ଚୀନ ରଚିଲା ବଡ଼ ଷଡ଼ଯନ୍ତ୍ର, କୋଭିଡ଼ ନାଁ ରେ ସାରାବିଶ୍ୱ ବିରୁଦ୍ଧରେ କରୁଛି ଏହି ପ୍ଲାନ:-

0

Get real time updates directly on you device, subscribe now.

ଚୀନ କହୁଛି କରୋନା ଆରମ୍ଭ ହୋଇ ଆପେଆପେ କମ ହୋଇଯିବ ଓ ଏଥିରେ ଆର୍ଥିକ କିମ୍ବା ଇକୋନୋମି ଅଗ୍ରଗତି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ। ଚୀନ ର କହିବାହେଲା ଭାଇରସ ଚାଇନାରୁ ବାହାରି ଅଲଗା ଅଲଗା ଦେଶକୁ ମାଡ଼ିବ ଯେଉଁଥିରେ ବହୁତ ଲୋକଙ୍କ ଜୀବନ ଯିବ।

ଚୀନ ବର୍ତ୍ତମାନ କରୋନାରେ ସଂକ୍ରମିତ ଥିବା ବୃଦ୍ଧ ବ୍ୟକ୍ତିଙ୍କର ଚିକିତ୍ସା କରାଉନାହିଁ ଓ ଏପରିକି ଚୀନ ସେମାନଙ୍କୁ ଟୀକା ମଧ୍ୟ ପ୍ରଦାନ କରୁନାହିଁ। ଚୀନ ର କହିବାହେଲା ଏହି 4 କୋଟି ବୃଦ୍ଧ ତାଙ୍କ ଦେଶ ପାଇଁ ଆଉ ଦରକାରୀ ନୁହଁନ୍ତି। ସୂତ୍ରରୁ ଜଣାପଡ଼ିଛି 80 ବର୍ଷରୁ ଅଧିକ ଲୋକଙ୍କୁ ମାତ୍ର 40 ପ୍ରତିଶତ ଟୀକାକରଣ ହୋଇଛି ଓ ବାକି ଲୋକଙ୍କୁ ସେମିତି ଛାଡିଦିଆଯାଉଛି, କିଛି ବରିଷ୍ଠ ଲୋକଙ୍କ କହିବାହେଲା ନିଜର 150 କୋଟି ଜନସଂଖ୍ୟାକୁ କମ କରିବାଲାଗି ଚୀନ ଏହିପରି କରୁଛି।

କୋଭିଡ଼ କୁ ସୃଷ୍ଟି କରି ଚୀନ ଏକପ୍ରକାରର ବାୟୋ ୱେପନ କ୍ରିଏଟ କରିଛି ଯାହାଦ୍ୱାରା ଭାଇରସ ଅନ୍ୟ ଦେଶ ମାନଙ୍କରେ ପ୍ରସାରିତ ହେବ ଓ ଅନ୍ୟ ଦେଶ ଗୁଡ଼ିକର ଇକୋନୋମି ହ୍ରାସ ପାଇବ ଯାହାକି ଚୀନ ପାଇଁ ଫାଇଦା ସାବ୍ୟସ୍ତ ହେବ। କୋଭିଡ଼ କୁ ବାୟୋ ୱେପାନ ଭାବରେ ବ୍ୟବହାର କରି ଚୀନ ସଫଳତା ହାସଲ କରିଛି।

ମିଥ୍ୟା ଓ ଗୁଜବ ରଚୁଛି ଚୀନ:-

ମିଡ଼ିଆ ଖବର ଅନୁସାରେ ପ୍ରତିଦିନ ଚୀନରେ 57 ଲକ୍ଷରୁ ଅତ୍ୟଧିକ କେସ ଓ ଲଗାତାର ମୃତ୍ୟୁ ବଢୁଥିବା ଖବର ଆମକୁ ଦେଖାଯାଉଛି କିନ୍ତୁ ସରକାରୀ ଡ଼ିଟେଲସ ଆମକୁ ଆଶ୍ଚର୍ଯ୍ୟ କରିଦେଉଛି। ଚୀନ ର ସ୍ୱାସ୍ଥ୍ୟ ବିଭାଗ ଆୟୋଗ ସୂଚନା ଦେଇଛନ୍ତି ଯେ, ଡିସେମ୍ବର 22 ତାରିଖ ପର୍ଯ୍ୟନ୍ତ ଚୀନରେ କୌଣସି ମୃତ୍ୟୁ ହୋଇନାହିଁ ଓ ଏଯାଏଁ ମାତ୍ର 3,761 କେସ ହିଁ ରହିଛି।

Leave A Reply

Your email address will not be published.