ନିଜ ସ୍ୱାମୀକୁ ସବୁଦିନ ପାଇଁ ଶୁଆଇଦେଲା ଏହି ମହିଳା ଓ ନିଜ ପିଲାଙ୍କୁ କହିଲା ବାପା ନିଦରେ ଶୋଇଛନ୍ତି

0

Get real time updates directly on you device, subscribe now.

ରାୟବରେଲିରେ ବିଗତ ସପ୍ତାହରେ ଏକ ଯୁବକର ମୃତ୍ୟୁ ଘଟିଥିଲା ଓ ଏହି ମୃ-ତ୍ୟୁର ପ-ର୍ଦାଫା-ଶ ସେଠାକାର ପୋ-ଲିସ କରିଛି। ଜଣାପଡ଼ିଛି ଯେ, ଯୁବକର ମୃ-ତ୍ୟୁ ଅନ୍ୟ କେହି ନୁହଁନ୍ତି ବରଂ ତାଙ୍କର ପତ୍ନୀ କରିଛନ୍ତି।

ପୋଲିସ ଏହାପରେ ମହିଳାଙ୍କୁ ହାଜ-ତକୁ ନେଇ ପଚ-ରାଉ-ଚରା ପରେ ମହିଳା ଜଣକ କହିଥିଲେ- ପ୍ରତିଦିନ ମାର-ପିଟ କରୁଥିବାରୁ ସେ ଅତିଷ୍ଠ ହୋଇ ନିଜ ସ୍ୱାମୀଙ୍କ ହ-ତ୍ୟା କରିଥିଲା।

ଜାଣନ୍ତୁ ମାମ-ଲା କଣ ଥିଲା:-

ଜଣାଇଦେଉଛୁ ଏହି ମା-ମଲା ବଚରାଓ ଅଞ୍ଚଳର ଅଟେ। ଏଠାରେ ରହୁଥିବା ଅତୁଳ ବିବାହରେ ଡେକୋରେସନ କାମ କରୁଥିଲା ଓ ତାଙ୍କ ପତ୍ନୀ ବ୍ୟୁଟି ପାର୍ଲର ଚଳାଉଥିଲେ। ଅତୁଳ ଗୋଟିଏ ମ-ଦୁଆ ଥିଲା ଓ ସେ ପ୍ରତିଦିନ ମ-ଦ୍ୟପା-ନ କରି ନିଜ ସ୍ତ୍ରୀ ଅନୁକୁ ମା-ଡ଼ ମା-ରୁଥିଲା।

ଏମିତି ଅତୁଳ ଡ଼ିସେମ୍ବର 13 ତାରିଖ ଦିନ ମଧ୍ୟ ମ-ଦ ପିଇ ଆସିଲା ଓ ନିଜ ପତ୍ନୀ ଅନୁ ସହିତ ଝ-ଗଡ଼ା କରିବା ଆରମ୍ଭ କରିଦେଲା। ସେ ନିଜ ପତ୍ନୀକୁ ମା-ରିବାକୁ ଚେଷ୍ଟା କଲା କିନ୍ତୁ ତା’ ପତ୍ନୀ ନିଜେ ବଞ୍ଚିବାକୁ ଯାଇ ଏକ କାଠ ଫାଳିଆରେ ଅତୁଳ ମୁଣ୍ଡକୁ ପି-ଟିଦେଲା।

ଏହାପରେ ସେ ନିଜ ସ୍ଵାମୀ ଶ-ବକୁ ବିଛଣାରେ ଶୁଆଇଦେଇ ବ୍ୟୁଟି ପାର୍ଲର ଚାଲିଗଲା। ଦ୍ୱିପ୍ରହରକୁ ଫେରି ସେ ଦେଖେ ତ ପିଲାମାନେ ସ୍କୁଲରୁ ଫେରିଆସିଛନ୍ତି ଓ ସେମାନେ ପଚାରିଲେ କଣ ପାଇଁ ବାପା ଶୋଇଛନ୍ତି ଏଥିରେ ଅନୁ ଜ-ବାବ ଦେଇ କହିଲା, ତୁମ ବାପା ଅଧିକ ଥକାପଣ ଯୋଗୁଁ ଶୋଇଛନ୍ତି।

ଏହାପରେ ରାତିରେ ଅନୁ, ଅତୁଳର ଶ-ବ ନେଇ ବ୍ରିଜ ତଳେ ଫିଙ୍ଗିଦେଇ ଆସିଲା କାରଣ ଅନୁ ଜାଣିଥିଲା ତା’ ସ୍ବାମୀ ସବୁବେଳେ ମ-ଦ ପିଇ ଏଠି ସେଠି ପଡ଼ିରହେ ଓ ତାଙ୍କ ଗାଁ ଲୋକ ହିଁ ତାକୁ ଘରକୁ ଆଣନ୍ତି। ଏହାର ଫାଇଦା ଉଠାଇ ଅନୁ ନିଜ ସ୍ୱାମୀକୁ ସେଠାରେ ରଖିଦେଇ ଆସିଲା ଓ ଆ-ଇନ ସାମ୍ନାରେ ନିଜକୁ ବଞ୍ଚାଇବାର ଏକ ଭଲ ଯୋଜନା ବନାଇଲା।

ପୋ-ଲିସ କଣ କହିଲା?:-

ଏଥିରେ ପୋ-ଲିସ ଅଧିକାରୀ କହିଲେ, ଏବେ ଏବେ ଜଣାପଡ଼ିଛି ଜଣେ ବ୍ୟକ୍ତିର ମୃ-ତ୍ୟୁ ହୋଇଛି ଓ ଏହି ହ-ତ୍ୟା ଯୁବକର ପତ୍ନୀ ହିଁ କରିଛି। ଯୁବକର ପତ୍ନୀଙ୍କୁ ଗି-ରଫ କରାଯାଇ ସାରିଛି।

Leave A Reply

Your email address will not be published.