ଅଗ୍ରାର ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସରଙ୍କ ମୃ-ତ୍ୟୁ ହୋଇଯାଇଛି। ତାଙ୍କର ସ୍ୱାମୀଙ୍କୁ ତାଙ୍କୁ ୪ମହଲାରୁ ଠେଲି ମା-ରିଦେଇଛନ୍ତି। ଏହି ଖବର ଶୁଣିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିଜର ସ୍ବାମୀ ରାଗ ରଖି ତାଙ୍କର ହ-ତ୍ୟା କରିଛନ୍ତି। ଆସନ୍ତୁ ଜାଣିବା ଘ-ଟ-ଣା ବିଷୟରେ।
ସୂଚନା ଅନୁସାରେ, ଉକ୍ତ ସୋସିଆଲ ମିଡ଼ିଆ ଇନଫ୍ଲୁଏନସରଙ୍କ ନାମ ରିତିକା ଅଟେ। ସେ ସୋସିଆଲ ମିଡିଆରେ ବହୁ ପରିଚିତ। ତାଙ୍କର ବିବାହ ହୋଇଥିଲା। ସେ ତାଙ୍କର ସ୍ୱାମୀଙ୍କୁ ଛାଡି ଏକ ଆପାର୍ଟମେଣ୍ଟରେ ନିଜର ପ୍ରେମିକଙ୍କ ସହିତ ରହୁଥିଲେ।
ତାଙ୍କ ସ୍ଵାମୀ ନିଜର ସ୍ତ୍ରୀ ରିତିକାଙ୍କୁ ଖୋଜୁଥିଲେ ଓ ସେ ଜାଣିବାକୁ ପାଇଥିଲେ ସେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି। ସେ ଉକ୍ତ ଠିକଣାରେ ଯାଇ ପହଞ୍ଚିଥିଲେ ଓ ଆପାର୍ଟମେଣ୍ଟରେ ଯାଇ ପହଞ୍ଚିଥିଲେ।
ସେ ଉକ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ରିତିକାଙ୍କ ଭଉଣୀ ମଧ୍ୟ ତାଙ୍କ ସହିତ ଥିଲେ। ସେମାନେ ଉକ୍ତ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଯାଇ ପହଞ୍ଚିଥିଲେ ଓ ରିତିକାଙ୍କୁ ତାଙ୍କର ସ୍ବାମୀ ଓ ତାଙ୍କର ଭଉଣୀଙ୍କ ସାହାଯ୍ୟରେ ଟେକି ତାଙ୍କୁ ୪ ମହଲା ତଳକୁ ଫି-ଙ୍ଗି ଦେଇଥିଲେ। ରିତିକାଙ୍କର ଘଟ-ଣାସ୍ଥ-ଳରେ ମୃ-ତ୍ୟୁ ହୋଇଯାଇଥିଲା। ତେବେ ଏଥିରୁ ଜଣାପଡୁଛିକି କ୍ରୋ-ଧ ମଣିଷକୁ କେମିତି କରିପାରେ।