ଗୋଟିଏ ବେଶ୍ୟାକୁ ପିଟି ପିଟି ମାରିଦେଲେ ଗ୍ରାହକ, ପରେ ନିଆଁ ଲଗାଇଦେଲେ

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚାର ବିଷୟ ହୋଇଥାଏ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି। ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।କେବେ ଯେ ଲୋକ ମାନଙ୍କ ର ମନ ପରିବର୍ତନ ହବ
ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।

ସବୁ ଲୋକ କିଛି ନ କିଛି କରିକି ନିଜର ପୋଷଣ କରୁଛନ୍ତି ।କିଏ ଅଫିସ ରେ କାମ କରୁଛି ତୋ ଆଉ କିଏ କୁଲି କାମ କରୁଛି ଆଉ କିଏ ନିଜ ଦେହ କୁ ବେବହାର କରିକି ପୋଷଣ କରୁଛି ।ଏହା ଦ୍ୱାରା ଲୋକ ମାନ ଙ୍କ ର ମନ ଆଉ ଲିଙ୍ଗ ଦୁଇଟା ଶାନ୍ତି ହଉଚି କିନ୍ତୁ କେବେ ସେମାନେ ମନା କରିନାହାନ୍ତି କରିବେନି ବୋଲି ।ତାଙ୍କୁ ବେସିଆ ବୋଲି କୁହନ୍ତି ଆଉ ସେକ୍ସ ୱାର୍କର ବି କୁହନ୍ତି ।ସେମାନଙ୍କୁ ଯେତେ କଷ୍ଟ ହେଲେ ବି ସେମାନେ ମନା କରିନାହାନ୍ତି କେବେ।ଆଉ ଆଜି ଏକ ଖବର ଆସିଛି ସେହି ବେସିଆ କୁ ନେନିକି ।ଜଣେ ସେକ୍ସ ୱାର୍କରଙ୍କ ବେଡ୍ ତକିଆ ତଳୁ ଏକ ଧାର୍ମିକ ପୁସ୍ତକ ପାଇବା ପରେ ଆସିଥିବା ଗ୍ରାହକ ତାଙ୍କୁ ହତ୍ୟା କରିଛନ୍ତି। ଗ୍ରାହକ ତାଙ୍କ ସହଯୋଗୀମାନଙ୍କ ସହ ଯୌନକର୍ମୀଙ୍କୁ ହତ୍ୟାକରି ତାଙ୍କୁ ନିଆଁ ଲଗାଇ ଦେଇଥିଲେ।ଏମିତି କରିବା କଣ ଠିକ ।ଏହି ମାମଲା ନାଇଜେରିଆର ଲାଗୋସ୍ ସହରରୁ ଆସିଛି। ସ୍ଥାନୀୟ ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି।

ଆଉ ସେହି ବେସିଆ ର ନା ହଉଚି ହାନ୍ନା ସାଲିୟୁ ବୋଲି ଜଣାପଡିଛି।ଇଏ ଦେହ ବେପାର କରେ ଆଉ ସବୁ ଦିନ ବହୁତ ଲୋକ ଆସନ୍ତି ଆ ପାଖ କୁ ।ଜଣେ ଲୋକ ଆସିଥିଲା ଆ ଦେହ କୁ ଉପଭାଗ କରିବା ପାଇଁ ଆଉ ତା ସହ ସେକ୍ସ କରି ମଜା ନବା ପାଇଁ କିଛି ସମୟ ପରେ ସେହି ହାନା ଜଣଙ୍କ ଅଭିଯାଗ ଦେଲାଯେ ସେ ଲୋକ ଜଣଙ୍କ ମୋପାଖ ରୁ ପଇସା ଚୋରି କରିଛି ବୋଲି ସେ କହିଲେ । ପ୍ରକୃତରେ, ଗ୍ରାହକ ୧୦୦୦ ନାଇଜେରିଆ ମୁଦ୍ରା ପ୍ରଦାନ କରିଥିଲେ, କିନ୍ତୁ ହାନ୍ନା ଅଭିଯୋଗ କରିଛନ୍ତି ଯେ ସେ ତାଙ୍କର ୫୦୦୦ ମୁଦ୍ରା ଚୋରି କରିଛନ୍ତି। ସେହି ଲୋକ ଜଣ ଙ୍କ କହିଲେ ମୋ ଉପରେ ଅଭିଯାଗ ଲଗାଇବା ବଦଳ ରେ ଆଗ ନିଜ ରୁମ କୁ ଭଲ ଭାବରେ ଦେଖିଦିଅ କାଳେ ଭୁଲ ରେ ରହିଯାଇଥିବ ତମେ ପାଖ ରେ ।

ଆଉ କିଛି ସମୟ ପରେ ସବୁ ଲୋକ ସେ ବେସିଆ ର ରୁମ କୁ ଭଲ ଭାବ ରେ ଦେଖୁଥୁଲେ ।ରିପୋର୍ଟ ଅନୁଯାୟୀ, କୋଠରୀ ଖୋଜାଖୋଜି ବେଳେ ଲୋକମାନେ ହାନ୍ନାଙ୍କ ଶଯ୍ୟା ଉପରେ ତକିଆ ତଳେ ଏକ ଧାର୍ମିକ ପୁସ୍ତକ ପାଇଥିଲେ।ଏହା ଦେଖି ସାରିବା ପରେ ସେଇ ଲୋକ ଆଉ ତାଙ୍କ ସାଙ୍ଗ ମାନେ ରାଗି ଗଲେ ଆଉ ବେସିଆକୁ ବହୁତ ପିଟିଲେ ଅଟେ ପିଟିଦେଲେ ଜେଏ ସେ ବେସିଆ ଜଣଙ୍କ ମରିଗଲା ଆଉ ପରେସେମାନେ ତାକୁ ନିଆଁ ରେ ପୋଡି ଦେଲେ। ଲାଗୋସ୍ ପୋଲିସର ଜଣେ ଅଧିକାରୀ ବେଞ୍ଜାମିନ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।ପ୍ରଥମେ ଯୌନକର୍ମୀ ହାନ୍ନାଙ୍କୁ ପିଟିପିଟି ହତ୍ୟା କରିଥିଲେ। ପରେ ତାଙ୍କୁ କୋଠରୀରୁ ବାହାର କରି ନିଆଁ ଲଗାଇ ଦେଇଥିଲେ।

Leave A Reply

Your email address will not be published.