ବର୍ଷାଙ୍କୁ ହଇରାଣ କରିବା ପାଇଁ ଅନୁଭବ ଓକିଲଙ୍କ ପ୍ଲାନ ଫେଲ୍।

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅନୁଭବ ମହାନ୍ତିଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।

ହଁ ଆଜ୍ଞା ଓଡ଼ିଆ ଅଭିନେତ୍ରୀ ଇଂରାଜି ବୁଝିବାରେ ଅସକ୍ଷମ ହେଲେ। କୋର୍ଟ ରେ ଓକିଲଙ୍କ କଥା ବୁଝିବାରେ ସକ୍ଷମ ହେଲେ।ଏହି କଥା କିଛିଦିନ ହେଲା ଚର୍ଚ୍ଚାର ବିଷୟ ହୋଇଛି। ହଁ ଆଜ୍ଞା ବିଫଳ ହୋଇଛି ଅନୁଭବ ଓକିଲଙ୍କ ଚାଲ୍।

ବର୍ଷାଙ୍କୁ ଜାଣି ଶୁଣି ଇଂରାଜୀରେ ଉତ୍ତର ରଖିବା ପାଇଁ ଯେଉଁ ପିଟିସନ ଦିଆଯାଇଥିଲା ତାକୁ କାଟ କରିଛନ୍ତି ମାନ୍ୟବର କୋର୍ଟ ।ଆଉ ବର୍ଷଙ୍କୁ ଓଡ଼ିଆରେ ନିଜ ପକ୍ଷ ରଖିବାକୁ ଆଦେଶ ଦେଇଛନ୍ତି ମାନ୍ୟବର କୋର୍ଟ।

ବର୍ଷା ପ୍ରଥମରୁ କହି ଆସୁଛନ୍ତି କି ସେ ଓଡ଼ିଆରେ ଉତ୍ତର ରଖିବାକୁ ପସନ୍ଦ କରୁଛନ୍ତି।ତେଣୁ ତାଙ୍କୁ ଜାଣି ଶୁଣି ଇଂରାଜୀ ରେ ଉତ୍ତର ରଖିବାକୁ ପିଟିସନ ଦାଖଲ କରିଥିଲେ ଅନୁଭବଙ୍କ ଓକିଲ ଗୀତ।

ତେବେ ଆଜି ଦ୍ୱିତୀୟ ଦିନ ଶୁଣାଣି ପରେ ଆଉ କିଛି ଦିନ ସମୟ ମାଗିଛନ୍ତି ଅନୁଭବଙ୍କ ଓକିଲ ଗୀତା।ବର୍ଷଙ୍କୁ ଜାଣି ଶୁଣି ଇଂରାଜୀରେ ଉତ୍ତର ରଖିବା ପାଇଁ ଯେଉଁ ପିଟିସନ ଦିଆଯାଇଥିଲା ତାକୁ ଖାରଜ କରିଛନ୍ତି ମାନ୍ୟବର କୋର୍ଟ ।

କୋର୍ଟରେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଜେରା ହେଇପାରିବ।ତେଣୁ କୋର୍ଟ ବର୍ଷାଙ୍କୁ ସୁବିଧା ଅନୁସାରେ ଭାଷା ବାଛିବାକୁ ଅନୁମତି ଦେଇଥିଲେ।ତେଣୁ ଏହି ବିବାଦରେ ପଡ଼ିଛି ପୂର୍ଣ୍ଣଛେଦ।

ଆଉ ଏଥିପାଇଁ ଆଜି ସାକ୍ଷ୍ୟ ଗ୍ରହଣ ହେଇଥିଲା ଏବଂ ଏଥିପାଇଁ ଏକ ପିଟିସନ ଦାଖଲ କରିଥିଲେ ବର୍ଷା ।ଆଉ ଏଥିପାଇଁ ୩ ରେ ସାକ୍ଷ୍ୟ ଗ୍ରହଣ ମଧ୍ୟ କରା ଯାଇଥିଲା। ସମୟ ଅଭାବ ରୁ ସାକ୍ଷ୍ୟ ଗ୍ରହଣ ସମ୍ପୂର୍ଣ ହେଇ ପାରିନଥିଲା ।

ତେଣୁ ଏହାକୁ ଆଉ ଏକ ଦିନ ହେବ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ। ଏହିଭଳି ଆଜି ଜେରା ଅସଂପୂର୍ଣ୍ଣ ହେବାରୁ ଆଜି କୋର୍ଟକୁ ସ୍ଥଗିତ ରଖା ଯାଇଥିଲା ।ତେବେ ଆଉ ଥରେ ଶୁଣାଣି ପାଇଁ କୋର୍ଟ ଆଉ ଥରେ ଡାକରା ଦେଇଛନ୍ତି।

Leave A Reply

Your email address will not be published.