ଦେ-ହ ବେପାର କରାଉଥିଲେ ଏହି ମହିଳା, ଖରାପ ଭିଡ଼ିଓ ମଧ୍ୟ ବନାଉଥିଲେ। ଜାଣନ୍ତୁ ସମ୍ପୂର୍ଣ୍ଣ ମା-ମ-ଲା

0

Get real time updates directly on you device, subscribe now.

ସେ-କ୍ସ ରା-କେଟ ଏକ ଏମିତି ଜିନିଷ ଅଟେ ଯାହାର ପ-ର୍ଦାଫା-ଶ ପୋ-ଲିସ ବିଭିନ୍ନ ସମୟରେ କରିଆସିଛି। ଅଧିକତର ଦେଖାଯାଏ ଏହି ଧନ୍ଦାରେ ଯେତେଜଣ ଯୁବତୀ ଆସିଥାନ୍ତି ସେମାନେ ବାଧ୍ୟ ବାଧକତାର ସହିତ ଏଠାକୁ ଅଣାଯାଇଥାନ୍ତି। ଏବେଏବେ ପୋ-ଲିସ ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ସେ-କ୍ସ ରା-କେଟ କାରନାମାକୁ ଧରି ନେଇଛି ଓ ବହୁତ ସାରା ହଇ-ରାଣ କରିବାଭଳି ମାମ-ଲା ମଧ୍ୟ ସାମ୍ନାକୁ ଆସିଛି।

ପୋ-ଲିସ ଧରିଲେ ସବୁଠାରୁ ବଡ଼ ସେ-କ୍ସ ରା-କେଟ:-

ସବୁଠାରୁ ହଇ-ରାଣ କରିବାଭଳି ଘ-ଟଣା ଏହାକି ଯେ, ଏହି ସେ-କ୍ସ ରା-କେଟ ପୋ-ଲିସ ଷ୍ଟେ-ସନ ଠାରୁ 100 ମିଟର ଦୂରରେ ହିଁ ହେଉଥିଲା। ଏହି ସେ-କ୍ସ ରାକେ-ଟକୁ ଚଳାଉଥିବା ମହିଳା ବହୁତ ଚାଲାକ ଅଟେ। ପୋ-ଲିସ ଏହି ମହିଳାଙ୍କ ନାମ ସହନାଜ ଖାତୁନ ରୂପରେ କରିଥିଲେ। ପୋ-ଲିସ ଯେତେବେଳେ ଏହି ମହିଳାଙ୍କୁ ପଚ-ରା ଉ-ଚରା କରନ୍ତି ସେତେବେଳେ ଏମିତି କିଛି ସାମ୍ନାକୁ ଆସିଲା ଯାହାକୁ ଶୁଣି ପୋ-ଲିସ ମଧ୍ୟ ହଇ-ରାଣ ହୋଇ ପଡ଼ିଥିଲା।

ସହନାଜ ଖାତୁନ ନାମକ ଏହି ଆଣ୍ଟି ବହୁତ ଚାଲାକ ଭାବରେ ଝିଅ ମାନଙ୍କୁ ନିଜ ଜା-ଲରେ ଫସା-ଉଥିଲା। ସେ ପ୍ରଥମେ ତାଙ୍କୁ ସରକାରୀ ଚାକିରୀ ଦେବାକୁ କହି ଧୋ-କାରେ ତାଙ୍କର ଅ-ଶ୍ଳୀଳ ଭିଡ଼ିଓ ବନାଉଥିଲା।ଏହି ଭିଡ଼ିଓ ଦେଖାଇ ସେ ପ୍ରଥମେ ତାଙ୍କୁ ବ୍ଲା-କମେ-ଲ କରୁଥିଲା ଓ ଦେ-ହ ବେପାର ଆଡ଼କୁ ସେମାନଙ୍କୁ ଏହିପରି ଅଗ୍ରସର କରାଉଥିଲା।

ଆ-ରୋ-ପୀ ସହନାଜ ଖାତୁନ ଏବେଯାଏଁ ବହୁତ ସାରା ମହିଳା ଓ ଝିଅଙ୍କ ଜୀବନ ନ-ଷ୍ଟ କରିଦେଇଛି। ସରକାରୀ ଚାକିରୀ ଓ ଟଙ୍କାର ପ୍ରଲୋ-ଭନ ଦେଖାଇ ସେ ସେମାନଙ୍କୁ ଫସା-ଉଥିଲା। ଏହି ଧ-ନ୍ଦାରେ ପ୍ରଥମଥର ଯେଉଁ ଝିଅ ପାଦ ଦେଇଥାଏ ସେ ବଦ-ନାମ ହେବା ଭୟରେ ନିଜ ସାମାନ୍ୟ ଜୀବନକୁ ଫେରି ପାରିନଥାଏ। ଯଦି ବି କୌଣସି ଝିଅ ବି-ରୋ-ଧ କରେ ଏହି ମହିଳା ଜଣକ ତାଙ୍କୁ ଭିଡ଼ିଓ ଦେଖାଇ ଡ଼-ରାଇ ଧମକାଇ ଚୁପ କରାଇ ଦେଇଥାଏ।

ମାଷ୍ଟର ମାଇଣ୍ଡ ଆଣ୍ଟି ହୋଇଗଲା ଗି-ରଫ:-

ଏହି ମାମ-ଲାରେ ମହିଳା ଏସଏଚଓ ନୀରୁ କୁମାରୀଙ୍କ କହିବାହେଲା ସେ-କ୍ସ ରା-କେଟ ଚଳାଉଥିବା ସହନାଜ ଖାତୁନଙ୍କ ବ୍ୟତୀତ ଧଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୋ-ଲିସ ଗି-ରଫ କରିଛି। ସେହିପରି ଜଣେ ଗ୍ରାହକଙ୍କୁ ମଧ୍ୟ ଆରୋ-ପୀଙ୍କ ସହିତ ଜେ-ଲ ପଠାଗଲା। ଏବେ ପୋ-ଲିସ ଯାଞ୍ଚ ଜା-ରି ରଖିଛି ଓ ଜାଣିବାକୁ ଚେଷ୍ଟା କରୁଛି କି, ଏମାନଙ୍କ ସହିତ ଆଉକିଏ ସବୁ ଏହି ଧ-ନ୍ଦାରେ ସାମିଲ ରହିଛନ୍ତି।

Leave A Reply

Your email address will not be published.