ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ଦେଖାଗଲେ ଚର୍ଚ୍ଚିତ ରାନୁ ମଣ୍ଡଳ । ଭିଡିଓ ହେଲା ଭାଇରାଲ୍ ଦେଖନ୍ତୁ ।

0

Get real time updates directly on you device, subscribe now.

ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ । ରାନୁ ମଣ୍ଡଳ । ଦିନେ ଏହି ନାଁ ଚର୍ଚ୍ଚାରେ ଥିବାବେଳେ ଏବେ ଥଟା ମଜାର ଖୋରାକ ହୋଇଯାଇଛି । ଦିନେ ଯିଏ ଷ୍ଟେସନରେ ବସି ଭିକ ମାଗି ଚାଲୁଥିଲେ ସେ ଷ୍ଟାର କେମିତି ହେଲେ ତାହା ଆପଣ ମାନେ ଖୁବ ଭଲ ଭାବେ ଜାଣିଥିବେ ।

ରାନୁ ମଣ୍ଡଳ ଙ୍କୁ ପ୍ରଥମ ଥର ପାଇଁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ବଲିଉଶ ଶିଂଗର ହିମେଶ ରେଶମୀୟା । ଏହା ପରେ ରାନୁ ମଣ୍ଡଳ ଏମିତି ଚର୍ଚ୍ଚା କୁ ଆସିଲେ ତାଙ୍କର ଲାଇଫ ଷ୍ଟାଇଲ ଠାରୁ ଆରମ୍ଭ କରି ତାଙ୍କ ଦୁନିଆ ହିଁ ବଦଳି ଯାଇଥିଲା ।

କିନ୍ତୁ ପରେ ସେ ପୁଣି ତାଙ୍କର ପୂର୍ବ ଅବସ୍ଥାକୁ ଫେରି ଯାଇଥିଲେ । ଆଉ ସୋସିଆଲ ମିଡିଆରେ ବିଭିନ୍ନ ଢଙ୍ଗରେ ଭିଡିଓ କରି ପୋଷ୍ଟ କରି ଚର୍ଚ୍ଚା କୁ ଆସିବା ପାଇଁ । ସୂଚନାନୁସାରେ, ଲତା ମଙ୍ଗେଶକରଙ୍କ ‘ଏକ ପ୍ୟାର କା ନଗମା ହେ’ ଗୀତକୁ ଏକ ରେଲୱେ ଷ୍ଟେସନରେ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

View this post on Instagram

A post shared by Rohan Shaw (@rohanyt779)

ଯାହାକି ତାଙ୍କୁ ଲୋକଲୋଚନକୁ ଆଣିଥିଲା । ପରେ ନିଜକୁ ସେ ସେଲିବ୍ରିଟି ଅନୁଭବ କରି ଜନତାଙ୍କୁ ଅନୁଚିତ ବ୍ୟବହାର ଦେଖାଇ ଟ୍ରୋଲ ହୋଇଥିଲେ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ପୁଣିଥରେ ରାନୁ ମଣ୍ଡଳଙ୍କ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ ।

ଭିଡିଓରେ ରାନୁ ମଣ୍ଡଳ ଏକ ଯୁବକ ସହିତ ବାଇକ୍‌ରେ ବସିଥିବାର ନଜର ଆସିଛନ୍ତି । ରାନୁ ନୀଳ ରଙ୍ଗର ନାଇଟ୍ସ ପିନ୍ଧି ଅଡୁଆ ଚୁଟିରେ ନଜର ଆସିଛନ୍ତି । ଏବଂ କୌଣସି ପ୍ରକାରର ମେକଅପ୍ ମଧ୍ୟ ନେଇ ନାହାଁନ୍ତି ।

ସେହିପରି ବାଇକ୍‌ରେ ଆଗରେ ବସିଥିବା ଯୁବକ ଜଣକ ଏକ ଧଳା ଟି-ସାର୍ଟ ସହିତ ଏକ ସବୁଜ ରଙ୍ଗର ଷ୍ଟାଇପ୍ସ ବାଲା ସାର୍ଟ ଓ ଜିନ୍ସ ପିନ୍ଧିଥିବା ଦେଖାଯାଆନ୍ତି । ସେମାନେ ‘କ୍ରିସ୍’ ଫିଲ୍ମର ଏକ ଗୀତ ‘ହମ୍ କୋ ଏ ଲଗ୍‌ତା ନେହିଁ ହେ ତୁମ୍ ଦୂର କହିଁ ସେ ଆୟି ହୋ’ ରେ ଅଭିନୟ କରୁଛନ୍ତି । ସେମାନଙ୍କ ରୋମାଣ୍ଟିକ୍ ସିନ୍ ଦେଖି କିଛି ଲୋକ ସୋସିଆଲ ମିଡିଆରେ ତାଙ୍କୁ ପରିହାସ କରୁଛନ୍ତି ।

Leave A Reply

Your email address will not be published.