ବିମାନ ରେ ଯାତ୍ରା କରିବାକୁ ଚାହୁଁଛନ୍ତି କି?ମାତ୍ର ୧୦୦ ଟଙ୍କାରେ କରନ୍ତୁ ବିମାନ ଯାତ୍ରା।

0

Get real time updates directly on you device, subscribe now.

ସମସ୍ତ ଙ୍କର ଗୋଟେ ସ୍ବପ୍ନ ଥାଏ କି ଫ୍ଲାଇଟ ରେ ବସିବେ ଆଉ ଆକାଶ ରେ ଉଡିବେ। କିନ୍ତୁ ଟ୍ରେନ ବସ ଆଦି ଗାଡି ରୁ ଏହାର୍ ଦମ ଅନେକ ଅଧିକ ତେଣୁ ସାଧରଣ ଲୋକ ମାନେ ଏଥିରେ ବସିବରେ ସୁଯୋଗ ପାଇଁ ପରି ନ ଥାନ୍ତି। ତେଣୁ ତାଙ୍କ ଆଶା ଆଶା ରେ ରହି ଯାଏ। ସାଧରଣତଃ ଦେଖିବା କୁ ଗଲେ ବାହାର ଦେଶ କୁ ବୁଲିବା କୁ ହେଲା ବିମାନ ଯାତ୍ରା ଅନେକ ଟଙ୍କା ଖର୍ଚ୍ଚ ହୁଏ।ଆଉ ସାଧାରଣ ଲୋକ ଏଥିରେ ଯାଇ ପାରନ୍ତି ନାହିଁ। ତେଣୁ ସେହି ମାନଙ୍କ ପାଇଁ ଏକ ଭଲ ଖବର ଆସିଛି କି ମାତ୍ର ୧୦୦ ଟଙ୍କା ରେ କରିବେ ବିମାନ ଯାତ୍ରା।

IRCTC ରୁ ଏୟାର ଟିକେଟ୍‌ ବୁକିଙ୍ଗ କରିବା ଦ୍ୱାରା ଭଲ ଅଫର ମିଳୁଛି । ଏଠାରେ ଆପଣ କେବଳ ୧୦୦ ଟଙ୍କାରେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିପାରିବେ । ଆଉ ତା ସହ ୫୦ ଲକ୍ଷ ଟଙ୍କା ର ପାଇବେ ଇନ୍ସୁରାନ୍ସ୍ । ତେବେ ଏହା ସମସ୍ତ ଙ୍କ ପାଇଁ ଏକ ଭଲ ସୁଯୋଗ।ଆପଣ ଆଇଆରସିଟିସିର ୱେବସାଇଟ୍‌ କିମ୍ବା IRCTC Air App ଜରିଆରେ ଫ୍ଲାଇଟ ଟିକେଟ ବୁକ୍‌ କରୁଛନ୍ତି ତାହେଲେ ଆପଣଙ୍କୁ ଆହୁରି ଅନେକ ବେନିଫିଟ୍ସ ମିଳିବ। ଆଉ ତା ସହ ଏସବିଆଇ କାର୍ଡ ରେ ପେମେଣ୍ଟ କରିଲେ ମିଳିବ ୫% ର ରିହାତି।ତେବେ ରହି ଅଫର ମାତ୍ର ଜୁଲାଇ ୩୦ ଯାଏ ରହିଛି।

ତେବେ ଜଲଦି ଯାଇ https://www.air.irctc.co.in/ କୁ ଭିଜିଟ୍‌ କରନ୍ତୁ।ଏହାପରେ ନିଜ ଆଇଡିରେ ଲଗଇନ୍‌ କରନ୍ତୁ।ଏହାପରେ ଏକ୍ସିଟ୍‌ ଏବଂ ଏଣ୍ଟ୍ରି ସ୍ଥାନକୁ ପୂରଣ କରନ୍ତୁ।ଏହାପରେ ଅଫର୍ସ ଚେକ କରିବା ପରେ ପେମେଣ୍ଟ ଅପ୍ସନ ଚୟନ କରନ୍ତୁ।ଏହାପରେ ଆପଣଙ୍କ ଫ୍ଳାଇଟ୍‌ ଟିକେଟ୍‌ ବୁକିଙ୍ଗ ହୋଇଯିବ। ତେବେ ତା ସହ୍ ଆପଣ ଅନେକ ସୁବିଧା ମଧ୍ୟ ପାଇବେ। ତେବେ ଏହି ସୁବିଧା ଏକ ସାଧାରଣ ଲୋକ ଙ୍କ ପାଇଁ ଏକ୍ ବଡ଼ ସୁଯୋଗ । ତେବେ ଏହା କୁ ହାତ ଛଡା ନ କରି ଜଲଦି ଯାଇ ବୁକିଂ କରନ୍ତୁ। ଆଉ ଏହି ସୁବିଧର୍ ଲାଭ ଉଠାନ୍ତୁ। ଏହି ସୁବିଧା ସୀମିତ ରହିଛି। ତେଣୁ ଯଦି ବିମାନ ଯାତ୍ରା କରିବା କୁ ଚାଁହୁଚନ୍ତି ଜଲଦି ବୁକିଂ କରନ୍ତୁ।

Leave A Reply

Your email address will not be published.