-ଲିସ ଏସଡିପିଓ ଗଣମାଧ୍ୟମକୁ କହିଛନ୍ତି ।

ଗୁରୁତର ଥିବା ମନ୍ତ୍ରୀଙ୍କୁ ଏୟାର ଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି। ବ୍ୟକ୍ତିଗତ ଶତ୍ରୁ-ତାକୁ ନେଇ ମନ୍ତ୍ରୀଙ୍କ ଉପରେ ଗୁ-ଳି ମା-ଡ ହୋଇଥିବା ସ-ନ୍ଦେହ କରାଯାଉଛି କିନ୍ତୁ ଅନ୍ୟ ପକ୍ଷରୁ ଚିନ୍ତା କଲେ ଅନେକ ସ-ନ୍ଦେହ ଉ-ଙ୍କି ମାରୁଛି । ମନ୍ତ୍ରୀ ନବ ଦାସ ଆଜି ସକାଳେ ବ୍ରଜରାଜନଗରରେ ଦଳୀୟ କାର୍ଯ୍ୟକ୍ରମ ପାଇଁ ପହଞ୍ଚିବା ପରେ ଗାଡି କବାଟ ଖୋଲି ତଳକୁ ଓହ୍ଲାଇବା ସମୟରେ ଗୁ-ଳି ମା-ଡ ହୋଇଛି ।

ଅପେକ୍ଷାରତ ଲୋକମାନେ ମନ୍ତ୍ରୀଙ୍କୁ ଫୁଲମାଳ ପକାଇ ସ୍ବାଗତ କରିବା ସମୟରେ ଏହି ଗୁ-ଳି ମା-ଡ ହୋଇଛି । ଗୁଳି ଫୁଲମାଳ ଭିତରେ ଛାତିରେ ବଜିଥିବାରୁ ମନ୍ତ୍ରୀ ହଠାତ କିଛି ବୁଝିପାରି ନଥିଲେ । ଗୁ-ଳି ବାଜିବା ପରେ ମନ୍ତ୍ରୀ ଛାତିରେ ହାତ ମା-ରି ରକ୍ତ ବାହାରୁ ଥିବା ଜାଣିଥିଲେ ଓ ଗାଡିରେ ଅ-ଚେତ ଅବସ୍ଥାରେ ଟଳି ପଡ଼ିଥିଲେ । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ନିଆଯାଇ ଚିକିତ୍ସା କରାଯିବା ପରେ ସେଠାରୁ ବିମାନ ଯୋଗେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ନିଆଯାଇଛି ।

ତେବେ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ପ୍ରତୀତ ହେଉଛି ପୁ-ଲିସ କର୍ମଚାରୀ ଜଣକ ମନ୍ତ୍ରୀଙ୍କୁ ମାରିବା ପାଇଁ ପୂର୍ବରୁ ପ୍ରସ୍ତୁତି କରି ସାରିଥିଲେ ଏବଂ ମନ୍ତ୍ରୀ କାରରୁ ଓହ୍ଲାଇ ସମର୍ଥକଙ୍କଠାରୁ ଫୁଲମାଳ ଗ୍ରହଣ କରିଥିବା ସମୟରେ ଛାତିକୁ ଲକ୍ଷ କରି ଗୁ-ଳି ମା-ରିଛନ୍ତି । ଗୁ-ଳି ମା-ରିବା ପରେ ପୁ-ଲିସ କର୍ମଚାରୀ ଜଣକ ଘ-ଟଣା ସ୍ଥଳରୁ ଦୌଡ଼ି ପଳାଇ ପାଇଁ ଚେଷ୍ଟା କରିଥିଲେ । ଯିବା ସମୟରେ ଚାରିରୁ ପାଞ୍ଚ ରାଉଣ୍ଡ ଫାଙ୍କା ଗୁ-ଳିଚା-ଳନା କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି ।

ଗୁ-ଳି ମା-ରିଥିବା ପୁ-ଲିସ କର୍ମଚାରୀଙ୍କ ନାମ ଗୋପାଳକୃଷ୍ଣ ଦାସ ବୋଲି କୁହାଯାଉଛି । ମନ୍ତ୍ରୀ ନବଦାସ ଙ୍କ ଉପରକୁ ଗୁ-ଳି ମା-ରିଥିବା ଏ.ଏସ.ଆଇ ଗୋପାଳ ଦାସ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟସ୍ଥ ଗଞ୍ଜୁ ଗ୍ରାମର ବାଉରୀ ସାହି ବାସିନ୍ଦା ଅଟନ୍ତି । ସେ ବ୍ରହ୍ମପୁର ପୋ-ଲିସ ଜିଲ୍ଲାରେ କନେଷ୍ଟବଲରୁ ୨୦୧୪ ମସିହାରେ ପ୍ରମୋସନ ପାଇଁ ଏ.ଏସ.ଆଇ ଭାବେ ଝାରସୁଗୁଡା ପୋ-ଲିସ ଜିଲ୍ଲାକୁ ବଦଳି ହୋଇଥିଲେ

ଗଣମାଧ୍ୟମକୁ ତାଙ୍କ ସ୍ତ୍ରୀ ଦେଇଥିବା ବ-ୟାନ ଅନୁଯାୟୀ ସେ ମାନସିକ ଭାବେ ସୁସ୍ଥ ନ ଥିଲେ ଏବଂ ସାତ ବର୍ଷରୁ ଔଷଧ ଖାଉଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟ-ଣାକୁ ଗୁରୁତ୍ବର ସହ ନେବା ସହିତ ତୁରନ୍ତ ଘଟ-ଣାର କ୍ରାଇମ ବ୍ରାଞ୍ଚ ତ-ଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାର ସୂଚନା ପ୍ରାପ୍ତ ହୋଇଛି ।

Leave A Reply

Your email address will not be published.